ପାରାଦ୍ୱୀପ , 27/07/2025, ବିକ୍ରମ ଓଡ଼ିଶା ନିୟୁଜ: ଭାରତୀୟ ବନ୍ଦର ମଜଦୂର ସଙ୍ଗ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ଆଜି ପାରାଦୀପ ପୋର୍ଟ କ୍ଲବ ପରିସରରେ ଭାରତୀୟ ମଜଦୂର ସଙ୍ଗ ର ବାର୍ଷିକ ସମ୍ମିଳନୀ ଓ ନୂତନ କାର୍ଯ୍ୟ କର୍ତ୍ତା ଚୟନ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ମଜଦୂର ସଙ୍ଗ ର ବାଦଲ କୁମାର ମହାରଣା ମୁଖ୍ୟ ବକ୍ତା ବସନ୍ତ କୁମାର ସାହୁ ଓ ଟ୍ରଷ୍ଟି ଶ୍ରୀକାନ୍ତ ରାୟ ଓ ଅଧକ୍ଷ ରାକେଶ କୁମାର ପଟ୍ଟନାୟକ ଯୋଗ ଦେବା ସହ ଆଗକୁ କିପରି ଶ୍ରମିକ ମାନେ ନିର୍ଯାତିତ ଓ ନିଷ୍ପେସିତ ନ ହେବେ ସେଥି ପ୍ରତି ଧ୍ୟାନ ଦେବା ସହ ବିଭିନ୍ନ ଶିଳ୍ପ ସଂସ୍ଥା ରୁ କିପରି ଠିକା ସଂସ୍ଥା ବନ୍ଦ୍ କରି ଶ୍ରମିକ କୁ ନ୍ୟାର୍ଯ୍ୟ ହକ ଦୀୟାଜିବ ସେଥିପ୍ରତି ସରକାର ଯତ୍ନବାନ ହେବା ଦରକାର ନଚେତ୍ ଆଗାମୀ ଦିନରେ ପଲି ଠୁ ଦିଲ୍ଲୀ ପର୍ଯ୍ୟନ୍ତ ଭାରତୀୟ ମଜଦୂର ସଙ୍ଗ ଆନ୍ଦୋଳନ୍ କୁ ଓହ୍ଲାଇବାକୁ ପଚାଇବନାହିଁ