Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 29/07/2025, ବିକ୍ରମ ଓଡ଼ିଶା ନିୟୁଜ: (ପୋଲିସ ର ପରିଚୟ ଦେଇ ଅଭିନଵ ଉପାୟରେ ମହିଳା ଙ୍କୁ ଧମକ )ଜଗତସିଂହପୁର
ତା=29/7/25ବାଲିକୁଦା ଥାନା ଅଧୀନରେ ଥିବା ଆମ୍ବଶାଳ ପଞ୍ଚାୟତ ତିହୁଡି ଗ୍ରାମର ସଂଯୁକ୍ତା ଲେଙ୍କା ନାମକ ଜଣେ ଅସହାୟ ମହିଳା ଙ୍କୁ ଦୁଇ ଜଣ ଯୁବକ ବାଲିକୁଦା ପୋଲିସ ର ପରିଚୟ ଦେବ ହଠାତ ଅଶାଳୀନ ବ୍ୟବହାର ପଦର୍ଶନ କରିବା | ଧମକ ଦେଇ ବ୍ୟକ୍ତିଗତ ଚରିତ୍ର ସଂହାର କରିବା ଭିଡିଓ ଭାଇରାଲ କରିବା ଘଟଣାକୁ କେନ୍ଦ୍ର କରି ମହିଳା ଜଣଙ୍କ ଚଳିତ ମାସ ତେର ତାରିଖ ରେ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ପାଇ ବାଲିକୁଦା ପୋଲିସ ନିରବଦ୍ରଷ୍ଟା ସାଜିଥିଲା | ହେଲେ ଅସହାୟ ମହିଳା ଜଣ ଙ୍କ ଚଳିତ ମାସ 28ତାରିଖ ରେ ବାଲିକୁଦା ବ୍ଲକ ପରିସରରେ ଜନ ଅଭିଯୋଗ ଶୁଣାଣି ରେ ଏସ ପି ଙ୍କ ନିକଟରେ ଅଭିଯୋଗ କରିଥିଲେ | ଏସ ପି ଙ୍କ ନିର୍ଦେଶ କ୍ରମେ ବାଲିକୁଦା ପୋଲିସ 338/28/7/25ରେ ଏକ ମକଦମା ରୁଜୁ କରିଛି |