Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 01/08/2025, ବିକ୍ରମ ଓଡ଼ିଶା ନିୟୁଜ: ବିଧ୍ୟାୟକଙ୍କ ଦ୍ଵାରା ନୂତନ ପ୍ରାଚୀର ଓ ଫାଟକର ଶୁଭ ଉଦ୍ଘାଟନ
ନାଉଗାଁ ୧/୦୮/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଗଙ୍ଗଦା ସ୍ଥିତ ଶ୍ରୀ ଶ୍ରୀ ମଉଳାଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ପ୍ରାଚୀର ଓ ଫାଟକ ନିର୍ମାଣ ନିମନ୍ତେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଭିତ୍ତିଭୂମି ବିକାଶ ଅନୁଦାନ ପାଣ୍ଠିରୁ ୨୦ ଲକ୍ଷ୍ୟ ଟଙ୍କାର ଅନୁଦାନ ରେ ନିର୍ମିତ କରାଯାଇଥିବା ନୁତନ ପ୍ରାଚୀର ଓ ଫାଟକକୁ ଆଜି ସ୍ତାନିୟ ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ନାନିୟ ଅତିଥି ଭାବେ ନାଉଗାଁ ତହସିଲ ଦାର ଅକ୍ଷୟ କୁମାର ବଡୁ , ନାଉଗାଁ ବ୍ଳକ ଭାରତୀୟ ଜନତା ପାର୍ଟିର ପୃର୍ବତନ ସଭାପତି ଶ୍ରୀଯୁକ୍ତ ନିଲୁରାମ ଜେନା, ସମାଜ ସେବି ରବିନ୍ଦ୍ର କୁମାର ଓଝା, ବିଶ୍ବନାଥ ବେହୋରା ଯୋଗଦେଇ ଥିବାବେଳେ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚବିଦ୍ୟାଳୟର ଅଧ୍ୟକ୍ଷ୍ୟ ଅଧିକାରୀ ଲେଙ୍କା ଏହି କାର୍ଯ୍ୟକ୍ରମକୁ ପରୀଚାଳନା କରିଥିଲେ । ବିଦ୍ୟାଳୟର ଅଧ୍ୟାପକ ପ୍ରତାପ କୁମାର ମିଶ୍ର, ଅଧ୍ୟାପକ ଧିରେନେ କୁମାର ପତି, ଓ ଅଧ୍ୟାପକ ନିରଜ୍ଞନ ବିଶ୍ବାଳ ସମସ୍ତ ପ୍ରକାର ସାହାଯ୍ୟ। ସହଯୋଗ କରିଥିବା ଦେଖାଯାଇଛି।