Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କାକଟପୁରରେ ଘରେ ଘରେ ତୀରଙ୍ଗା, ଘରେ ଘରେ ସ୍ୱଚ୍ଛତା ଦିବସ ପାଳିତ, 1

କାକଟପୁର, 12/08/2025, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁରରେ ଘରେ ଘରେ ତୀରଙ୍ଗା, ଘରେ ଘରେ ସ୍ୱଚ୍ଛତା ଦିବସ ପାଳିତ,
Article Image
କାକଟପୁର ତା ୧୨/୮, ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅଧିନସ୍ଥ କାକଟପୁର ଗ୍ରାମ ପଞ୍ଚାୟତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ଅଗଷ୍ଟ ୮ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘରେ ଘରେ ତୀରଙ୍ଗା ଓ ଘରେ ଘରେ ସ୍ୱଛତାର ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଏକ ରାଲର ଆୟୋଜନ କରାଯାଇଥିବବେଳେ ସ୍ଥାନୀୟ ଅଙ୍ଗନବାଡି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ ମାନେ ଏକ ଶୋଭାଯାତ୍ରା ରେ ବାହାରି କାକଟପୁର ବଜାର ପରିକ୍ରମା କରିଥିଲେ l ଗ୍ରାମ ସ୍ୱଛ ରହିଲେ ରାଜ୍ୟ ଓ ଦେଶରେ ସ୍ୱଛତା ର ବିକାଶ ହେଵ ବୋଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀ ଅଭୟ କୁମାର ସେଠୀ ଉପସ୍ଥିତ ଜନତା ଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି l