Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କେନ୍ଦୁଝର, 12/08/2025, ବିକ୍ରମ ଓଡ଼ିଶା ନିୟୁଜ: ପଙ୍କଜ ବାରିକ୍ ଙ୍କ ମନସ୍ତତ୍ତ୍ୱ ରେ Ph,D ଲାଭ କରିଛନ୍ତିକେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ରଧିକା ଦେଇ ପୁର ଗ୍ରାମର ଡକ୍ଟର ପଙ୍କଜ ବାରିକ୍ ରାଏପୁର ଛତିଶଗଡ ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗରେ ବିଜ୍ଞପ୍ଟି No/Conf/Ph,D/2025/4048 raipur Dated 23,7,2025 ସମ୍ମାନ ସୂଚକ ପି,ଏଚ୍, ଡି ଉପାଧି ଲାଭ କରିଛନ୍ତି ତାଙ୍କର ଗବେଷଣା ଦ୍ଵାରା ନିବନ୍ଧର ବିଷୟବସ୍ତୁ ଥିଲା Occupational Stress in Reltion to Personality Factors and Coping Strategies of police Personnel ସେ Prof, Meeta jha ଙ୍କ ତତ୍ତ୍ଵlବଧାନରେ ଗବେଷଣା କରୁଥିଲେ ଏବଂ ତାଙ୍କ ସନ୍ଧଭଟି Central University of South, Bihar Gaya ର Prof,Dharmendra Kumar singh ଏବଂ llT,Kharagpur ର Prof,Rabindra Kumar pradhana ଙ୍କ ଦ୍ଵାରା ପରିକ୍ଷିତ ଏଵଂ ଉଚ୍ଚପଶସ୍ନିତ ହୋଇଛନ୍ତି ଏହି ଶ୍ରେୟ ସେ ତାଙ୍କ ବାପା, ମା,ଭାଇ,ଭାଉଜ, ପୁତୁରା,ଝିଆରୀ, ଭଣଜା, ଭାଣିଯି,ଭଉଣୀ,ଭିଣୋଇ ଙ୍କୁ ଜଣାଇଛନ୍ତି ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ