Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 15/08/2025, ବିକ୍ରମ ଓଡ଼ିଶା ନିୟୁଜ: ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ୭୯ ତମ ସ୍ବାଧୀନତା ଦିବସ ପାଳିତ
ତିର୍ତୋଲ ୧୫/ ଅଗଷ୍ଟ /୦୨୫ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକସର୍ବ ପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ର, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପାଳିତ ହୋଇଛି ୭୯ ତମସ୍ୱାଧୀନତା ଦିବସ, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପାରିଟେଣ୍ଡେ ଆନୁଷ୍ଠାନିକ ଭାବେଜାତୀୟ ପତାକା ଉତୋଳନ କରିଥିଲେ, ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରସମସ୍ତ ଡାକ୍ତର, ବି ପି ଏମ ଅଧିକାରୀ, ମେଡିକାଲ କର୍ମଚାରୀ ମାନେ ଯୋଗ ଦେଇ ଜାତୀୟ ସଂଗୀତ ଗାନ ବକରିଥିଲେ, ମେଡିକାଲ ସୁପରି ଟେଣ୍ଡେଣ୍ଟ ଡା. ମହାନ୍ତି, ୭୯ ତମ ସ୍ୱାଧୀନତା ଦିବସ ପାଳନ ତାତ୍ପଯ୍ୟ ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ, lRiport:ଶ୍ରୀବତ୍ସ ପାଢ଼ୀ