Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବୋଧେଇ ପଂଚାୟତ ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ l 1

ତିର୍ତୋଲ, 15/08/2025, ବିକ୍ରମ ଓଡ଼ିଶା ନିୟୁଜ: ବୋଧେଇ ପଂଚାୟତ ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ l
Article Image
ତିର୍ତୋଲ ୧୫/୮ତିର୍ତୋଲ ବ୍ଲକ ବୋଧେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶର ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି, ବୋଧେଇ ପଞ୍ଚାୟତସରପଞ୍ଚ ଶ୍ରୀମତୀ ଜସ୍ମିନୀ ଆଚାର୍ଯ୍ୟଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଓଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତି ଗଣ ଜାତୀୟ ସଂଗୀତ "ଜନଗଣ ମନଧି...... ନାୟକ "ଗାନ କରିଥିଲେ lଏହି ପବିତ୍ର ଜାତୀୟ ଉତ୍ସବ ରେ ମୁଖ୍ୟ ଅତିଥି୍ ଜସ୍ମିନୀ ଆଚାର୍ଯ୍ୟ,ନିମନ୍ତ୍ରିତ ଅଥିତି ଭାବେ ପି ଏସ ସଭ୍ୟ ଶିବ ପ୍ରସାଦ ସାହୁ, ସୁବାସ କାନ୍ତ ସାହାଣୀ, ଉମାକାନ୍ତ ମିଶ୍ର, ଗୋପାଳ ଚନ୍ଦ୍ର ଖଟୁଆ, ପୂର୍ବତନ ସରପଞ୍ଚ ବୋଧେଇ, ପୁର୍ଣ ଚନ୍ଦ୍ର ସ୍ୱାଇଁ, କେଦାର କୁମାର ସ୍ୱାଇଁ(ସଭାପତି ସମବାୟ ସମିତି, ବୋଧେଇ) ଯୋଗ ଦେଇ ଥିଲେ lପରେ ପରେ ପଞ୍ଚାୟତ ସଭା ଗୃହରେ ଏକ ସଭା ଆୟୋଜନ କରାଯାଇ ଥିଲା, ହର ଘର ତ୍ରିରଙ୍ଗାକାର୍ଯ୍ୟକ୍ରମ, ପଂଚାୟତ ରେ ସ୍ୱଚ୍ଛତା ସମ୍ପର୍କରେ ଆଲୋଚନା କରାଯାଇଥିଲାବୋଧେଇ ପଂଚାୟତ ପି ଇ ଓଲତିକା ମଞ୍ଜରୀ ରାଉତ ଏହାକୁ ପରିଚାଳନା କରିଥିଲେ l