ଯାଜପୁର, 16/08/2025, ବିକ୍ରମ ଓଡ଼ିଶା ନିୟୁଜ: ମଣ୍ଡୁକା ବୀରୁପାକ୍ଷ୍ୟ ଶିବ ମନ୍ଦିର ପ୍ରାଙ୍ଗଣ ରେ ଅଷ୍ଟମ ବାର୍ଷିକ ଜନ୍ମା ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି
ଶାସ୍ତ୍ର ମତରେ ଜନ୍ମାଷ୍ଟମୀର ମହତ୍ୱ ଅନେକ ଏହି ଦିନ ସ୍ୱୟଂ ପରଂବ୍ରହ୍ମ ଶ୍ରୀକୃଷ୍ଣ,ମାନବ ରୂପେ ଧରା ପୃଷ୍ଟକୁ ଅବତରଣ କରି,ତାଙ୍କର ଲୀଳା ପ୍ରକଟ କରିଥିଲେ,ବିଶ୍ୱାସ ରହିଛିଯଦି ଆପଣଙ୍କ ଜୀବନରେ ସମସ୍ୟା ଲାଗିରହୁଛି ତେବେ ଏହି ଦିନ ପବିତ୍ର ମନରେ ଶ୍ରୀକୃଷ୍ଣ ଙ୍କୁ ଦର୍ଶନ କରି,ମନ ଖୋଲି ଦୁଃଖ ପ୍ରକାଶ କଲେ ପ୍ରେମ୍ ଆନନ୍ଦ ଲାଭ ହୁଏ ଏହି ଜନ୍ମାଷ୍ଟମୀ ପୂଜାର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଅମର କୁମାର ନାୟକ, ସମ୍ମାନିତ ଅତିଥି କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସେନାପତି, ଯାଜପୁର ଜିଲ୍ଲା ଯାଦବ ସଭାପତି ରାମଚନ୍ଦ୍ର ବେହେରା, ନିମଳ ଚନ୍ଦ୍ର ଯତି,, ଇଞ୍ଜିନିୟର ମନୋଜ ଦାସ, ପରମାନନ୍ଦ ବେହେରା, ପ୍ରଶାନ୍ତ ବେହେରା , ବିବିନୀବେହେରା,ଦେବରାଜ ବେହେରା, ନିରଞ୍ଜନ ସେନାପତି, ସ୍ନେହଲତା ବାରିକ୍ ,କାଞ୍ଚନ ବାଳl ଦାସ, ପ୍ରମୁଖ ଯୋଗ ଦେଇଥିଲେ ଏହି ପୂଜା କାର୍ଯ୍ୟ କୁ ସହଯୋଗ କରିଥିଲେ ଧୁଳେଶ୍ୱର, ପ୍ରଫୁଲ୍ଲ କପିଳ,ତପନ ,ଦେବ ,ବଳରାମ,ଟୁଲୁ ଓ ମାଣ୍ଡୁକା ଗ୍ରାମ ର ସମସ୍ତ ଯାଦବ କୂଳଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ