Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଯାଜପୁର, 16/08/2025, ବିକ୍ରମ ଓଡ଼ିଶା ନିୟୁଜ: ରାଧା କୃଷ୍ଣ ଯାଦବ ମହାସଭା ରାମପୁର କଇଥା ତରଫରୁ ଏଗାର ତମ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ ହୋଇଅଛି
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାମପୁର କଇଥା ଠାରେ ରାଧାକୃଷ୍ଣ ଯାଦବ ମହାସଭା ତରଫରୁ ୧୧ତମ ଜନ୍ମା ଅଷ୍ଟମୀ ଓ ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଅଛି ଏହି ସଭାରେ ରେ ଡକ୍ଟର କୁଷ ଚନ୍ଦ୍ର ପ୍ରଧାନ ସଭା ପତିତ୍ଵ କରିଥିବା ବେଳେ ଏହି ସଭା ରେ ମୁଖ୍ୟ ଅତିଥି ପ୍ରଫେସର କୁମର ବର ଦାସ ସମ୍ଭାନିତ ଅତିଥି ସଭାପତି ରଘୁନାଥ ବେହେରା, ମୁଖ୍ୟ ପରାମର୍ଶ ଦାତା ଡକ୍ଟର କୁସ ଚନ୍ଦ୍ର ପ୍ରଧାନ , ଅର୍ଜୁନ ମହାକୁଡ, ଡକ୍ଟର ଆଲେକ୍ ଜ୍ୟାଣ୍ଟର ଦାସ, ପୂର୍ବ ତନ ବିଧାୟିକା ସୁନନ୍ଦା ଦାସ ,ରବିଦ୍ର ନାଥ ବେହେରା, ଦିଲ୍ଲୀପ ରାଉତ, ଦେବେନ୍ଦ୍ର ଦାସ,କୈଳାସ ଦାସ, ନବ ଘନ ଦାସ,ବର୍ତ୍ତମାନ ବିଧାୟକ ଙ୍କ ମାଆ ମିନତୀ ସାହୁ, ପ୍ରମୁଖ ଯୋଗ ଦେଇଥିଲେ ଅନୁଷ୍ଠାନ ତରଫରୁ ଆଗାମୀ ଦିନରେ ଗୋ ଶାଳା ବୁଦ୍ଧl ଆଶ୍ରମ କରିବା ପାଇଁ ଲକ୍ଷ୍ୟ ରଖି ଛନ୍ତି ପରେ ପରେ ନୃତ୍ୟ, ଲଉଡି ଖେଳ, ପବଚନ ,ସାସ୍କୃତିକ କାର୍ଯ୍ୟ କ୍ରମ କୁନି କଳା କାଳର କୁ ନେଇ ନୃତ୍ୟ ପରିବେଷଣ, ଶ୍ରୀ କୃଷ୍ଟ ଚେତନା ନାମକ ପୁସ୍ତକ ଉନ୍ମଚନ କରାଗଲା ପରିଶେଷରେ ବହୁ ଯୁବ ପ୍ରତିଭା ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଈ ସମ୍ମାନିତ କରାଗଲା ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ