Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ବାଣିତ , 17/08/2025, ବିକ୍ରମ ଓଡ଼ିଶା ନିୟୁଜ: ଭକ୍ତି ବେଦାନ୍ତଆଶ୍ରମ ରେ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ପାଳିତ l
କୁଜଙ୍ଗ : ୧୬/୮ ଭଗବାନ ଶ୍ରୀକୃଷ୍ଣ

ଙ୍କ ଧାରବତରଣ ଉତ୍ସବ ଜନ୍ମାଷ୍ଟମୀମହାସମାରୋହ ରେ ଭକ୍ତି ବେଦାନ୍ତ ଆଶ୍ରମ, ବଣିତ ଗ୍ରାମ ପଂଚାୟତ, ଡଗରପଡା ଠାରେ ପାଳିତ ହେଉଛି,ଏ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ଆଶ୍ରମ ପରିସର, ଆଖ ପାଖ ଅଂଚଳ ର ଶତାଧିକ ଭକ୍ତ ଙ୍କ ଏଠାରେ ସମାଗମ ଘଟିଛି, l ଭକ୍ତି ବେଦାନ୍ତ ଆଶ୍ରମ ତରଫରୁ, ଏକ ଭକ୍ତି ମୟ ପରିବେଶରେ ପ୍ରକମ୍ପିତ ହୋଇ ଉଠିଛି ପରିବେଶ l ଭଗବାନଶ୍ରୀକୃଷ୍ଣ ପାପି ମାନଙ୍କୁ ସଂହାର କରିବା ପାଇଁ ଆଜିର ତିଥିରେ ଜନ୍ମ ଗ୍ରହଣ କରିଥିଲେ l ଏନେଇ ସାରା ଭାରତ ବର୍ଷ ଶ୍ରୀକୃଷ୍ଣ ଙ୍କ ଜମ୍ନାଷ୍ଟମିଉତ୍ସବ କୁ ପାଳନ କରି ଆସୁଛନ୍ତି lକୁଜଙ୍ଗ ବ୍ଲକ ବଣିତ ପଂଚାୟତ ଡଗର ପଡା ଗ୍ରାମ ରେ ନବ ନିର୍ମିତଆଶ୍ରମ ରେ ମଧ୍ୟ ପାଳିତ ହେଉଛି ଏହି ପବିତ୍ର ଜନ୍ମାଷ୍ଟମି ଉତ୍ସବ lସାନ୍ଧ୍ୟ ରେ ଭଜନ କୀର୍ତନ ଭଜନ ସମାରୋହ ଅନୁଷ୍ଠିତ କରାଯାଇ ଥିଲା l ମାନ୍ୟବର ଶିଳ୍ପ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ଭକ୍ତି ବେଦାନ୍ତ ଆଶ୍ରମ ରେ ପହଂଚି ଭଗବାନ ଙ୍କୁ ଦର୍ଶନ କରି ବିଭୁକୃପା ଲାଭକରିବା ସହିତ ମଞ୍ଚ ଉପରକୁ ଆସି ଭଗବାନ ଶ୍ରୀକୃଷ୍ଣ ଙ୍କ ବାଲ୍ୟ ଲୀଳା ଓ ଭାଗବତ ଗୀତା ର ସାର ମର୍ମ ସମ୍ପର୍କରେ ଭକ୍ତ ମାନଙ୍କୁ କହିଥିଲେ କରିଥିଲେ lଆଶ୍ରମ ତରଫରୁ ମାନ୍ୟବର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲାପରିଶେଷରେ ବ୍ରହ୍ମପୁରୁ ଆସିଥିବାଡ୍ୟାନ ଗ୍ରୁଫ ଦଶ ଅବତାର ନୃତ୍ୟପ୍ରଦର୍ଶନ କରିଥିଲେ l ଭକ୍ତ ମାନଙ୍କୁପ୍ରସାଦ ସେବନ କରାଯାଇ ଥିଲା lଏହି ପବିତ୍ର କାର୍ଯ୍ୟକ୍ରମ ରେ ପାଞ୍ଚ ଭକ୍ତ ଙ୍କ ସମାଗମ ହୋଇଥିଲା lRiport :ଶ୍ରୀବତ୍ସ ପାଢ଼ୀ,