Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ପାରାଦ୍ୱୀପ ଗଡ଼ , 17/08/2025, ବିକ୍ରମ ଓଡ଼ିଶା ନିୟୁଜ: ଯୁବ ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତ ନେତୃତ୍ୱରେ ଆଜି ଅଣାଅଶି ତମ ସ୍ୱାଧୀନତା ଦିବସ ଅବସରରେ ନୂଆଗଡ ଗ୍ରାମ ପଂଚାୟତ ବାଲଡିଆ ତରଫରୁ ପଂଚାୟତ କର୍ଯ୍ୟାଳୟରେ ତ୍ରିରଙ୍ଗା ଜାତୀୟ ପତାକା ଉତ୍ତାଳନ ସହିତ ସ୍ୱତନ୍ତ୍ର ଗ୍ରାମ ସଭା କରାଯାଇଥିଲା, ପ୍ରଥମେ ପଂଚାୟତ ପରିସରରେ ସରପଞ୍ଚଙ୍କ ନେତୃତ୍ୱରେ ଜାତୀୟ ସଂଗୀତ ଜନ ମନ ଗଣ ଗାନ କରାଯାଇ ପତାକା ଉତ୍ତାଳନ କରାଯାଇଥିଲା, ପରେ ଗ୍ରାମ ସଭା ଆୟୋଜନ କରାଯାଇଥିଲା ଏହି ସଭାରେ ଅତିଥି ଗଣ ହେଲେ ନୂଆଗଡ ଗ୍ରାମ ପଂଚାୟତ ନୂଆଗଡ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ରାଉତ, ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର ର ଅଧକ୍ଷ ଶ୍ରୀଯୁକ୍ତ ରବି ନାରାୟଣ ସାହୁ, କୁଜଙ୍ଗ ବ୍ଲକ BDO ଶ୍ରୀଯୁକ୍ତ ଦିପକ ପ୍ରସାଦ ସ୍ୱାଇଁ, ନୂଆଗଡ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ ଜେନା, ନେୟ ସତପଞ୍ଚ ଶୁଭେନ୍ଦୁ କୁମାର ମୁଦୁଲି, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ର ଚାରି ନମ୍ବର ଜୋନ ର ବିଜେପି ସଭାପତି ଶ୍ରୀଯୁକ୍ତ ଗଗନ ବିହାରୀ ରାଉତ, ପ୍ରଭାକର ଚୌଧୁରୀ ସହିତ ନୂଆଗଡ ପଂଚାୟତ ର MBK, CRP, ଅଙ୍ଗନବାଡି, ଆଶା, ସମାଜସେବୀକା, ବୁଦ୍ଧିଜୀବୀ ଓ ଯୁବ ବନ୍ଧୁ ସହିତ ବହୁ ମାନ୍ୟ ମାନ୍ୟ ବେକ୍ତି ଗଣ ସ୍ୱତନ୍ତ ଗ୍ରାମ ସଭା ଓଣାଅସି ତମ ସ୍ୱାଧୀନତା ଦିବସ ରେ ଯୋଗ ଦେଇଥିଲେ,