Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଯାଜପୁର, 17/08/2025, ବିକ୍ରମ ଓଡ଼ିଶା ନିୟୁଜ: ସମାଜ ସେବୀ ମହେଶ୍ବର ଙ୍କ ବୃକ୍ଷ୍ୟ ରୋପଣ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଅଛି

ଯାଜପୁର ଜିଲ୍ଲା 17/ 08/2025ବିକ୍ରମ ଓଡ଼ିଶାନ୍ୟୁଜ୍ ଚଣ୍ଡିଖୋଲ ଛକ ଠାରୁ 500ରୁ ଉର୍ଦ୍ଧ ମଟର ସାଇକେଲ ରାଲି ଯୋଗେ ବଡ଼ଚଣା ଥାନା ଦେଇ ଅରଖ ପୁର ପଞ୍ଚାୟତ ଠାରେ ପହଞ୍ଚି ରଘୁ ନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ସମାଜ ସେବୀ ମହେଶ୍ବର ପରିଡ଼ା ଓ ସାଥୀ ବୃନ୍ଦ ବୃକ୍ଷ ରୋପଣ ପରେ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପଦ୍ଵୀପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଏହି ସଭାରେ ପ୍ରଦୀପ କୁମାର ଧଳ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ମହେଶ୍ବର ପରିଡ଼ା ସମ୍ମାନିତ ଅତିଥି ରବିନ୍ଦ୍ର ପାଇଟଲ୍, ବିଜୟ କୁମାର ସାହୁ, ପୁର୍ବତନ ପ୍ରଶାସନ ଅଧିକାରୀ ମହେଶ୍ବର ପାଣିଗ୍ରାହୀ, ସତ୍ୟ ନାରାୟନ ନନ୍ଦ, ବିଧାନ ସାମନ୍ତରାୟ, ଖଗେଶ୍ବର ସାହୁ, ଅଭିଜିତ ସ୍ବାଇଁ, ଓ ବହୁ ଯୁବ କାର୍ଯ୍ୟ କର୍ତ୍ତା ମାନ୍ୟଗଣ ବ୍ୟକ୍ତି ଏବଂ ଗ୍ରାମ ର ମୁରବି ସଦସ୍ୟ ଉପସ୍ଥିତ ଥିଲେପରିସ୍ଥିତିକି ବିକାଶ ପାଇଁ ବୃକ୍ଷ ଗଛ ରୋପଣ ଏକ ଅତ୍ୟନ୍ତ ଆବଶ୍ୟକ ପଦକ୍ଷେପ ଆମେ ଯଦି ଆଜି ପୃଥିବୀକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ଚାହୁଁଛୁ, ତେବେ ଆମ ପାଇଁ ଏହିପରି ଅଭିଯାନରେ ସକ୍ରିୟ ଭାଗିଦାର ହେବା ଆବଶ୍ୟକ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆମ ଉଦ୍ୟୋଗ ପ୍ରାଙ୍ଗଣକୁ ଶୋଭା ବଢ଼ାଇବା ସହିତ ସ୍ୱାସ୍ଥ୍ୟ ପରିବେଶ ଭଲ ରରିବ ପରି ଶେଷରେ ଚାଷୀ, ଶିକ୍ଷକ, ଯୁବ ସମାଜ ସେବୀ, ମହିଳା ସମାଜ ସେବୀ, ମାନଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇ ଥିଲା ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ