Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କାକଟପୁର ବିଭିନ୍ନ ଅନୁଷ୍ଠାନ ରେ 79 ତମ ସ୍ୱାଧୀନତା ଦିବସରେ ଉଡିଲା ତ୍ରିରଙ୍ଗା 2

କାକଟପୁର, 17/08/2025, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁର ବିଭିନ୍ନ ଅନୁଷ୍ଠାନ ରେ 79 ତମ ସ୍ୱାଧୀନତା ଦିବସରେ ଉଡିଲା ତ୍ରିରଙ୍ଗା
Article Image
କାକଟପୁର 17/8 ( ତୁଷାର ଦୀକ୍ଷିତ ) କାକଟପୁର ରେ ବିଭିନ୍ନ ଦରକାରୀ ଓ ବେସରକାରୀ ଅନୁଷ୍ଠାନ ରେ 79 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି, ବର୍ଷା କୁ ଭୃକ୍ଷେପ ନ କରି ଛୋଟ ଛୋଟ ପିଲା ମାନେ ପ୍ରଭାତ ଫେରି କରି ଦେଶାତ୍ମକ ବୋଧ ଗୀତ ବୋଲି ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ରେ ଭାଗ ନେଇଥିଲେ, କାକଟପୁର ରେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ସହିତ ବ୍ଲକ, ଥାନା, ଡାକ୍ତରଖାନା, ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ,ପେଟ୍ରୋଲ ପମ୍ପ, ଡ୍ରାଇଭର ସଙ୍ଘ, ଅଟୋ ଆସୋଏସନ,ସେବକ ସମିତି, କାକଟପୁର ପ୍ରେସ କ୍ଳବ, ତହସିଲ ଅଫିସ ରେ ପତାକା ଉତ୍ତୋଳନ ହୋଇଥିଲା କାକଟପୁର ବ୍ଲକ ରେ ପତାକା ଉତ୍ତୋଳନହୋଇଥିବା ବେଳେ କାକଟପୁର ଥାନା ରେ ଆଇ ଆଇ ସି ବସନ୍ତ କୁମାର ସାହୂ ତହସିଲ ଅଫିସ ରେ ତହସିଲଦାର ତଥା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଅଙ୍କିତା ଅନନ୍ଦିତା ପତାକା ଉତ୍ତୋଳନ କରିଥିଲେ ,ପେଟ୍ରୋଲ ପମ୍ପ ମାଲିକ ମାନେ ନିଜ ନିଜ ସଂସ୍ଥା ରେ ମଧ୍ୟ ପତାକା ଉତ୍ତୋଳନ କରିଥିଲେ, ଭାଷଣ ମାଧ୍ୟମରେ ଦେଶ ପାଇଁ ବଳିଦାନ ଦେଇଥିବା ଦିବଂଗତ ମହାନ ଜନ ନାୟକ ଙ୍କ ସ୍ମୁତି ଚାରଣ କରି କୁନି କୁନି ପିଲା ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ , ବିଭିନ୍ନ ଅନୁଷ୍ଠାନ ପକ୍ଷ୍ୟରୁ ଭିର୍ନ୍ନ ଭିର୍ନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପିଲା ମାନଙ୍କୁ ଅନୁଷ୍ଠାନ ପକ୍ଷ୍ୟରୁ ଅତିଥି ମାନେ ମାନ ପତ୍ର ଦେଇ ପିଲାମାନଙ୍କ ଉତତ୍ସାହିତ କରିବା ପରେ କୁନି କୁନି ପିଲାମାନେ ନିଜ ନିଜ ଘରକୁ ଫେରିଥିଲେ