Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଯାଜପୁର, 18/08/2025, ବିକ୍ରମ ଓଡ଼ିଶା ନିୟୁଜ: ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଅରଖ ପୁର ଠାରେ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ୪୬ ତମ ପ୍ରତିଷ୍ଠା ଦିବସ ର ସଭାପତିତ୍ବ କରିଥିଲେ ଅଧ୍ୟାପକ ପ୍ରବିତ୍ର ମୋହନ ମହାଲା ପ୍ରତିଷ୍ଠା ଦିବସ ର ମୂଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା, ଯୁବ ବ୍ୟାପାର ,ସାହିତ୍ୟ ଓ ସଂସ୍କୃତି, ମନ୍ତ୍ରୀ ଶ୍ରୀସୂର୍ଯ୍ୟବଂଶୀ ସୁରଜ,, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି , ଅଧ୍ୟାପକ ନାରାୟଣ ମୁଦୁଲି , ପ୍ରମୁଖ ଯୋଗ ଦେଇ ଥିଲେ, ଅଧ୍ୟାପକ ଦୀପକ କୁମାର ମିଶ୍ର ବୀବରଣୀ ପାଠ କରିଥିଲେ ଅଧ୍ୟାପିକଓ ଅଧ୍ୟାପିକା କାର୍ଯ୍ୟ ସମ୍ପାଦନା କରିଥିଲେ ପରିଶେଷରେ ଅବସର ପ୍ରାପ୍ତ ପ୍ରଫେସର ଓ ଅଧ୍ୟାପକ, ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ଥିଲା, ଏହି ମହାବିଦ୍ୟାଳୟ କୁ କିଭଳି ଉନ୍ନତ କରାଯାଇ ପାରିବ ଏ ନେଇ ଉଚ୍ଚ ଶିକ୍ଷ୍ୟା ମନ୍ତ୍ରୀ କଣ କହୁଛନ୍ତି ଶୁଣନ୍ତୁଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ