Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 17/09/2025, ବିକ୍ରମ ଓଡ଼ିଶା ନିୟୁଜ: ( ମୁଦୁପୁର ପଞ୍ଚାୟତ ପକ୍ଷରୁ ଏକ ପେଡ ମା କେ ନାମ ଅଭିଯାନ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ )ଜଗତସିଂହପୁର
ତା =17/9/25ଜଗତସିଂହପୁର ପଞ୍ଚାୟତ ସମିତି ଅନ୍ତର୍ଗତ ମୁଦୁପୁର ଗ୍ରାମ ପଞ୍ଚାୟତ ତରଫରୁ ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର 75ବର୍ଷ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ପେଡ ମା କେ ନାମ ଅଭିଯାନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିକାଶ ଦାସ, ନ୍ୟାୟବସରପଞ୍ଚ ବନଲାତା ପରିଡା,ଏମ ବି କେ ଭୁବନେଶ୍ୱରୀ ବେହେରା, ସି ଆଇ ପି ଗୀତାଞ୍ଜଳି ପଣ୍ଡା, ପୂଜା ରଥ, ଅଙ୍ଗନବାଡି କର୍ମୀ ପ୍ରତିଭା ମଞ୍ଜରୀ ବାରିକ, କଲ୍ୟାଣୀ ନନ୍ଦ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ ସିଦ୍ଧଳ ସ୍ଥିତ ଗିଲେଇ ଗୋଡି ଦଣ୍ଡା, ଛେଳିଆଗଡ଼ ଦଣ୍ଡା ଆଦିରେ ବ୍ୟାପକ ବୃକ୍ଷ ରୋପଣ କରି ଜନ୍ମଦାତ୍ରୀ ମା ପ୍ରତି ସଂମ୍ମାନ ପଦର୍ଶନ କରିବା ସହିତ ଧରିତ୍ରୀ ମା ର ସୁରକ୍ଷା ପାଇଁ ଗଛ ଲଗାଇଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ