Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜଙ୍କିଆରେ ବୃକ୍ଷ ରୋପଣ ଅଭିଯାନ, 1

ଖୋର୍ଦ୍ଧା , 18/09/2025, ବିକ୍ରମ ଓଡ଼ିଶା ନିୟୁଜ: ଜଙ୍କିଆରେ ବୃକ୍ଷ ରୋପଣ ଅଭିଯାନ,
Article Image
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧିକାରୀ ତଥା ସୁଶାନ୍ତ କୁମାର ବେହେରାଙ୍କ ନେତୃତରେ ଏକ ଟିମ ସିକୋ ଫାଣ୍ଡି ଅଧିକାରୀ ପ୍ରସନ କୁମାର ଜେନା ଜଂକିଆ ଥାନା ଏବଂ ଫାଣ୍ଡି ଙ୍କ ସହମତରେ ଏକ ଟିମ ଗଠନ କରାଯାଇଛି ଆଜି 17,ସେପ୍ଟେମ୍ବର 2025,ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କର ଜନ୍ମଦିନ ଅବସରରେ,ରାଜ୍ୟ ବ୍ୟାପି 75,ଲକ୍ଷ୍ୟ ଚାରା ରୋପଣ ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବାବେଳେ,ଜଙ୍କିଆ ଅଂଚଳରେ ବିଭିର୍ନ ସ୍କୁଲ,କଲେଜ, ମେଡିକାଲ, ଥାନା, ବ୍ଲକ,ତଥା- ଦାଶରଥି ହାଇସ୍କୁଲ ଓଳସିଂହ, ସିକୋ ହାଇ ସ୍କୁଲ, ଜଙ୍କିଆ ହାଇସ୍କୁଲ, ଜଙ୍କିଆ ଥାନା ପରିସର ମାନଙ୍କରେ ନିଆରା ଢଙ୍ଗରେ ଭାରତ ମାତାର ସ୍ଲୋଗାନ ଦେଇ କୁନି କୁନି ପିଲାମାନଙ୍କ ସହ,ମିଳିମିଶି ମା ପାଇଁ ଗଛଟିଏ ଲଗାଇବା ସହ ସଚେତନତା କରାଇ ଥିଲେ, l ଏହି କାର୍ଯ୍ୟ କ୍ରମରେ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା, Asi ଭଗବାନ ନାୟକ,କନେଷ୍ଟ ବଳ ବାସୁଦେବ ମଲ୍ଲିକ, ସମାଜସେବୀ ସଂସାରୀ ବରିଷଲ, କାହ୍ନl ପ୍ରଧାନ,ଓ ଶିକ୍ଷକ ରାଜୀବ ସାମଲ, ଯୁଗଳ କିଶୋର ପ୍ରଧାନ, ଶିକ୍ଷୟତ୍ରୀ ପ୍ରଶାଦିନୀ ପ୍ରଧାନ, ଶୁଭସ୍ମିତା ରାଉତରାୟ, ରମା ନାୟକ , ଝରଣା ମଙ୍ଗରାଜ, ସବିତା ମଲ୍ଲିକ,ବିଜୟଲଷ୍ମୀ ପଟନାୟକ, ମଧୁସ୍ମିତା ତ୍ରିପାଠୀ, ପ୍ରମୁଖ ଅନ୍ୟମାନେ ଉପସ୍ଥିତ ରହି 500ରୁ ଅଧିକ ଗଛ ଲଗେଇ ଛନ୍ତି ଏହି କାର୍ଯ୍ୟକ୍ରମ ସମାପନ କରାଇଥିଲେ, lଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
Article Image