Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପ୍ରଧାନମନ୍ତ୍ରୀ ଙ୍କ ୭୫ତମ ଜନ୍ମଦିନ ରେ ବୃକ୍ଷ ରୋପଣ ସହିତ ସମୁହେ ଦିପ ଦାନ 1

ଜଗତସିଂହପୁର , 18/09/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରଧାନମନ୍ତ୍ରୀ ଙ୍କ ୭୫ତମ ଜନ୍ମଦିନ ରେ ବୃକ୍ଷ ରୋପଣ ସହିତ ସମୁହେ ଦିପ ଦାନ
Article Image
ସାରା ଦେସ ରେ ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଙ୍କ ପାଇଁ 75ତମ ଜନ୍ମଦିନ ପାଳନ ଅବସରରେ 75ହଜାର ସଂଖ୍ୟାରେମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କରି ବୃକ୍ଷ ରୋପଣ କରୁଥିବା ବେଳେ ସେହିଭଳି ଜଗତସିଂହପୁରଜିଲ୍ଲା ବିଜେପି ପକ୍ଷରୁ ଜଗତସିଂହପୁର ର ପୁର୍ବତନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଏବଂ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ବରେ ଅନେକ ଜୁବ ଗୋଷ୍ଠୀ ଦଳୀୟ କର୍ମୀ ଓ ଅନେକ ବରିଷ୍ଠ ନେତା ବୁଦ୍ଧିଜୀବୀ ମାନେ ଏବଂ ଶତାଧିକ ମହିଳା ଯୋଗ ଦେଇ ବିଭିନ୍ନ ଦଣ୍ଡା ମସାଣୀ ଗୋଚର ଓ ଦେବ ସ୍ଥାନ ଓ ରାସ୍ତା କଡରେ । ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦୀଙ୍କ ୭୫ ତମ ଜନ୍ମ ଦିନ ଉପଲକ୍ଷେ ମା ପାଇ ଗଛଟିଏ କାର୍ଯ୍ୟକ୍ରମ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଭିନ୍ନ ଫଳଗଛ ଓ ଅନେକ ଦାମି ଗଛ ବୃଖ୍ୟ ରୋପଣ କରାଯାଇଛି ଏବଂ ସନ୍ଧ୍ୟା ସମୟରେ ବିଧାୟକ ଙ୍କ ଡାକରାରେ ଶତାଧିକ କର୍ମୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ସମସ୍ତେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଙ୍କ ୭୫ ତମ ଜନ୍ମଦିନ ପାଳନ ଅବସରରେ ଗୋପାଳ ସାଗର ମାରକଣ୍ଡେସ୍ବର ମନ୍ଦିର ପ୍ରାଙ୍ଗଣରେ ୭୫ ଟି ଦିପଦାନ କରାଯାଇଛି ସମସ୍ତଙ୍କ ମୁହଁରେ ଗୋଟିଏ କଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଙ୍କ ଦିର୍ଘାଉ କାମନା କରିବା ସହିତ ତାଙ୍କ ଜିବନ ସୁଖମୟ ହେଉ ବୋଲି ମାର୍କଣ୍ଡେଶ୍ୱର ଙ୍କ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ଏଭଳି ସମୟରେ ବକ୍ତା ମାନେ ଏକତ୍ରିତ ହୋଇ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଙ୍କ ଦ୍ଵାରା କରାଯାଇଥିବା ଲୋକଙ୍କ ଜନହିତକର ଯୋଜନା ଉପରେ ଆଲୋକପାତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ପୌରାଞ୍ଚଳ ର ବିଧାୟକ ଙ୍କ ପ୍ରତନିଧି ସୁଶାନ୍ତ କୁମାର ସ୍ବାଇଁ ଜିଲ୍ଲା ଉପ ସଭାପତି ସୌଭାଗ୍ୟ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ଦାସ, ବରିଷ୍ଠ ବିଜେପି ନେତା ଶ୍ରିକାନ୍ତ ଚୌଧୁରୀ ନଗର ମଣ୍ଡଳ ପୁର୍ବତନ ସଭାପତି ଅଖେୟ ପାତ୍ର, କାଉନସିଲର ଦେବାଶିଷ ସ୍ବାଇଁ ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଲଖ୍ମି କାନ୍ତ ସ୍ବାଇଁ, ପୁର୍ବତନ ସମିତି ସଭ୍ୟ ସରସ୍ବତୀ ଭୋଇ ସରପଞ୍ଚ ଭ୍ରମରବର ସ୍ବାଇଁ ସଂଯୋଜକ ସମିର ସାହାଣୀ ଦେବୀ ପାତ୍ର ,ସମିର ପଟ୍ଟନାୟକ, ଏବଂ ଯୁବନେତା କୁଷ୍ଠଚନ୍ଦ୍ର ସେଠି, ପ୍ରମୁଖ ଯୋଗ ଦେବା ସହିତ ଶତାଧିକ ବିଜେପି କର୍ମକର୍ତ୍ତା ମାନଙ୍କ ଉପସ୍ତିତୀ ରେ ସମୂହ ଦିପ ଦାନ କରିବା ସହିତ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଙ୍କ ୭୫ତମ ଜନ୍ମଦିନ ପାଳନ କରି ସମୁହେ ମୋଦିଜୀଙ୍କ ଦିର୍ଘାଉ କାମନା କରିଥିଲେ
Article Image