Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ପ୍ରତିବାଦ 1

ରଘୁନାଥପୁର, 20/09/2025, ବିକ୍ରମ ଓଡ଼ିଶା ନିୟୁଜ: ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ପ୍ରତିବାଦରଘୁନାଥପୁର,୧୯/୯/୨୦୨୫ (ବିକ୍ରମଓଡିଶା ନିୟୁଜ)
Article Image
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନ,ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସିଲେ ୧୯ଗୋଟି Jplf, Ec, B.l.f ରେ କାର୍ଯ୍ୟରତ ମହିଳାମାନେ, ଆଜି ବ୍ଲକ ସମ୍ମୁଖରେ ଏକାଠି ହେଲେ ମିଶନଶକ୍ତିର ମହିଳା। ପଞ୍ଚାୟତ ମହାସଂଘ ଓ ବ୍ଲକ ମହାସଂଘ, EC କର୍ମୀଙ୍କ ପୂର୍ଣ୍ଣଗଠନ ପ୍ରକ୍ରିୟା ହାଇକୋର୍ଟରେ ବିଚାରଧୀନ ଅଛି, ମୁଖ୍ୟ ଦାବି ହେଲା ଯେଉଁଠି CLFର ପରିବର୍ତନ କରାଯାଇଛି ତାହାକୁ ବାତିଲ କରାଯାଉ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବା ସହ ଦେହରେ ପେଟ୍ରୋଲ ଢାଳି ବ୍ଲକ ସମ୍ମୁଖରେ ପୋଡି ହୋଇ ମରିବାକୁ ଚେତାବନୀ ଦେଲେ କାଯ୍ୟରତ ମିଶନଶକ୍ତିର ମହିଳାମାନେ, ଘଣ୍ଟା ଘଣ୍ଟା ଧରି ଖରାରେ ପ୍ରତିବାଦ କରିବା ସହ ନାରାବାଜି କରିଥିଲେ, ବିଡ଼ିଓ ଅଫିସରେ ନଥିବା ଓ ଏହି ସମୟରେ ହଟାତ ଡେରିରେ ଅଫିସକୁ ଆସିବାରୁ ବିଡ଼ିଓଙ୍କୁ ଘେରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।
Article Image