Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କୁଜଙ୍ଗ , 24/09/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନୁଷ୍ଠିତ।
REPOTER - *OMM DASକୁଜଙ୍ଗ । 24.09.2025
Avo.ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୁଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଜାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଅଧିକାରିଣୀ ଡ଼.ଚେତନା ପୁରୋହିତ,ମେଡ଼ିସିନ ବିଭାଗ ଡ଼.ଆଶୁତୋଷ ଦାସ,ଶିଶୁ ରୋଗ ବିଶେଷଜ୍ଞ ଡ଼.ବିଶ୍ୱଜିତ୍ ମହାକୁଡ଼.ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ବେଶେଷଜ୍ଞ ଡ଼.ସନ୍ଦୀପ ମିଶ୍ର,ଡ଼.ସତ୍ୟଜିତ ପ୍ରଧାନ,ବିପିଏମ୍ ମନୋଜ୍ କୁମାର ନାୟକ,ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସନ୍ଧ୍ୟାବତୀ ସାହୁ,ଡ଼.ଦେବାଶିଷ ସାହୁ,ସୁପର ଭାଇଯର୍,ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ମାନେ ଏହି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଜାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।