Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଗାଁ ଦିବସ ଅଭିଯାନ 3

ଯାଜପୁର, 31/10/2025, ବିକ୍ରମ ଓଡ଼ିଶା ନିୟୁଜ: ଗାଁ ଦିବସ ଅଭିଯାନଯାଜପୁର ,୩୧/୧୦/୨୦୨୫ବିକ୍ରମ ଓଡ଼ିଶା ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ)ସୁକିନ୍ଦା,ବ୍ଳକ୍ କଳା ସଂସ୍କୃତି ଆନୁକୁଲ୍ୟରେ ଏକ କାର୍ଯ୍ୟକ୍ରମ ଓଳିଆ ପଞ୍ଚାୟତର ଅଭୟପୁର ଗାଁ ରୁ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କୁ ନେଇ ପଦଯାତ୍ରା ମାଧ୍ୟମରେ ଓଳିଆ ଗାଁ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଆମ ସୁକିନ୍ଦା ଅଞ୍ଚଳର ବିଶିଷ୍ଟ ସଂକୀର୍ତ୍ତନ ଗାୟକ ଓ ବୁଦ୍ଧିଜୀବି ଶ୍ରୀଯୁକ୍ତ ଗୋବର୍ଦ୍ଧନ ପ୍ରଧାନ, ଜିଲ୍ଲା ସଂଯୋଜକ ନୀଳମଣି ବେହେରା ତରଣୀସେନ ରାଉତ ବ୍ଲକ ସଂଯୋଜକ ପ୍ରସନ୍ନ ବେହେରା ଗଣେଶ୍ୱର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।
Article Image