Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତ୍ତୋଲ, 31/10/2025, ବିକ୍ରମ ଓଡ଼ିଶା ନିୟୁଜ: ପାଣି ଟାଙ୍କି ନିର୍ମାଣ ଲାଗି ଆସିଥିବାକଂକ୍ରିଟ ମିକ୍ଚର ଟ୍ରକ ନାଳକୁ ଖସିଲା
ଡ୍ରାଇଭର ଗୁରୁତରତିର୍ତ୍ତୋଲ- ୩୧/୧୦-(ରିପୋର୍ଟ-ସୁଷମା)- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ RWSS ସମାଗୋଳ ଯନ୍ତ୍ରୀ ଅଫିସି ଅଧୀନ ବଣିତ ପଂଚାୟତ ର ବଣିତ ଗ୍ରାମରେ ନିର୍ମାଣ ଧୀନ ଓଭର ହେଡ଼

ପାଣି ଟାଣି ପାଇଁ ଗତ କାଲି ବିଳମ୍ବିତ ରାତ୍ରିରେ L&T କମ୍ପାନୀ ତାର ଠିକା ଦାର ଦ୍ୱାରା କାମ କରୁଥିବା ବେଳେକଟକ ତ୍ରିସୁଳିଆରୁ କଂକ୍ରିଟ ମିକ୍ଚରଟ୍ରକ ଆସିଥିବା ବେଳେ ବଣିତ ବଳଦିଆ ଗୋଠ (ପାଣିଟାଙ୍କି ନିର୍ମାଣ ସ୍ଥଳ )କୁ ଯାଉ ଯାଉ ଗ୍ରାମ୍ୟ ଢ଼ଳେଇ ରାସ୍ତା ଟି ଦବି ଯିବାରୁ ଟ୍ରକ ଟି ପାଖକାଡା କେନାଲ ଭିତରକୁ ଖସି ପଡିଛି, ଲୋକେ କହିବା କଥା ଟ୍ରକଡ୍ରାଇର ଗରୁତର ଥିବାରୁ ରାତାରାତି L&T କମ୍ପାନୀ ତାକୁ ଉଠେଇ ନେଇ ଅଜଣା ସ୍ଥାନରେ ଚିକିତ୍ସିତ କରୁଛି lଗତକାଲି ସନ୍ଧ୍ୟା ରେ ଲଘୁ ଚାପ ଜନିତ ପ୍ରବଳ ବର୍ଷା ହୋଇ ଥିବା ବେଳେ L&T ଠିକାଦାର ତରବିରିଆ ହୋଇ ରାତି ଅଧିଆ ଟାଙ୍କି କାମ କରିବାକୁ ମସୁଦ୍ଧା କରିଟ୍ରକ ଓଲଟି ପଡିବାରୁ ଯୋଜନା ଫସରି ଯାଇଛି lଶୁକ୍ରବାର ଦିନ ସକାଳୁ ଲୋକେ ଆସିବା ପରେ ଦୃଘଟଣା କଥାପ୍ରଘଟ ହୋଇ ଥିଲା l L&T କମ୍ପାନୀତରଫରୁ ଜେସିବି ଆଣି ଆଜି ପୂର୍ବାହ୍ନ ରେ ବହୁ ଚେଷ୍ଟା କରି ମିକ୍ଚର ଟ୍ରକ ଉଠେଇ ଘଟଣା କୁଚାପିଦେବାର ଵେବସ୍ଥା କରାଯାଇ ଥିଲା, ହେଲେ ଟ୍ରକ ଟିକୁ ଉଠେଇ ବା ସହଜ ନହେବାରୁ ଛାଡି ପଳାଇଛି lଗତ ବର୍ଷ କୃଷି କ୍ଷେତକୁ ଯିବା ନିମିତ୍ତ ପାଞ୍ଚ ଲକ୍ଷ୍ୟ ଟଙ୍କାରେ କୁଜଙ୍ଗ ବ୍ଲକ ତରଫରୁ ପଞ୍ଚାୟତ ଏହି ରାସ୍ତା ନିର୍ମାଣ କରିଥିଲା ଯାହାକୁ L&T କମ୍ପାନୀ ଗାଡି ପଶି ରାସ୍ତା ଦବି ଯାଇଛି ଏସମ୍ପର୍କ ରେ L&T ଚିଫି କୁ ଯୋଗାଯୋଗ କରିବାରୁ ସେ କହିଲେ ଜେ ଆମେ ଫିଲିଡି ସର୍ଭେ ପରେ ଯାହା କହିବୁ, ତେବେ ଠିକାଦାର ସକାଳୁ ଏହାଦେଖି ଚମ୍ପଟମାରିଛି l ଗ୍ରାମବାସୀ ମାନେ ଏଥିନିମନ୍ତେ ଖୁବ୍ଧ ହୋଇ ଛନ୍ତି l