Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ରେ ଗଣଦୈ।ଡ। 10

ଖୋର୍ଦ୍ଧା , 31/10/2025, ବିକ୍ରମ ଓଡ଼ିଶା ନିୟୁଜ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ରେ ଗଣଦୈ।ଡ।ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଆଜି ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ ।ପ୍ରତିବର୍ଷ ଆଜିର ଦିନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି।ସର୍ଦ୍ଦାର ବଲ୍ଲଭ ଭାଇ ପଟେଇଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପଡିଥିବାରୁ ରାଷ୍ଟ୍ରୀୟ ଏକତା ଦିବସକୁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ଥାନାରେ ଗଣଦୋଡ ଅନୁଷ୍ଠିତ ହୋଇଛି।ନିରାକାରପୁର ଓ ଟାଗିଂ ଥାନା ପକ୍ଷରୁ ଗଣଦୈ।ଡ ଆୟୋଜିତ ହୋଇଥିଲା ।ନିରାକାରପୁର ଥାନାଠାରୁ ନିରାକାରପୁର ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଗଣଦୈ।ଡ ହୋଇଥିବା ବେଳେ ଟାଗିଂ ରେ ଥାନା ଠାରୁ ବଳରାମ ଦେବ ମନ୍ଦିର ପର୍ଯ୍ୟନ୍ତ ଗଣଦୈ।ଡ ଅନୁଷ୍ଠିତ ହୋଇଥିଲା।ଗଣଦୈ।ଡରେ ପୋଲିସ, ଛାତ୍ରଛାତ୍ରୀ,ସାମ୍ବାଦିକ, ଶିକ୍ଷାବିତ, ସାଧାରଣ ଲୋକେ ଯୋଗଦାନ କରିଥିଲେ।
Article Image
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
Article Image