Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଗଙ୍ଗଦା ବଜାରରେ ଗଣଦୌଡ ଅନୁଷ୍ଠିତ। 4

ନାଉଗାଁ, 31/10/2025, ବିକ୍ରମ ଓଡ଼ିଶା ନିୟୁଜ: ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଗଙ୍ଗଦା ବଜାରରେ ଗଣଦୌଡ ଅନୁଷ୍ଠିତ।
Article Image
ନାଉଗାଁ ୩୧/୧୦/ବିକ୍ରମ ଓଡିଶା ନିୟଜୁ,ନାଉଗାଁ, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ସୂତ୍ରଧର,ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଆଧୁନିକ ଭାରତର ନିର୍ମାତା ଭାରତ ରତ୍ନ,ଲୈହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସାରା ଭାରତ ବର୍ଷରେ ଆଜି ରାଷ୍ରିୟ ଏକତା ଦିବସ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକ ୨ନମ୍ବର ଜୋନର ଗଙ୍ଗଦା ସ୍ଥିତ ମଉଳା ଭଣଜା ମହାବିଦ୍ୟାଳୟ ନିକଟରୁ, ବନ୍ଧମୁଣ୍ଡା ଜମୁନାଷ୍ଟାନ ପଯ୍ୟନ୍ତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟକାରେଣୀ ସଦସ୍ୟ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବିଶ୍ବାଳ ଙ୍କ ନେତୃତ୍ୱରେ ଏକତା ଦିବସ ପାଇଁ ଏକ ଗଣ ଦୈ।ଡ଼ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନିଗମାନନ୍ଦ ପରୀଡା,ମନୋଜ ସ୍ବାଇଁ, ଧରଣୀଧର ଦଳେଇ, ଭିକାରୀ ସ୍ବାଇଁ, ବିଷ୍ଣୁ ବେହେରା, ପର୍ଶୁରାମ ଜେନା, ଭିମ ସେନ୍ ବିଶ୍ବାଳ, ଅକ୍ଷୟ କୁମାର ବିଶ୍ଵାଳ,ବାପି ବିଶ୍ବାଳ ଓ ରତ୍ନାକର ତରାଇ ସମେତ ସତାଧିକ ଭାରତୀୟ ଜନତା ପାର୍ଟିର କର୍ମୀ ସାମିଲ ହୋଇଥିବା ଦେଖାଯାଇଛି।