Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାଧା ସେବା ସଂଗଠନ ର ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ l 2

ତିର୍ତ୍ତୋଲ, 31/10/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାଧାସେବା ସଂଗଠନ ର ୬ଷ୍ଠ ବାର୍ଷିକ
Article Image
ଉତ୍ସବ ପାଳିତ lତିର୍ତୋଲ ୩୧/୧୦ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାଧା ସେବା ସଙ୍ଘଠନ ତାର ୬ଷ୍ଠ ତମ ବାର୍ଷିକ ଉତ୍ସବ ଗରାମ ପଂଚାୟତ ର ଗାଲେଶ୍ୱରମହାଦେବ ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି, ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡ଼. ପ୍ରଶାନ୍ତ କୁମାର ଦାସ, ମୁଖ୍ୟ ଵକ୍ତା ଭାବେ ସାହିତ୍ୟିକଗୋଲେଖ ବିହାରୀ ପଲେଇ, ସାମ୍ନାନିତ ଅତିଥିଭାବେ ଜ୍ୟୋତ୍ରିବିଦି ଡ଼. ଅରୁଣ କୁମାର ପାଣି, ପଣ୍ଡିତ,ଗାୟକ,ପ୍ରବୋଧ କୁମାର ରଥ ଡ଼. ବସନ୍ତ ମଞ୍ଜରୀ ଦାସ, ଯୋଗ ଦେଇ ଶ୍ରୀରାଧା ଓ ଶ୍ରୀକୃଷ୍ଣ ଙ୍କ ସମାଜ କୁ ଅବଦାନ ଉପରେ ଆଲୋଚନା କରିଥିଲେ l ଗରାମଗ୍ରାମର ଏହି ଛ ବର୍ଷ ର ଅନୁଷ୍ଠାନଆଜି ସାରା ରାଜ୍ୟରେ ସେବା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ପାରିଛି, ବୋଲି ଅତିଥି ମାନେଭୁୟସୀ ପ୍ରଶଂସା କରିଥିଲେ.l ଆଖ ପାଖଜିଲ୍ଲାର ବିଭିର୍ଣ୍ଣ ସେବା ସଙ୍ଘଠନ ନିମନ୍ତ୍ରିତସଦସ୍ୟକୁ ଶ୍ରୀରାଧା ସେବା ସଙ୍ଘଠନ ସମ୍ବର୍ଦ୍ଧିତ କରିଥିଲେ lଏହି ସଭାରେ ଆଖ ପାଖ ଅଞ୍ଚଳ ରବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ lRiport:ଶ୍ରୀବତ୍ସ ପାଢ଼ୀ