Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ 1

ଜଗତସିଂହପୁର , 31/10/2025, ବିକ୍ରମ ଓଡ଼ିଶା ନିୟୁଜ: ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତଜଗତସିଂହପୁର,
Article Image
ତା ୩୧/୧୦/୨୫ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ପ୍ରାଥମିକ କୃଷି ସମବାୟ ସମିତି ମାନକଂର ସମୀକ୍ଷା ଓ କମ୍ପୁଟରୀକରଣ ସମ୍ପର୍କୀୟ ସଚେତନତା କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କର୍ମଶାଳା ରେ ଜଗତସିଂହପୁର
Article Image
ଉପନିବନ୍ଧକ ସମବାୟ ସମିତି ପ୍ରଭାତ ଚନ୍ଦ୍ର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |ମୁଖ୍ୟ ଅତିଥିଭାବେ
Article Image
ସମବାୟ ସମିତି ସହକାରୀ ନବନ୍ଧକ ରଶ୍ମିପ୍ରଭା ଦାସ | ପି ଆର ଓ IFFCO ପ୍ରସନ୍ନ କୁମାର ବେଉରା ଏବଂ ବୈଜ୍ଞାନିକ କୁଳମଣି ମାଝି IFFCO, nano ୟୁରିଆ ଓ ଜୈବିକ ସାରର ବ୍ୟବହାର ଉପରେ ନିଜର ମତବ୍ୟକ୍ତ କରିଥିଲେ | ଶେଷରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂର୍ଯ୍ୟ କାନ୍ତ ଦାସ, ଧନ୍ୟବାଦ ଅର୍ପଣ କରିଥିଲେ ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ