Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପୋଖରୀ ଗାଁ ଦାଣ୍ଡ ରାସ୍ତା ର ବିକଳ ଚିତ୍ର ପ୍ରତିକାର ପାଇଁ ଯୁବ ସମାଜ ସେବୀ ଆଦେଶ ବସ୍ତିଆଙ୍କ ଦାବୀ | 4

ଜଗତସିଂହପୁର , 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ପୋଖରୀ ଗାଁ ଦାଣ୍ଡ ରାସ୍ତା ର ବିକଳ ଚିତ୍ରପ୍ରତିକାର ପାଇଁ ଯୁବ ସମାଜ ସେବୀ ଆଦେଶ ବସ୍ତିଆଙ୍କ ଦାବୀ |
Article Image
~~~~~~~~~~~~~~~~ଜଗତସିଂହପୁ /ନିଆଳି 17/6/2025(ସରୋଜ ନାୟକଙ୍କ ରିପୋର୍ଟ )ନିଆଳି ବ୍ଲକ ପୋଖରୀଗାଁ ଗ୍ରାମପଞ୍ଚାୟତ ର ପୋଖରୀଗାଁ ଗାଁ ଦାଣ୍ଡ ରାସ୍ତାଟି ମରାମତି ଅଭାବରୁଯାତାୟାତ ପାଇଁ ଅନୁପଯୁକ୍ତ ହୋଇ ପଡିଛି!|ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି |ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ |ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଯୁବ ସଂଗଠକ ଆଦେଶ ବସ୍ତିଆ ଦାବୀ କରିଛନ୍ତି |