Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନାଉଗାଁ ବ୍ଲକ୍ ଛକ ନିକଟରେ ଖୋଲିଲା ମିନା ବଜାର ଉଦଘାଟନ କଲେ ଉତ୍କଳ ସୁପୁତ୍ର ଚାରିଟେବୁଲ ଟ୍ରଷ୍ଟ ତ୍ରିନାଥ ପରିଜା 1

ନାଉଗାଁ, 21/11/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ବ୍ଲକ୍ ଛକ ନିକଟରେ ଖୋଲିଲା ମିନା ବଜାର ଉଦଘାଟନ କଲେ ଉତ୍କଳ ସୁପୁତ୍ର ଚାରିଟେବୁଲ ଟ୍ରଷ୍ଟ ତ୍ରିନାଥ ପରିଜା
Article Image
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକ୍ ଛକ ନିକଟରେ ସସ୍ତା ଓ ସୁନ୍ଦର ସୁନ୍ଦର ଅଫର୍ ସହିତ ପ୍ରତ୍ୟେକ ଜିନିଷ ମିଳୁଛି ସାଧାରଣ ତ ମହିଳା ଓ କୁନି କୁନି ପିଲା ଙ୍କ ପାଇଁ ଅନେକ ଘରକରଣା ସାମଗ୍ରୀ ମଧ୍ୟ ବେସ ଗ୍ରାମରେ କମଦାମରେ କଣିବା ସହିତ ବର୍ତମାନ ଶିତ ଦିନରେ ପାଟିର ସ୍ବାଦ ଅନୁସାରେ ବିଭିନ୍ନ ପ୍ରକାରର ମନପସନ୍ଦର ଖାଦ୍ୟ ସହିତ ଜଳଖିଆ ଖାଇବା ପାଇଁ ମିଳୁଛି ଗ୍ରାମାଞ୍ଚଳ ର ଲୋକଙ୍କ ପାଖରେ ଏହି ମିନା ବଜାର କୁ ପହଞ୍ଚାଇବା ପାଇଁ ଉତ୍କଳ ସୁପୁତ୍ର ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଜନସାଧାରଣ ଙ୍କ ଉଦେଶ୍ୟ ରେ ଆୟୋଜିତ ମାଁ ମଙ୍ଗଳା ମିନା ବଜାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ନାଉଗାଁ ବ୍ଲକ୍ ର ଯୁବ ସମାଜସେବୀ ଶ୍ରୀ ତ୍ରିନାଥ ପରିଜା ପରିଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଙ୍କ ଉପସ୍ଥିତି ରେ ମାଁ ମଙ୍ଗଳା ମିନା ବଜାର ର ଶୁଭ ଉଦ୍ଘାଟନ କରିଥିଲେଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ
Article Image