Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅସହାୟ ଙ୍କୁ କମ୍ବଳ ବଣ୍ଟନ । 1

ଜଗତସିଂହପୁର, 23/11/2025, ବିକ୍ରମ ଓଡ଼ିଶା ନିୟୁଜ: ଅସହାୟ ଙ୍କୁ କମ୍ବଳ ବଣ୍ଟନ ।ଜଗତସିଂହପୁର
Article Image
ତା=23/11/25ଜଗତସିଂହପୁରରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଶୀତ ମାଡ଼ି ଆସିବାରୁ ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ସହରର ଖୋଲା ଆକାଶ ତଳେ ଜୀବନ ବିତାଉ ଥିବା ଗରିବ ଅସହାୟ ଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ସେବା କାର୍ଯ୍ୟ କ୍ରମକୁ ଆଗେଇ ନେଇଥିଲେ ସଂଗଠନ ସଭାପତି ଜଗନ୍ନାଥ ବେହେରା,ବିଜେଦ୍ର ଦାସ, ସରୋଜ ସ୍ବାଇଁ, ସୀମା ଭୋଇ, ଦୀପ୍ତି ରଞ୍ଜନ ବିଶ୍ଵାଳ, ସନ୍ତୋଷ କରଣ ପ୍ରମୁଖ। ଆଗାମୀ ଦିନରେ ଅସହାୟ ରୋଗାକ୍ରାନ୍ତ ଭିନ୍ନକ୍ଷମଙ୍କୁ ସହ ଯୋଗର ହାତ ବଢାଯିବ ବୋଲି କହିଛନ୍ତି ସଂଗଠନ ସଭାପତି ଶ୍ରୀବେହେରା ।
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
Article Image