Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ତିର୍ତ୍ତୋଲ ବ୍ଲକ ଠିକାଦାର ମହାସଂଘ ର ସାଧାରଣ ସଭା 1

ତିର୍ତ୍ତୋଲ, 24/11/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ବ୍ଲକ ଠିକାଦାର ମହାସଂଘ ର ସାଧାରଣ ସଭା
Article Image
ତିର୍ତ୍ତୋଲ-୨୪/୧୧-(ରିପୋର୍ଟ-ସୁଷମା)-ତିର୍ତ୍ତୋଲ ସାରଣୀ ବଜାରରେ ଥିବା ଏକ ମଣ୍ଡପରେ ତିର୍ତ୍ତୋଲ ବ୍ଲକ ଠିକାଦାର ମହାସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ସଙ୍ଘ ର ଉପଦେଷ୍ଟା ଅରବିନ୍ଦ ହୋତା,ଆଲୋକ ଦାସ, ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ସମସ୍ତ ଠିକାଦାର ଙ୍କ ମତାମତ କୁ ନେଇ ଟେଣ୍ଡର ଗୁତିକ ଧାର୍ଯ୍ୟ ରେଟ(0.00%)ରେ ପକାଇବାକୁ ପ୍ରସ୍ତାବ ପାରିତ ହୋଇଥିଲା। ନୂତନ କର୍ମକତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ସଭାପତି ରାଜେଶ ସାହାଣୀ, ସମ୍ପାଦକ ଦେବକାନ୍ତ ମଲ୍ଲିକ,କୋଷଦକ୍ଷ ସୁବ୍ରତ ଦାଶ, ଉପ-ସଭାପତି-ଅରୁଣ ମହାପାତ୍ର, ଯଶୋବନ୍ତ ରାଉତ,ଅକ୍ଷୟ ସ୍ବାଇଁ, ମାନସ ମହାନ୍ତି,ନିରଞ୍ଜନ ଦାସ ଅମୁଲ୍ୟ ସ୍ବାଇଁ,ଅଶୋକ ସାହୁ, ଗଗନ ଖଣ୍ଡୁଅଳ,ପ୍ରଦ୍ୟୁମ୍ନ ଦାସ, ଅଭିନ ସାମନ୍ତରାୟ, ନିର୍ବାଚିତ ହୋଇଥିଲେ।ସତ୍ୟବ୍ରତ ପରିଜା ଧନ୍ୟବାଦ ଦେଇଥିଲେ।