Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ନିଟ୍ ପରୀକ୍ଷାରେ ଆସୁତୋଷ ସଫଳ
ନାଉଗାଁ ୧୮/୦୬/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଶ ପ୍ରଜ୍ଞାୟତ ଓଡପଏଙ୍ଗା ଗ୍ରାମର ପ୍ରକାଶ ଦାଶ,ମା ପ୍ରିୟଦର୍ଶିନୀ ଦାଶ ଙ୍କ ପୁଅ ଆସୁତୋଷ ଦାଶ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ୫୮୨ନମ୍ବର ରଖ AIR ୩୦୧୪ରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରି ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସେ ଆଗାମି ଦିନରେ ଜଣେ ଭଲ ଡାକ୍ତର ହୋଇ ଅଜ୍ଞଳ ବାସୀଙ୍କ ସେବା କରିବେ ବୋଲି ସୁଚନା ବେଦା ସହିତ ତାଙ୍କର ଏହି କୃତକାର୍ଯ୍ୟ ପାଇଁ ତାଙ୍କ ବାପା,ମା ଙ୍କର ପ୍ରଚେଷ୍ଟା ବୋଲି ସୁଚନା ଦେଇଛନ୍ତି। ଆଶୁତୋଷ ଙ୍କର ଏହି ସଫଳତା ହାସଲ କରିବାପରେ ପରିବାର ତଥା ଅଜ୍ଞଳରେ ଖୁସିର ଲହଡ଼ି ଖୋଳି ଯାଇଛି।ଏହି ସଫଳତା ପାଇବା ପରେ ଆସୁତୋଷ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଥିବା ଦେଖାଯାଇଛି।