Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

(ସଂସଦ ଖେଳ ମହୋତ୍ସବ ଉଦଘାଟିତ ) 2

ଜଗତସିଂହପୁର, 29/11/2025, ବିକ୍ରମ ଓଡ଼ିଶା ନିୟୁଜ: (ସଂସଦ ଖେଳ ମହୋତ୍ସବ ଉଦଘାଟିତ )ଜଗତସିଂହପୁର
Article Image
ତା =29/11/25ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିଷର ରେ ସଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି |ଏହି ଉପଲକ୍ଷେ ଆୟୋଜିତ ସଂସଦ ଖେଳ ମହୋତ୍ସବ ଉଛବ ରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟଅତିଥିଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ମୁଖ୍ୟବକ୍ତା ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ | ସଂମ୍ମାନିତଅତିଥିଭାବେ ଜ଼ିଲ୍ଲାପାଳ ଜେ ସୋନାଲ, ଏସ ପି ଅଙ୍କିତ କୁମାର ବର୍ମା, ବିଜେପି ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର, ସତ୍ୟବ୍ରତ ମହାପାତ୍ର | ଜ଼ିଲ୍ଲା କ୍ରୀଡା ସମ୍ପାଦକ ଦୋଳ ଗୋବିନ୍ଦ ଦାଶ ପ୍ରମୁଖ ଯୋଗଦେଇ ସଂସଦ କ୍ରୀଡା ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଶତାଧିକ କ୍ରୀଡ଼ାବିତ ଖୋ ଖୋ, କବାଡି, ହ୍ୟାଣ୍ଡବଲ, ଫୁଟବଲ, ଭଲିବଲ ଆଦି କ୍ରୀଡା ରେ ଅଂଶ ଗ୍ରହଣ କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ବ୍ଲକ କ୍ରୀଡା ସମ୍ପାଦକ ରଞ୍ଜନ କୁମାର ଭୋଇ ପରିଚାଳନା କରିଥିଲେ |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
Article Image
Article Image
Article Image