ପାରାଦ୍ୱୀପ , 09/07/2026, ବିକ୍ରମ ଓଡ଼ିଶା ନିୟୁଜ: ବାଲଡିଆ ଗ୍ରାମ ର ପ୍ରସନ୍ ବେଉରା ଏ ଡବ୍ଲୁ ଏଲ୍ ଏଗ୍ରି ବିଜନେସ ଲିମିଟେଡ କୁ ଡ୍ୟୁଟି ଆସି ଥିବାବେଳେ ତାଙ୍କର ମୂର୍ତ ଦେହ କମ୍ପାନୀ ଭିତରୁ ମିଳି ଥିଲା ଗ୍ରାମ ବାସୀ କମ୍ପାନୀ ଫାଟକ ପାଖରେ ଉତେଜନା କରିବାରୁ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଉଦ୍ୟମରେ ତାଙ୍କ ପରିବାରକୁ ୧୫ଲକ୍ଷ କ୍ଷତି ପୂରଣ ଓ ମାସିକ ୭ହଜାର ଓ ତାଙ୍କ ପତ୍ନୀ ଙ୍କୁ ଚାକିରି ପ୍ରତିଶ୍ରୁତି ପରେ ସବ କୁ ପରିବାର ଲୋକ ଙ୍କ ହସ୍ତାନ୍ତର କରାଯାଇଥିଲା