Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଆସନ୍ତା ୨୬ ତାରିଖ ସକଳ ସୁଦ୍ଧା ଲଘୁଚାପଟି ବାତ୍ୟାରେ ପରିଣତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ। 1

ଜଗତସିଂହପୁର, 25/10/2026, ବିକ୍ରମ ଓଡ଼ିଶା ନିୟୁଜ: ଆସନ୍ତା ୨୬ ତାରିଖ ସକଳ ସୁଦ୍ଧା ଲଘୁଚାପଟି ବାତ୍ୟାରେ ପରିଣତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଏବଂ ବାଲେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୭ ତାରିଖରୁ ପ୍ରବଳ ବର୍ଷା ଆଶଙ୍କା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି।
Article Image