Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଜେପି କର୍ମୀ ଙ୍କ ନାବାଳିକା ଝିଅ କୁ ଅପହରଣ କଲା ବିଜେଡି ଟୋକା ବାଲିକୁଦା ପୋଲିସ ଚିଙ୍ଗୁଡ଼ି ଖାଇ ବିଜେଡି ପଲଙ୍କ ରେ ଘୁଙ୍ଗୁଡ଼ି ମାରୁଛି ବିଜେପି ଆଖି ଥାଇ ଅନ୍ଧ 1

ଜଗତସିଂହପୁର , 20/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଜେପି କର୍ମୀ ଙ୍କ ନାବାଳିକା ଝିଅ କୁ ଅପହରଣ କଲା ବିଜେଡି ଟୋକା ବାଲିକୁଦା ପୋଲିସ ଚିଙ୍ଗୁଡ଼ି ଖାଇ ବିଜେଡି ପଲଙ୍କ ରେ ଘୁଙ୍ଗୁଡ଼ି ମାରୁଛି ବିଜେପି ଆଖି ଥାଇ ଅନ୍ଧ
Article Image
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଜଣେ ପୁରୁଣା ବିଜେପି କର୍ମୀ ଙ୍କ ନାବାଳିକା ଝିଅ ଆଜକୁ ଦିର୍ଘ 24 ଦିନରୁ ଉର୍ଦ୍ଧ ହେବ ସେହି ଗ୍ରାମର ଜଣେ ବିଜେଡି କର୍ମୀ ଙ୍କ ପୁଅ ଅପହରଣ କରି ଫେରାର ହୋଇଥିବା ବେଳେ ବର୍ତମାନ ଜାହାକୁ ନେଇ କିଛି ବିଜେଡି ସମର୍ଥକ ଉକ୍ତ ଅପହରଣ କାରୀ କୁ ସପୋର୍ଟ କରିବାକୁ ବାଲିକୁଦା ଥାନା କୁ କବଜାରେ ରଖିଥିବା ସାଧାରଣ ରେ ବଡ଼ ଚର୍ଚ୍ଚା ଜୋର ଧରିଛି ଅନ୍ୟପଟେ ବିଜେପି କର୍ମୀ ଙ୍କ ସହିତ କୌଣଷି ବିଜେପି କର୍ମକର୍ତ୍ତା ମାନଙ୍କ ସହଯୋଗ ନାହିଁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବିଜେପି ସରକାର ଅଛି ହେଲେ ବାଲିକୁଦା ଥାନା ବାବୁ ଏବେବି ବିଜେଡି ହାତରେ ବନ୍ଧା ପଡିଛନ୍ତି । ସେଥିପାଇଁ ବିଜେପି କର୍ମୀ ଙ୍କ ନାବାଳିକା ଝିଅ ଅପହରଣ ମାମଲାରେ ପୋଲିସ କରଛଡା ଦେଉଛି ଅନ୍ୟପଟେ ପୋଲିସ ବାବୁ ଅପହରଣ ହୋଇଥିବା ଝିଅ ର ବାପା କୁ ଝିଅ କୁ ଉଦ୍ଧାର କରିବାକୁ ନେଇ ୬୦ ୦୦୦ ହଜାର ଦାବି କରୁଛନ୍ତି ବୋଲି ଝିଅ ର ବାପା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ହେଲେ ଥାନା ବାବୁ ସଫା ସଫା ଖଣ୍ଡନ କରିଛନ୍ତି ତେବେ ଏଠି କିଏ ସତ୍ କହୁଛି। ଅନ୍ୟପଟେ ଥାନା ପରିସରରେ ଏକ ହଜାର ଟଙ୍କା ଗାଡ଼ିରେ ତେଲ ପକାଇବାକୁ ଝିଅ ର ବାପା ଦେଇଥିବା କହି ଟଙ୍କା ଫେରାଇବାକୁ ଚେଷ୍ଟା କରୁଥିବା ଘଟଣା ସାମ୍ନା କୁ ଆସିଛି।ଓ ବାଲିକୁଦା ଏରସମା ବିଧାୟକ ବିଜେଡି ହୋଇଥିବା ବେଳେ ଏଠି ପ୍ରଶ୍ନ ଉଠେ ଥାନା ବାବୁ ବିଜେଡି କୁ ସପୋର୍ଟ କରିବାକୁ ଜାଇ ବିଜେପି କର୍ମୀ ମାନଙ୍କୁ ଅଣଦେଖା କରୁନାହାନ୍ତି ତ କାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଅନ୍ୟପଟେ ବିଜେପି କର୍ମୀ ଙ୍କ ନାବାଳିକା ଝିଅ କୁ ଅପହରଣ କରିଥିବା ବ୍ୟକ୍ତି ଝିଅ କୁ ମାରିଦେଇଛି କି ଜୀବିତ ରଖିଛି ପରିବାର ସନ୍ଧେହ କରି ବାରମ୍ବାର ବାଲିକୁଦା ଥାନା ବାବୁ ଙ୍କ ଠାରୁ ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣଷି କାର୍ଯ୍ୟାନୁଷ୍ଠାନ ନାହିଁ। ଏବଂ ଝିଅକୁ ଲୁଚାଇ ରଖିଥିବା ଓ ସମ୍ପୃକ୍ତ ଥିବା ଖବର ପାଇଁ ବାଲିକୁଦା ଥାନା ବାବୁଙ୍କୁ ଜଣାଇବା ପରେ ମଧ୍ୟ ପୋଲିସ କୌଣଷି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଝିଅ ର ବାପା ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଅନ୍ୟପଟେ ଝିଅ କେରଳ ରେ ଅଛି ବୋଲି ପୋଲିସ କହୁଥିବା ବେଳେ ଝିଅ ଜଗତସିଂହପୁର ଜିଲ୍ଲା ରେ ଏଠି ସେଠି ଲୁଚକି ବୁଲୁଛନ୍ତି ଜାହାର ପ୍ରମାଣ ସୁରାଗ ପୋଲିସ ପାଖରେ ନାହିଁ ଅନ୍ୟପଟେ ଝିଅ ର ବାପା ପୁରୁଣା ଗଡ଼ ଏକ କୋଠରୀ ରେ ଝିଅ ଥିବା ଖବର ପାଇଁ ବାଲିକୁଦା ପୋଲିସ କୁ ଖବର ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ହେଲେ ବନ୍ଦ କୋଠରୀ କୁ ନ ଖୋଲି ଫେରି ଆସିବା ଓ ଝିଅ ର ଡ୍ରେସ୍ କୁ ଘଟଣା ସ୍ଥଳରେ ପରିବାର ଚିହ୍ନଟ କଲା ପରେ ବି ପୋଲିସ ସହଯୋଗ ନ କରିବା ଘଟଣା ପୋଲିସ ର ଅପହରଣ କାରୀ ଙ୍କ ସହିତ ସମ୍ପୃକ୍ତି କୁ ନେଇ ସନ୍ଦେହ ଘନିଭୂତ ହେଉଛି। ଅନ୍ୟପଟେ ନୁଆ ଗଡ଼ ଅଞ୍ଚଳର ର ଜଣେ ବିଜେଡି ନେତା ଝିଅ ର ବାପା କୁ ସମାଧାନ କରିବାକୁ ପରାମର୍ଶ ଦେବା ଓ ଚାପ ପକାଇବା ଓ ବାଲିକୁଦା ଥାନା ଅଞ୍ଚଳର ଅନ୍ୟଜଣେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଓ ବାଲିକୁଦା ଥାନା ଅଧକାରୀ ଙ୍କ ନିକଟରେ ଅପହରଣ କାରୀ ଙ୍କ ଦାଦା ଚିକୁନ ନାମକ ଚୋରା ମଦ ବ୍ୟବସାୟୀ ଝିଅ ଅପହରଣ ରେ ସମ୍ପୃକ୍ତି ଥିବା ଓ ପୋଲିସ କୁ ତିନି ଦିନ ରେ ଧରେଇ ଦେବାକୁ କହି ଦିର୍ଘଦିନ ହେଲା ମିଛ ଡ୍ରାମା ଓ ଜଣେ ସାମ୍ବାଦିକଙ୍କୁ ସହଯୋଗ କରିବାକୁ କହି କରଛଡା ଦେବା। ଜାହା ବାଲିକୁଦା ଥାନା ବାବୁ ଙ୍କ କାର୍ଯ୍ୟ ଶୈଳୀ ତଦନ୍ତ ପ୍ରକ୍ରିୟା ଉପରେ ତର୍ଜମା କଲେ ପୋଲିସ ବାବୁ ଙ୍କ କୋଉଠି ନା କୋଉଠି ପୋଲିସ ବର୍ତମାନ ବିଜେଡି ଚାପ୍ ରେ ରହୁଛି ଯେଉଥି ପାଇଁ ସାଧାରଣେ ସନ୍ଦେହ ଘନିଭୂତ ହେଉଛି। ଅନ୍ୟପଟେ ବିଜେପି କର୍ମୀ ଙ୍କ ନାବାଳିକା ଝିଅ କୁ ଧରି ଅପହରଣ କାରୀ ଖୁଲମଖୁଲା ପୋଲିସ କୁ ଚ୍ୟାଲେଞ୍ଚ ଓ ଚକମା ଦେଉଛି ହେଲେ ବାଲିକୁଦା ଥାନା ବାବୁ ଚିଙ୍ଗୁଡି ଖାଇ ବିଜେଡି ପଲଙ୍କ ଉପରେ ଘୁଙ୍ଗୁଡ଼ି ମାରୁଛନ୍ତି। ଏଠି ପ୍ରଶ୍ନ ଉଠେ ଯେତେବେଳେ ଜଣେ ବିଜେଡି କର୍ମୀ ଙ୍କ ପୁଅ ଅପହରଣ କାରୀ ଙ୍କ ପାଇଁ ଏକତ୍ରିତ ହୋଇ ବିଜେଡି କର୍ମୀ ଓ ନେତା ସପୋର୍ଟ କରୁଥିବା ବେଳେ ଅନ୍ୟପଟେ ବିଜେପି କର୍ମୀ ଙ୍କ ନାବାଳିକା ଝିଅ ଆଜକୁ ପ୍ରାୟ ୨୪ ଦିନ ରୁ ଉର୍ଦ୍ଧ ଅପହରଣ ହେଲାଣି ।ଓ ଝିଅ ର ବାପା ପୋଲିସ ଠାରୁ ଆରମ୍ଭକରି ଜିଲ୍ଲା ଏସପି ଓ ବିଜେପି ଦଳ ନେତାଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣଷି କାର୍ଯ୍ୟାନୁଷ୍ଠାନ ନାହିଁ ଏଥିରୁ ଜଣାପଡ଼ୁଛି । ଜଗତସିଂହପୁର ଜିଲ୍ଲା ରେ ବିଜେପି ଗୋଟେ ପଟେ ଫାଳ ଫାଳ ହୋଇଥିବା ବେଳେ ଅନ୍ୟପଟେ ବିଜେଡି କର୍ମୀ ମାନଙ୍କ ଉପରେ ଟାର୍ଗେଟ କରୁଛନ୍ତି କି ନା ବାଲିକୁଦା ଅଞ୍ଚଳରେ ବିଜେଡି କୁ ବିଜେପି କର୍ମକର୍ତ୍ତା ଓ ନେତା ଭୟ କରୁଛନ୍ତି ଜାହା ଉକ୍ତ ଅଞ୍ଚଳର ଜଣେ ବିଜେପି କର୍ମୀ ଙ୍କ ନାବାଳିକା ଝିଅର ଅପହରଣ କାରୀ ପୋଲିସ କୁ ଚକମା ଦେଉଥିବା ବେଳେ ବିଜେପି ନେତା ମାନେ ଚୁପ୍ କାହିଁକି ତେବେ ଦେଖିବାର ଅଛି ଏନିଉଜ ପ୍ରସାରଣ ପରେ ବିଜେପି ସମର୍ଥକ ଓ ନେତା ଙ୍କ ନଜର କେବେ ପଡୁଛି ଓ ଅପହରଣ ହୋଇଥିବା ନା ବାଳିକା ର ପରିବାର ନ୍ୟାୟ କେବେ ପାଉଛି ଏବଂ ଅପହରଣ କାରୀ କେବେ ଗିରଫ ହେଉଛି ।ଓ କେବେ ବିଜେପି ତାର ଦଳକୁ ଏକତ୍ରିତ କରି ପ୍ରତିବାଦ କରୁଛି।ତାହା ଦେଖିବାକୁ ବାକି ରହିଲାଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ
Article Image
Article Image