Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଇଏସେହି ଡକ୍ଟର ଧୃତିଧର ଦାସ ଅନାଲୋଚିତ ଅନନ୍ୟ ପ୍ରତଭା ସାମାଜିକ. ଧାର୍ମିକ ଜାଗରଣ ର ଅନ୍ୟତମ ସହଜ ବାହକ | 7

ଜଗତସିଂହପୁର , 20/06/2025, ବିକ୍ରମ ଓଡ଼ିଶା ନିୟୁଜ: ଇଏସେହିଡକ୍ଟର ଧୃତିଧର ଦାସ
Article Image
ଅନାଲୋଚିତ ଅନନ୍ୟ ପ୍ରତଭାସାମାଜିକ. ଧାର୍ମିକ ଜାଗରଣ ର ଅନ୍ୟତମ ସହଜ ବାହକ |
Article Image
ଜଗତସିଂହପୁର 20/6/2025(ସରୋଜ ନାୟକ ଙ୍କ ଠାରୁ )ଡକ୍ଟର ଧୃତିଧର ଦାସ.. ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ର "ଶ୍ରୀଜଗନ୍ନାଥଙ୍କ ପଢୁଆଁ ଅଷ୍ଟମୀ ଯାତ୍ରା "କାର୍ଯ୍ୟକ୍ରମରେ ଆରମ୍ଭରୁ ସକ୍ରିୟ ଅଂଶ ଗ୍ରହଣ କରିଆସୁଛନ୍ତି |ଉପକୂଳ ପଡିଶା ବିକାଶ ପରିଷଦ ତରଫରୁ "ଜଳସଂରକ୍ଷଣ ଓ ବିଭିନ୍ନ ନଦୀରେ ଜଳଭଣ୍ଡାର ଓ ଚେକଡ୍ୟାମ ନିର୍ମାଣ ପାଇଁ ଦାବୀ କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଛନ୍ତି |, ଓଡିଶା ଅଭିଭାବକ ମହାସଙ୍ଘ ର ରାଜ୍ୟଉପାଧକ୍ଷ ଭାବରେ କାର୍ଯ୍ୟକରୁଛନ୍ତି |ବିଶର ମହାନ୍ତି ସ୍ମାରକୀ କମିଟି ର ସକ୍ରିୟ ସଭ୍ୟ ଅଛନ୍ତି |ବିସର ମହାନ୍ତି ସ୍ମୃତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଦାବୀ କରୁଥିବାରୁ."ପୁରୀ ବଡଦାଣ୍ଡ ର ଭକ୍ତ ସାଲବେଗ ପୀଠରେ |ଜଗନ୍ନାଥ ସେନା ର ପ୍ରିୟଦର୍ଶନ ପଟ୍ଟନାୟକ. ଓଡିଶା ମଠ. ମନ୍ଦିର. ଧର୍ମ ସଂସ୍କୃତିର ସଭାପତି ବଦ୍ରି ମିଶ୍ର ଙ୍କ ଦ୍ୱାରା ସମ୍ମାନିତ କରାଯଇଛି |ପଣାସଂକ୍ରାନ୍ତିକୁ ଓଡ଼ିଆ ନୂଆବର୍ଷ ରୂପେ ପାଳନକରିବା ପାଇଁ. ବଡଦାଣ୍ଡରେ ନିବେଦନ ଓ ଦାବୀ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଛନ୍ତି |ବଡଦାଣ୍ଡରୁ ଆମିଷ ନିଷେଧ କରିବା ପାଇଁ ବଡଦାଣ୍ଡରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଛନ୍ତି |ଜଗତସିଂହପୁର ଜିଲ୍ଲା ଚରଣ ଗୋଷ୍ଟି ର ସେ ମୁଖ୍ୟ ଅଛନ୍ତି |ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଅଛନ୍ତି |, ଜଣେ ସୁବକ୍ତା ଓ ପ୍ରବଚକ ଭାବରେ ସେ ନିଜର ପରିଚୟ ସୃଷ୍ଟି କରିପାରି ଛନ୍ତି |ଅନର୍ଗଳ ଇଂରାଜୀ କହିବାର ଦକ୍ଷତା ଅଛି |ସେ ଇଂରାଜୀ. ଓଡ଼ିଆ. ସଂସ୍କୃତ ଭାଷାରେ ସମୃଦ୍ଧ ଜ୍ଞାନର ଅଧିକାରୀ |ବିଭିନ୍ନ ଅନୁଷ୍ଠାନ ରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟକରିଛନ୍ତି |ନିଶ୍ଚିତ ଭାବରେ ସେ ଜଣେ ରାଜ୍ୟ ସ୍ତରୀୟ ପ୍ରତିଭା |ସାଧାରଣ ନେତୃତ୍ୱ ର ସୁଯୋଗ ମିଳିଲେ ଏ ଭଳି ପ୍ରତି ଭା ର ଉପଯୁକ୍ତ ଉତ୍ତରଣ ହୋଇ ପାରିବ |ଦେଶ. ଜାତି ଓ ମାଟି ଉପକୃତ ହୋଇପାରିବ |