Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଶୁଖିଲା ପଡିଛି. ଆଳିପିଙ୍ଗଳ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ପୋଖରୀ ଭିତିଭୂମି ଉନ୍ନତ କରିବାକୁ ଦାବୀ 3

ଜଗତସିଂହପୁର , 21/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜିଲ୍ଲା ମସ୍ଚ୍ୟ ବିଭାଗ ବାଟବଣା.ଶୁଖିଲା ପଡିଛି. ଆଳିପିଙ୍ଗଳ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ପୋଖରୀ ଭିତିଭୂମି ଉନ୍ନତ କରିବାକୁ ଦାବୀ |~~~~~~~~~~~~~~~
Article Image
ଜଗତସିଂହପୁର 21/6/2025(ସରୋଜ ନାୟକ ଙ୍କ ରିପୋର୍ଟ )ଜଗତସିଂହପୁର ସଦର ମହକୁମା ସଂଲଗ୍ନ ଆଳିପିଙ୍ଗଳ ପଂଚାୟତ ର ଆଳିପିଙ୍ଗଳ ଠାରେ ସରକାରଙ୍କର ଏକ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ଅଛି,|ଏହାର ଅବସ୍ଥିତି ଖୁବ ସୁନ୍ଦର ଜାଗାରେ ଅଛି |ହେଲେ କେନ୍ଦ୍ରଟି ସେତେଟା ଭଲ ଚାଲୁନି |ମେ ମାସ ରେ କର୍ଯ୍ୟକ୍ରମ ଆରମ୍ଭ ହେବା କଥା. ପୋଖରୀ ଗୁଡିକରେ ମାଛ ଡିମ୍ବାଣୁ ଛଡା ହେବା କଥା କିନ୍ତୁ. ଏ ପର୍ଯ୍ୟନ୍ତ ପୋଖରୀ ଗୁଡିକ ଶୁଖିଲା ପଡିଛି. ସତେ ଯେପରି ଏହାକୁ ଚଲେଇବା ପାଇଁ ପ୍ରଶାସନ ର ଇଛା ନାହିଁ |, ଦାଇତ୍ୱ ରେ ଥିବା କର୍ମଚାରୀ ଆସୁ ନାଁହାନ୍ତି |ଏହାର ଭିତିଭୂମିକୁ ଉନ୍ନତ କରି ଉନ୍ନତ କିସମର ଜାଆଁଳ ଉତ୍ପାଦନ କରିବାକୁ ଉପକୂଳ ଓଡିଶା ବିକାଶ ପରିଷଦ ର କର୍ମକର୍ତା ଆର୍ତତ୍ରାଣ ପତି ଡକ୍ଟର ଧୃତିଧର ଦାସ. ପୂର୍ବତନ ସରପଞ୍ଚ ଧୂଳେଶ୍ୱର ମଲ୍ଲିକ ନୃସିଂହ ଚରଣ ବାରିକରମେଶ ଚନ୍ଦ୍ର ମହାନ୍ତି ପ୍ରଶାସନ ନିକଟରେ ଦାବୀ କରିଛନ୍ତି |
Article Image