Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 21/06/2025, ବିକ୍ରମ ଓଡ଼ିଶା ନିୟୁଜ: ଅଲଣାହାଟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ନାଉଗାଁ ବ୍ଳକ ସ୍ତରିୟ ୧୧ ତମ ଯୋଗ ଦିବସ ପାଳିତ।
ନାଉଗାଁ ୨୧/୦୬/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ନାଉଗାଁ ବ୍ଳକ ସ୍ତରିୟ ଯୋଗଦିବସ ପାଳିତ ହୋଇଯାଇଛି।ଏଥିରେ ନାଉଗାଁ ବ୍ଳକ ର କର୍ମଚାରୀ, ନାଉଗାଁ ଶିଶୁ ବିକାଶ କେନ୍ଦ୍ରର କର୍ମଚାରୀ, ନାଉଗାଁ ପ୍ରଣୀଧନ କାର୍ଯ୍ୟାଳୟର କର୍ମଚାରୀ ଓ ଅଲଣାହାଟ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଥିବା ଦେଖାଯାଇଛି। ଆଜୀର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଓ ନିରାମୟ ରଖିବା ସହ କାର୍ଯ୍ୟ ସମ୍ପାଦନ ପାଇଁ ଉର୍ଜା ପ୍ରଦାନ କରିଥାଏ ବୋଲି ଯୋଗଦେଇ ଥିବା ଯୋଗଗୁରୁ ସୁଚନା ଦେବା ସହିତ ତାଡାସନ,ଭୂଜଙ୍ଗାସନ,ତ୍ରିକୋଣାସନ, ଏବଂ ଭ୍ରମରୀ,କପାଳ ଭାତି,ଅନୁଲୋମ ବିଲୋମ ପରି ପ୍ରାଣାୟମ ଆଦି ଶିକ୍ଷା ପ୍ରଦାନ କରୀଥିଲେ।