Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 21/06/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତୋଲ ଟେଲିଫୋନ ଏକ୍ସଚେଞ୍ଜ ରେ ବୁଲୁଛି ଭୁତ l
ତିର୍ତୋଲ 21/6 ତିର୍ତୋଲ ଲକ ବଜ଼ାର ଅନତି ଦୂରରେ ଥିବା ଟେଲିଫୋନ ଏକ୍ସଚେଞ୍ଜ ରେ ବୁଲୁଛିଭୁତ, ଫଳରେ ଏହାକୁ କନିଷ୍ଠ ଯନ୍ତ୍ରୀ ଓ ଷ୍ଟାଫ୍ ଭୟରେ, ମିଳିଥିବା ସୂଚନା
ଅନୁଯାଇ ଏହି ପୁରାତନ ଟେଲିଫୋନ ଏକ୍ସଚେଞ୍ଜ ପାଲଟିଛି ଭୁତ କୋଠି, ଚାରିଆଡେ ଅନାବନାଜଙ୍ଗଲ ଦିନରେ ବି ଏଠାକୁ ଆସିବାକୁ ଡରୁଛନ୍ତି ଲୋକେ, ଦିନରେ ବାହାରୁ ଛନ୍ତି ଭୟଙ୍କର ସରୀସୃପ, ରାତିରେ ବୁଲୁଛି ଭୁତ,
ଜେନେରେଟର ରୁମୁ ଓ ଯନ୍ତ୍ରନ୍ସ ଅଚଳ ହୋଇ ଗଲାଣି ରକ୍ଷାଣା ବେକ୍ଷଣ ଅଭାବରୁ ସୁଉଚ ଟାୱାର ରମେଣ୍ଟେନାସ ହେଉନି, ଫଳରେ ଏହାକଳଙ୍କି ଧରିଲାଣି, ଷ୍ଟାଫ୍ କ୍ଯୁ୍ୱାଟର ଘରେ ଉଇହୁଙ୍କା, ଷ୍ଟାଫ ଭଙ୍ଗା କୁଟୀର ଓ ଏବେବହୃତ ହେନେରେଟର ରୁମୁ ରେ ଭୁତ ଭୟ ଦେଖା ଦେଉଛି, ଫଳରେ ରାତ୍ରିଯଗୁଆଳି ଛାନିଆ ହେଉଛି, ଏପଟେ ଏହାର ସୁଯୋଗ ରେ ଟେଲିଫୋନ ଏକ୍ସଚେଞ୍ଜ କ୍ୟାମ୍ପୋଷରୁ ଦିନକୁ ଦିନ ମୂଲ୍ୟ ବନ ଗଛ ସବୁ କୁଆଡେ ଉଭାନ ହୋଇ ଗଲାଣି ଦେଖିବାକୁ ବାକି ରହିଲା କେବେ ପଡିବ ସରକାର ଙ୍କର ଏହାଉପରେନଜରଶ୍ରୀବତ୍ସ ପାଢ଼ୀଙ୍କ ରିପୋଟ