Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ହସିଣା ରଜ ମହୋତ୍ସବ ର ଦ୍ୱତୀୟ ଦିବସ 3

କୁଜଙ୍ଗ , 15/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକମଙ୍ଗରାଜପୁର ପଂଚାୟତ ର ହସିଣା ଗ୍ରାମରେ ରଜ ମହୋତ୍ସବ ଆଜକୁ ବହୁ ବର୍ଷ ହେବ ବଡ଼ ଧୁମ ଧାମ ରେ ପାଳନ କରାଯାଉ https:// ଅଛି ଏହି ଉତ୍ସବ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସମାଜ ସେବି ଗ୍ରାମର ମୁରବି ଓ ଯୁବକ ପିଲା ଗ୍ରାମର ବାଳିକା ପିଲା ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଏହି ଅନୁଷ୍ଠାନ ବହୁ ବର୍ଷ ହେବ ଶାନ୍ତି ଓ ଶୃଙ୍ଖଳା ସହ ଚାଲି ଆସୁଛି ଏବର୍ଷ ର ମୁଖ୍ୟ ଆକର୍ଷଣ ମାନ୍ୟବର ସ୍ଲିପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ୱାଇଁ ରଜ ମହୋତ୍ସବ ର 2ୟ ସନ୍ଧ୍ୟା ରେ ହସିଣା ଗ୍ରାମର ବାଳିକା ମାନଙ୍କ ଦ୍ଵାରା ମନରଞ୍ଜନ କାର୍ଯ୍ୟକ୍ରମ ନାଚ ଗୀତ ପରିବେଷଣ ବେଶ ଉଚ୍ଚ କୋଟିର ଥିଲା ଓଡିଶା ର ଗଣ ପର୍ବ ରଜ କିଭଳି ଆଗକୁ ସରସ ସୁନ୍ଦର ହୋଇ ପାରିବ ସେଥିପାଇଁ ମନ୍ତ୍ରୀ ମହୋଦୟ ପ୍ରତିଶୃତି ଦେଇ ଥିଲେ, ହସିଣା, ସନ୍ତରା, ପାରସରପୁର, ମଙ୍ଗରାଜପୁର, ଉଚ୍ଚବାନନ୍ଦ ପୁର, ଓ ଆଖପାଖ ଗ୍ରାମର ବାଳିକା ମାନେ ଦୋଳି, ପୁଞ୍ଚି, କବାଡି, ଦୌଡ଼ି ଡିଆଁ, ଚିତ୍ରାଙ୍କନ, ଗୀତ ପ୍ରତିଯୋଗିତା ମାନ ଆୟୋଜିତ କରାଯାଇ ଥିଲା
Article Image