କୁଜଙ୍ଗ, 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ମହାବୀର ବଣିକ ସଙ୍ଘ ଆନୁକୂଲ୍ୟରେ ଯୋଗ ଶିବିର - କୁଜଙ୍ଗ ର ତାଳଦଣ୍ଡା ସ୍ଥିତି ମହାବୀର ବଣିକ ସଙ୍ଘ ତରଫରୁ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ୧୧ ତମ ଯୋଗ ଦିବସ ପାଳିତ ହୋଇଯାଇଛି ! ଶିକ୍ଷାବିତ ପ୍ରଭାସ ମହାପାତ୍ର ଙ୍କ ପରିଚାଳନା ରେ ବଣିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ବଲ୍ହଭ ଚରଣ ପାଣି , ସମ୍ପାଦକ ତପନ ମହାନ୍ତି , ଚନ୍ଦନ ପରିଡା ପ୍ରମୁଖ ଯୋଗଦାନ କରି ଯୋଗ ଦ୍ୱାରା କିପରି ଶରୀର ସୁସ୍ଥ ରହିବା ସହ ନିରାମୟ ଜୀବନ ଯାପନ କରି ପାରିବେ ସେ ସମ୍ପର୍କ ରେ ଆଲୋକପାତ କରିଥିଲେ ! କିପରି ପ୍ରତିଦିନ ଯୋଗ ଶିକ୍ଷା ଦିଆଯାଇ ପାରିବ ଏ ନେଇ ବ୍ୟବସ୍ଥା ଚାଲିଛି ବୋଲି ବଣିକ ସଙ୍ଘ ତରଫରୁ ପ୍ରକାଶ