Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ପରିତ୍ୟକ୍ତ ପୋଖରୀରୁ ମୃତ୍ୟୁ ଦେହ ଉଦ୍ଧାର।

ସିମୁଳିଆ | 14/06/2025 | ବିକ୍ରମ ଓଡ଼ିଶା ନିୟୁଜ

ପରିତ୍ୟକ୍ତ ପୋଖରୀରୁ ମୃତ୍ୟୁ ଦେହ ଉଦ୍ଧାର। .............................................. ସିମୁଳିଆ 14/6 ବିବରଣୀରୁ ପ୍ରକାଶ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡା ଗ୍ରାମର ବୁଦ୍ଧିରାମ ଦାଶ ଙ୍କ ପୁତ୍ର ବସନ୍ତ ଦାଶ ଗତ କାଲି ଉପର ଉଳି ବର୍ଷା ହେବା ପରେ ଘରୁ ବାହାରି ଆସିଥିଲା. ଆଉ ଘରକୁ ଫେରିନଥିଲା.ତାପରଦିନ ଅଞ୍ଚଳ ବାସି ଦେଖିଥିଲେ ଅଡା କେନାଲ ରୁ 200 ମିଟର ଦୂରରେ ଥିବ ଏକ ପଦ୍ମ ପୋଖରୀ ରେ ପାଣିକୁ ଲାଗି ପଡିଥିବାର ଦେଖିଥିଲେ. ବସନ୍ତ ଦାଶ ଗୋଡ଼ ଓ କାନର ରକ୍ତ ବାହାରି ଥିବର. ଅଞ୍ଚଳ ବାସି ସଙ୍ଗେ ସଙ୍ଗେ ଅଞ୍ଚଳ ବାସି 108 ଯୋଗେ ମୃତ୍ୟୁ ଦେହକୁ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ...

Article Image

ଗଜରାଜପୁର ମାଳିତୋଟା ଠାରେ ଦୀର୍ତିୟ ବାର୍ଷିକ ରଜ ମହୋତ୍ସବ ପାଳିତ

ନାଉଗାଁ | 14/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଗଜରାଜପୁର ମାଳିତୋଟା ଠାରେ ଦୀର୍ତିୟ ବାର୍ଷିକ ରଜ ମହୋତ୍ସବ ପାଳିତ ନାଉଗାଁ, ୧୪/୬/ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟାତସ୍ଥିତ ମାଳୀତୋଟା ଠାରେ ଦିର୍ତିୟ ବାର୍ଷିକ ରଜ ମହୋତ୍ସବ ପାଳିତ ହେଉଅଛି। ମା ଯଶୋଦେବୀ ଉନ୍ନୟନ ସମିତି ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ଉକ୍ତ ପଞ୍ଚାୟତର ଗଜରାଜପୁର, ନୂଆପାରୀ, ଭାତପଡା, ଦେବୀଦୋଳ ଆଦି ଗ୍ରାମର ଶତାଧିକ ଯୁବକ ଯୁବତୀ, ବାଳକ ବାଳିକା, ବୃଦ୍ଧ ବୃଦ୍ଧା ମାନେ ଯୋଗଦେଇ ରଜଦୋଳି, ତାସ୍, ଲୁଡୁ, କବାଡି, ଖୋକ, ପୁଞ୍ଚି ଆଦି ଖେଳରେ ସାମିଲି ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ଏହି କାର୍ଯ୍ୟକ୍ରମରେ ଆମ ସଂସ୍କୃତି ଓ ପରମ୍ପରାକୁ ଉଦଯିବିତ...

Article Image

ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଳିତ

ଜଗତସିଂହପୁର | 14/06/2025 | ବିକ୍ରମ ଓଡ଼ିଶା ନିୟୁଜ

ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଳିତ ଜଗତସିଂହପୁର ତା ୧୩.୦୬.୨୫: ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ | ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ |ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ପ୍ରମୁଖ ଯୋଗଦେଇ ଓର୍ମାସ ପକ୍ଷରୁ ଆୟୋଜିତ ପଲ୍ଲୀଶ୍ରୀ...