
କାକଟପୁର ତା ୧୪/୭ - ପୁରୀ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଡିଏସଡ଼ବ୍ଲୁଓ ତନୁପ୍ରଭା ବେଉରା ଅଙ୍ଗନବାଡ଼ି କେନ୍ଦ୍ରର କୋୖଣସି ସମସ୍ୟା ସମାଧାନ ନକରିବା , ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ଅନୁଦାନ ରାଶିର ହେରଫେର , ବିଭିନ୍ନ ଯୋଜନାର ଅନୁଦାନ ରାଶି ଖର୍ଚ୍ଚ ହୋଇନପାରି ପଡିରହିବା , ଅଙ୍ଗନବାଡି କର୍ମୀଙ୍କ ଉପରେ ଚାପ ପକାଇବା ଆଦି ଏକାଧିକ ଘଟଣାର ମିଥ୍ୟା ଆରୋପ ଲଗାଇ ସମାଜମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବେଉରାଙ୍କ ନାମରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଘଟଣାକୁ ପୁରୀ ଜିଲ୍ଲା ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଙ୍ଘ...

ବାଲଡିଆ ଗ୍ରାମ ର ପ୍ରସନ୍ ବେଉରା ଏ ଡବ୍ଲୁ ଏଲ୍ ଏଗ୍ରି ବିଜନେସ ଲିମିଟେଡ କୁ ଡ୍ୟୁଟି ଆସି ଥିବାବେଳେ ତାଙ୍କର ମୂର୍ତ ଦେହ କମ୍ପାନୀ ଭିତରୁ ମିଳି ଥିଲା ଗ୍ରାମ ବାସୀ କମ୍ପାନୀ ଫାଟକ ପାଖରେ ଉତେଜନା କରିବାରୁ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଉଦ୍ୟମରେ ତାଙ୍କ ପରିବାରକୁ ୧୫ଲକ୍ଷ କ୍ଷତି ପୂରଣ ଓ ମାସିକ ୭ହଜାର ଓ ତାଙ୍କ ପତ୍ନୀ ଙ୍କୁ ଚାକିରି ପ୍ରତିଶ୍ରୁତି ପରେ ସବ କୁ ପରିବାର ଲୋକ ଙ୍କ ହସ୍ତାନ୍ତର କରାଯାଇଥିଲା
ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ନିର୍ଦେଶ କୁ ଫୁ..... ଜଗତସିଂହପୁର ତା =23/6/26 ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ପତ୍ର ସଂଖ୍ୟା =14345/2/6/26 ଅନୁସାରେ ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପଳାଶୋଳ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ହାଇସ୍କୁଲ ର ଦୁଇ ଜଣ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକ କୁ ପ୍ରମୋସନ ହୋଇଛନ୍ତି | କ୍ରମିକ ନମ୍ବର 24 ରେ ଶିକ୍ଷୟତ୍ରୀ ଦିପ୍ତିମୟୀ ଦାଶ ଙ୍କ ର ହାଜିପୁର ନୋଡାଲ ହାଇସ୍କୁଲ କୁ ହେଡ଼ ମାଷ୍ଟର ଭାବେ ପ୍ରମୋସନ ହୋଇଛି ଏବଂ କ୍ରମିକ ନମ୍ବର =45ରେ ଶିକ୍ଷୟତ୍ରୀ ଗୋଲାପ ମଞ୍ଜରୀ ମିଶ୍ର ଙ୍କ ର ପୁନଙ୍ଗ...

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ‘ସାହିତ୍ୟାୟନ-୨୦୨୬’ ତିର୍ତ୍ତୋଲ-୨୩/୬-(ରିପୋର୍ଟ-ସୁଷମା)- ବାଙ୍ଗାଲୋର: ଓଡ଼ିଶା ବାହାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଆସୁଥିବା ବାଙ୍ଗାଲୋରର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ‘ସାହିତ୍ୟାୟନ-୨୦୨୬’ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବାଙ୍ଗାଲୋର, ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ କବି, ଲେଖକ, ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗଦେଇ ଏହାକୁ ସ୍ମରଣୀୟ କରିଥିଲେ। ସମାଜର ଅଧ୍ୟକ୍ଷ ତଥା ଇସ୍ରୋ ବୈଜ୍ଞାନିକ ଶ୍ରୀ ଶରତ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା।...

ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ୯୭ ପ୍ରତିଶତ ଡିଜିଟାଇଜେସନ୍ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି l ସୁବର୍ଣ୍ଣପୁର - ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲା ନିର୍ବାଚନ ଶାଖାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ମୋଟ ଏନୁମେରେସନ୍ ଫର୍ମ (EFs) ବଣ୍ଟନ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୯୯.୯୨ ପ୍ରତିଶତ ଏନୁମେରେସନ୍ ଫର୍ମ ବଣ୍ଟନ କରାଯାଇଛି। ସେହିପରି, ସଂଗୃହୀତ ଏନୁମେରେସନ୍ ଫର୍ମଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ...

ଶିଶୁ ଶ୍ରମ ନିରାକରଣ ଅଭିଯାନ: ସୁବର୍ଣ୍ଣପୁରରେ ୬ କିଶୋର ଶ୍ରମିକ ଉଦ୍ଧାର l ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି), ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ), ଚାଇଲ୍ଡଲାଇନ୍ ଏବଂ ପୋଲିସ ପ୍ରଶାସନର ସମନ୍ୱୟରେ ଏକ ଯୁଗ୍ମ ଚଢ଼ାଉ ଓ ଉଦ୍ଧାର ଅଭିଯାନ କରାଯାଇଥିଲା। ଏହି ଅଭିଯାନ ସମୟରେ ଜିଲ୍ଲାର ବିଭିନ୍ନ ଦୋକାନ, ହୋଟେଲ, ଗ୍ୟାରେଜ, ସୁନା ଦୋକାନ ଓ କାର୍ଯ୍ୟଶାଳାରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ମୋଟ ୬ ଜଣ କିଶୋର ଶ୍ରମିକଙ୍କୁ...

ବିଦ୍ୟୁତ ଆଘାତ ରେବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି l ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କାପାସିରା ଗ୍ରାମରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଙ୍କ ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିକିଛି । ମିଳିଥିବା ସୂଚନା ଅନୁସାରେ କାପାସିରା ଗ୍ରୀଡ଼ ବିଭାଗ ରେ କାର୍ଯ୍ୟରତ ହେମନ୍ତ ସେଠ(32) ପିତା ଦୁଃଖିଶ୍ୟାମ ସେଠ ତାଙ୍କର ନିଜ ଗ୍ରାମର ଶିବ ମନ୍ଦିର ପଛ ପଟେ ସଡ଼ଡାଉନ ନେଇ ବିଦ୍ୟୁତ ଖୁଣ୍ଟ କୁ ଚଢି ତାର ସଜାଡୁ ଥିବା ବେଳେ କୌଣସି କାରଣ ରୁ ସେହି ତାର...

ଅଲିଭା ମହାସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ l ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ଦି ହଙ୍ଗର୍ ପ୍ରୋଜେକ୍ଟ ପକ୍ଷରୁ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ସଦସ୍ୟା ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କ୍ଷେତ୍ରସହଯୋଗୀ ଧନୁର୍ଦ୍ଧର ନାଏକ ସମସ୍ତଙ୍କୁ ସ୍ବାଗତ ଜଣାଇଥିବା ବେଳେ ତାଲିମ୍ ପ୍ରଶିକ୍ଷକ ଗୁଣନିଧି ମାଝୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ସଭl କାର୍ଯ୍ୟ ପରିଚାଳନା କରିଥିଲେ। ବୈଠକରେ ମୁଖ୍ୟ ଅତିଥି...

ବୌଦ୍ଧ ରେ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀ ବଳିଦାନ ଦିବସ ପାଳିତ l ସୁବର୍ଣ୍ଣପୁର -ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ "ଅଖଣ୍ଡ ଭାରତ ଓ ରାଷ୍ଟ୍ର ନିର୍ମାଣ ର ବିଶ୍ୱକର୍ମା ଡଃ.. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ 23 ଜୁନ କୁ "ବଳିଦାନ ଦିବସ " ଭାବେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟ ବୌଦ୍ଧ ରାଜବାଟୀ ଠାରେ ଜିଲ୍ଲାର ବଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ସମିଳନୀ କକ୍ଷରେ ମହାସମାରୋହରେ ପାଳନ କରାଯାଇଥିଲା l ତାଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟlର୍ପଣ, ଧୂପ ଦୀପ ପ୍ରଦାନ କରାଯିବା...

ବୁଗୁଡ଼ାରେ "ବିକାଶ ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମ ଉଦ୍ଯାପିତ: ବିଭିନ୍ନ ଯୋଜନାର ସରକାରୀ ସହାୟତା ବଣ୍ଟନ ବୁଗୁଡ଼ା, ୨୩/୦୬(ସୋରେନ କୁମାର ପ୍ରଧାନ): ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷ ଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆଜି ଚତୁର୍ଥ ଦିନରେ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ଏହି ଶେଷ ଦିବସରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ବଣ୍ଟନ କରାଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ...

ଏରସମା ଶାଖା କାର୍ଯ୍ୟାଳୟ ଗୃହର ଭୂମିପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ===-===-=== ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବଜାର ଠାରେ ପ୍ରାୟ ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏରସମା ଶାଖା କାର୍ଯ୍ୟାଳୟର ଭୂମି ପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏରସମା ଶାଖା ପରିଚାଳକ କ୍ଷେତ୍ର ମୋହନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟ ଅତିଥି ଭାବରେ ଯୋଗଦେଇ, ଏରସମା ଶାଖା...

ଏରସମାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ===-===-=== ଏରସମା : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିକାଶର ଧାରା ଓଡିଶା ସାରା ପରିପ୍ରେକ୍ଷୀରେ ଏରସମା ବ୍ଲକ୍ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏରସମା ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ରାଜ୍ୟ ସରକାରଙ୍କ ଜାତି ଓ ଜନଜାତି ସମ୍ପର୍କିତ ବିଭିନ୍ନ ଯୋଜନା ଓ ତାର ସଫଳ ରୂପାୟନ ପରିପ୍ରେକ୍ଷୀରେ,ମାଟ୍ରିକ ପୂର୍ବ ଓ ପରବର୍ତ୍ତୀ ଛାତ୍ରବ୍ରୃତ୍ତି ଯୋଜନା, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା,ଜଙ୍ଗଲ ଜମି ଅଧିକାର...