Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ବିଦ୍ୟୁତ ଆଘାତ ରେବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି l

ସୁବର୍ଣ୍ଣପୁର | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ବିଦ୍ୟୁତ ଆଘାତ ରେବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି l ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କାପାସିରା ଗ୍ରାମରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଙ୍କ ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିକିଛି । ମିଳିଥିବା ସୂଚନା ଅନୁସାରେ କାପାସିରା ଗ୍ରୀଡ଼ ବିଭାଗ ରେ କାର୍ଯ୍ୟରତ ହେମନ୍ତ ସେଠ(32) ପିତା ଦୁଃଖିଶ୍ୟାମ ସେଠ ତାଙ୍କର ନିଜ ଗ୍ରାମର ଶିବ ମନ୍ଦିର ପଛ ପଟେ ସଡ଼ଡାଉନ ନେଇ ବିଦ୍ୟୁତ ଖୁଣ୍ଟ କୁ ଚଢି ତାର ସଜାଡୁ ଥିବା ବେଳେ କୌଣସି କାରଣ ରୁ ସେହି ତାର...

Article Image

ଅଲିଭା ମହାସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ l

ସୁବର୍ଣ୍ଣପୁର | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ଅଲିଭା ମହାସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ l ‎ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ‎ତରଭା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ଦି ହଙ୍ଗର୍ ପ୍ରୋଜେକ୍ଟ ପକ୍ଷରୁ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ସଦସ୍ୟା ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କ୍ଷେତ୍ରସହଯୋଗୀ ଧନୁର୍ଦ୍ଧର ନାଏକ ସମସ୍ତଙ୍କୁ ସ୍ବାଗତ ଜଣାଇଥିବା ବେଳେ ତାଲିମ୍ ପ୍ରଶିକ୍ଷକ ଗୁଣନିଧି ମାଝୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ସଭl କାର୍ଯ୍ୟ ପରିଚାଳନା କରିଥିଲେ। ବୈଠକରେ ମୁଖ୍ୟ ଅତିଥି...

Article Image

ବୌଦ୍ଧ ରେ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀ ବଳିଦାନ ଦିବସ ପାଳିତ l ସୁବର୍ଣ୍ଣପୁର -ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ "

ବୌଦ୍ଧ | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ବୌଦ୍ଧ ରେ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀ ବଳିଦାନ ଦିବସ ପାଳିତ l ସୁବର୍ଣ୍ଣପୁର -ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ "ଅଖଣ୍ଡ ଭାରତ ଓ ରାଷ୍ଟ୍ର ନିର୍ମାଣ ର ବିଶ୍ୱକର୍ମା ଡଃ.. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ 23 ଜୁନ କୁ "ବଳିଦାନ ଦିବସ " ଭାବେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟ ବୌଦ୍ଧ ରାଜବାଟୀ ଠାରେ ଜିଲ୍ଲାର ବଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ସମିଳନୀ କକ୍ଷରେ ମହାସମାରୋହରେ ପାଳନ କରାଯାଇଥିଲା l ତାଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟlର୍ପଣ, ଧୂପ ଦୀପ ପ୍ରଦାନ କରାଯିବା...

Article Image

ବୁଗୁଡ଼ାରେ "ବିକାଶ ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମ ଉଦ୍‌ଯାପିତ: ବିଭିନ୍ନ ଯୋଜନାର ସରକାରୀ ସହାୟତା ବଣ୍ଟନ

ବୁଗୁଡ଼ା | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ବୁଗୁଡ଼ାରେ "ବିକାଶ ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମ ଉଦ୍‌ଯାପିତ: ବିଭିନ୍ନ ଯୋଜନାର ସରକାରୀ ସହାୟତା ବଣ୍ଟନ ବୁଗୁଡ଼ା, ୨୩/୦୬(ସୋରେନ କୁମାର ପ୍ରଧାନ): ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷ ଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆଜି ଚତୁର୍ଥ ଦିନରେ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଏହି ଶେଷ ଦିବସରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ବଣ୍ଟନ କରାଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ...

Article Image

ଏରସମା ଶାଖା କାର୍ଯ୍ୟାଳୟ ଗୃହର ଭୂମିପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ

ଏରସମା | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ଏରସମା ଶାଖା କାର୍ଯ୍ୟାଳୟ ଗୃହର ଭୂମିପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ===-===-=== ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବଜାର ଠାରେ ପ୍ରାୟ ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏରସମା ଶାଖା କାର୍ଯ୍ୟାଳୟର ଭୂମି ପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏରସମା ଶାଖା ପରିଚାଳକ କ୍ଷେତ୍ର ମୋହନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟ ଅତିଥି ଭାବରେ ଯୋଗଦେଇ, ଏରସମା ଶାଖା...

Article Image

ଏରସମାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ

ଏରସମା | 23/06/2026 | ବିକ୍ରମ ଓଡ଼ିଶା ନିୟୁଜ

ଏରସମାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ===-===-=== ଏରସମା : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିକାଶର ଧାରା ଓଡିଶା ସାରା ପରିପ୍ରେକ୍ଷୀରେ ଏରସମା ବ୍ଲକ୍ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏରସମା ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ରାଜ୍ୟ ସରକାରଙ୍କ ଜାତି ଓ ଜନଜାତି ସମ୍ପର୍କିତ ବିଭିନ୍ନ ଯୋଜନା ଓ ତାର ସଫଳ ରୂପାୟନ ପରିପ୍ରେକ୍ଷୀରେ,ମାଟ୍ରିକ ପୂର୍ବ ଓ ପରବର୍ତ୍ତୀ ଛାତ୍ରବ୍ରୃତ୍ତି ଯୋଜନା, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା,ଜଙ୍ଗଲ ଜମି ଅଧିକାର...

Article Image

ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଜଗତସିଂହପୁର | 01/06/2026 | ବିକ୍ରମ ଓଡ଼ିଶା ନିୟୁଜ

ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଗତସିଂହପୁର, ଜିଲ୍ଲା ପ୍ରତିନିଧି ରମାକାନ୍ତ ଦାସଙ୍କ ରିପୋଟ : ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ପଞ୍ଚାୟତସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ସୁନାମଧନ୍ୟ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କ ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷା ଲତିକା ଷଡ଼ଙ୍ଗୀ ଅଧ୍ୟକ୍ଷତା କରି ଶ୍ରୀ ସ୍ୱାଇଁଙ୍କ କର୍ମମୟ ଜୀବନ ସମ୍ପର୍କରେ ଗୁଣଗାନ କରିଥିଲେ । ଶ୍ରୀ ସ୍ୱାଇଁ ଉକ୍ତ ବିଦ୍ୟାଳୟରେ ଇତିହାସ ଅଧ୍ୟାପକ ଭାବେ ୩୫ ବର୍ଷ ସମର୍ପିତ କରିଥିଲେ । ସଭା ପରିଚାଳନା କରି ଅଧ୍ୟାପକ ଡକ୍ଟର...

Article Image

ବିଦ୍ୟୁତ୍ କେବଲ। ଅଳ୍ପକେ ବର୍ତିଲା ଟ୍ରାନସଫର୍ମର। ଭୁଲ୍ କାହାର, ମ୍ୟୁନିସିପାଲିଟୀ ର ନା ଲୋକଙ୍କ ର, ଦୋଷୀ ହେଲା ବିଦ୍ୟୁତ୍ ବିଭାଗ। ଖୋର୍ଦ୍ଧା:

ଖୋର୍ଦ୍ଧା | 01/06/2026 | ବିକ୍ରମ ଓଡ଼ିଶା ନିୟୁଜ

ଖୋର୍ଦ୍ଧା ରୁ ବିଜୟ ବାହୁବଳେନ୍ଦ୍ର ଙ୍କ ରିପୋର୍ଟ ବିକ୍ରମ ଓଡ଼ିଶା ନୀୟୁଜ୍ ଅଗ୍ନିକାଣ୍ଡ ରେ ଜଳିଗଲା ବିଦ୍ୟୁତ୍ କେବଲ। ଅଳ୍ପକେ ବର୍ତିଲା ଟ୍ରାନସଫର୍ମର। ଭୁଲ୍ କାହାର, ମ୍ୟୁନିସିପାଲିଟୀ ର ନା ଲୋକଙ୍କ ର, ଦୋଷୀ ହେଲା ବିଦ୍ୟୁତ୍ ବିଭାଗ। ଖୋର୍ଦ୍ଧା: ଖୋର୍ଦ୍ଧା ସହର ର ଟିଏଲ୍ସି ରୋଡ ବିଡ଼ିଏ କଲୋନୀ କଲ୍ୟାଣ ମଣ୍ଡପ ରୋଡ ରେ ଥିବା ଏକ ଖୋଲା ଟ୍ରାନସଫର୍ମର ରେ ଅଗ୍ନିକାଣ୍ଡ ଘଟି କେବଲ ହୁତୁହୁତୁ ହୋଇ ଜଳିଗଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉଭୟ ଦମକଳ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ଅଗ୍ନିକାଣ୍ଡ ଙ୍କୁ ଆୟତ କରି ଏକ...

Article Image

ବି ଇ ଓ ଙ୍କୁ ସମ୍ବର୍ଦ୍ଦନା ଜଣାଇଲା ପ୍ରାଥମିକ ଶିକ୍ଷକ ସଂଘ l

ସୁବର୍ଣ୍ଣପୁର | 01/06/2026 | ବିକ୍ରମ ଓଡ଼ିଶା ନିୟୁଜ

ବି ଇ ଓ ଙ୍କୁ ସମ୍ବର୍ଦ୍ଦନା ଜଣାଇଲା ପ୍ରାଥମିକ ଶିକ୍ଷକ ସଂଘ l ସୁବର୍ଣ୍ଣପୁର -ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ବଦଳି ହୋଇଥିବାରୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ଭୁକ୍ତ )ର ସଭାପତି ରାଜକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଆଜି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଂଚି ଉତ୍ତରୀୟ ପୁଷ୍ପଗୁଛ ପ୍ରଦାନ ପୂର୍ବକ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି l ସଭାପତି ଶ୍ରୀ ପ୍ରଧାନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ଥିବା ସହଯୋଗକୁ...

Article Image

ପାରାଦ୍ଵୀପ ନଗର୍ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଘର୍ ଉପରକୁ ବୋତଲ ବୋମା ମାଡ଼କୁ ନେଇ ସାମ୍ବାଦିକ ସମ୍ମିଳନୀ l

ପାରାଦ୍ୱୀପ | 01/06/2026 | ବିକ୍ରମ ଓଡ଼ିଶା ନିୟୁଜ

ପାରାଦ୍ଵୀପ ନଗର୍ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଘର୍ ଉପରକୁ ବୋତଲ ବୋମା ମାଡ଼କୁ ନେଇ ସାମ୍ବାଦିକ ସମ୍ମିଳନୀ l ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଙ୍କ ଘର ଉପରକୁ ଗତ ତିନି ଦିନ ତଳେ ହୋଇଥିବା ବୋତଲ ବୋମା ମାଡ କୁ ନେଇ ଆଜି ପାରାଦୀପ ନଗର୍ କଂଗ୍ରେସ ଦଳ ପକ୍ଷରୁ ମଧୁବନ୍ ସ୍ଥିତ କଂଗ୍ରେସ ଅଫିସ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିଲା l ଏହି ସାମ୍ବାଦିକ ସମ୍ମିଳନୀ ରେ ପାରାଦୀପ ନିର୍ବାଚନ ମଣ୍ଡଳୀ ର ପୂର୍ବତନ କଂଗେସ ବିଧାୟକ ପ୍ରାଥି ନିରଞ୍ଜନ ବେହେରା ଯୋଗ ଦେଇ...

Article Image

ଠିକାଦାରକୁ ମୁଳୁନି ବିଲ ବାଧ୍ୟ ହୋଇ ପଞ୍ଚାୟତ କାର୍ଯାଳୟରେ ପକାଇଲେ ତାଲା |

ବହଳଦା | 01/06/2026 | ବିକ୍ରମ ଓଡ଼ିଶା ନିୟୁଜ

ଠିକାଦାରକୁ ମୁଳୁନି ବିଲ ବାଧ୍ୟ ହୋଇ ପଞ୍ଚାୟତ କାର୍ଯାଳୟରେ ପକାଇଲେ ତାଲା | ବହଳଦା, ୧/୬ : ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଜନୈକ ଠିକାଦାର ବିଲ ନମଳିବା ପ୍ରତିବାଦରେ ଆଜି ପଞ୍ଚାୟତ କାର୍ଯାଳୟରେ ତାଲା ପକାଇଛନ୍ତି। ସୂଚନା ଅନୁସାରେ ଗୟଳକୋଟା ଗ୍ରାମର ନାରାୟଣ ମହାନ୍ତି ଗତ ଦୁଇ ବର୍ଷ ତଳେ ବହଳଦା ବ୍ଲକରୁ କାର୍ଯ୍ୟାଦେଶ ପାଇ ମହୁଲଦୁମା ଗ୍ରାମରେ ଲକ୍ଷ୍ମୀପୂଜା ମଣ୍ଡପ ଗୃହ ନିର୍ମାଣ କରିଥିଲେ | ଯେଉଁ ପ୍ରକଳ୍ପର ସମସ୍ତ ଟଙ୍କା ବ୍ଲକରେ ଚୋରୀ ହୋଇଛି ବୋଲି କହିଥିବା ବେଳେ ପ୍ରକଳ୍ପ କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତିଙ୍କୁ ପ୍ରକଳ୍ପର ଟଙ୍କା...

Article Image

ହୋଟେଲ ରେ ଚାଲିଥିଲା ଦେହ ବ୍ୟବସାୟ, ମାଡ଼ିବସିଲା ପୋଲିସ l

ସୁବର୍ଣ୍ଣପୁର | 25/05/2026 | ବିକ୍ରମ ଓଡ଼ିଶା ନିୟୁଜ

ହୋଟେଲ ରେ ଚାଲିଥିଲା ଦେହ ବ୍ୟବସାୟ, ମାଡ଼ିବସିଲା ପୋଲିସ l ସୁବର୍ଣ୍ଣପୁର - ବେଧଡ଼କ ଭାବରେ ଚାଲିଥିଲା ଦେହ ବ୍ୟବସାୟ l ରାତି ଅଧରେ ମାଡ଼ିବସିଲା ପୋଲିସ l ଅସଂଯତ ଅବସ୍ଥା ରେ ଧରାପଡ଼ିଲେ ଯୁବକ ଯୁବତୀ l ସୋନପୁର ସହର ର ଏକ ହୋଟେଲ ରେ ଶନିବାର ରାତିରେ ସେକ୍ସ ରାକେଟ ଧରାପଡ଼ିଛି l ଗତକାଲି କୌଣସି ସୂତ୍ରରୁ ପୋଲିସ ଖବର ପାଇବା ପରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ସୋନପୁର ଏସଡିପିଓ ଏବଂ ଥାନା ଅଧିକାରୀ ଙ୍କ ତତ୍ତ୍ୱାବଧାନରେ ହୋଟେଲ ରେ ଅଚାନକ ଚଢାଉ କରାଯାଇଥିଲା । ଚଢାଉ ସମୟରେ...