Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିପ୍ଳବ ଚୌଧୁରୀ ସମ୍ମାନିତ।

ଜଗତସିଂହପୁର | 18/05/2026 | ବିକ୍ରମ ଓଡ଼ିଶା ନିୟୁଜ

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିପ୍ଳବ ଚୌଧୁରୀ ସମ୍ମାନିତ। - ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବର୍ଷିୟାନ୍ କମ୍ୟୁନିଷ୍ଟ ନେତା କମ୍ରେଡ଼ ଲୋକନାଥ ଚୌଧୁରୀ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜଗତସିଂହପୁରର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲୋକନାଥ ଚୌଧୁରୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଅଛି। ଏରସମା ଠାରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଶଶି ଭୂଷଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ବାଲିକୁଦା-ଏରସମା ର ବିଧାୟକ ସାରଦା ପ୍ରସନ୍ନ ଜେନା ପ୍ରମୁଖ ଯୋଗଦେଇ ବିପ୍ଳବ ଚୌଧୁରୀ...

Article Image

ଝଙ୍କଡ଼ ସାରଳା ପୀଠରେ ମହିଳା ଜନଆକ୍ରୋଶ ପ୍ରତିବାଦ ର ମଣ୍ଡଳ ସମ୍ମିଳନୀ

ତିର୍ତ୍ତୋଲ | 18/05/2026 | ବିକ୍ରମ ଓଡ଼ିଶା ନିୟୁଜ

ଝଙ୍କଡ଼ ସାରଳା ପୀଠରେ ମହିଳା ଜନଆକ୍ରୋଶ ପ୍ରତିବାଦ ର ମଣ୍ଡଳ ସମ୍ମିଳନୀ ତିର୍ତ୍ତୋଲ-୧୮/୫-(ରିପୋର୍ଟ-ସୁଷମା)-ମହିଳା ମାନଙ୍କୁ ଜନଆକ୍ରୋଶ ହୋଇଥିବା ଘଟଣା ର ପ୍ରତିବାଦରେ ଗତ ସୋମବାର ଅପରାହ୍ନରେ, ସାରଳାମଣ୍ଡଳ ବିଜେପି ଶାଖା ତରଫରୁ ଏକ ବିଶାଳଶୋଭାଯାତ୍ରା, କନକପୁର ପଞ୍ଚାୟତ ସମ୍ମୁଖସ୍ଥ ବସନ୍ତବଗିଚା ଠାରୁ ବାହାରି ଶହଶହ ମହିଳା ସ୍ଲୋଗାନଦେଇ, ଏଠାରେ ପହଞ୍ଚିବା ପରେ, ସାରଳାପୀଠ ରେ ଆୟୋଜିତ ଏକ ସମ୍ମିଳନୀ ମଞ୍ଚରେ ଏକତ୍ରିତ ହୋଇଥିଲେ l ସାରଳାମଣ୍ଡଳ ବିଜେପି ସଭାପତି ଶୁଭ୍ରକାନ୍ତ ରଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟକୃଷକମୋର୍ଚ୍ଚା...

Article Image

ଅଗ୍ନି ବିପନ୍ନ ଙ୍କୁ ସହାୟତା ପ୍ରଦାନ କଲା ସେବା ଫାଉଣ୍ଡେସନ

ଜଗତସିଂହପୁର | 18/05/2026 | ବିକ୍ରମ ଓଡ଼ିଶା ନିୟୁଜ

ଅଗ୍ନି ବିପନ୍ନ ଙ୍କୁ ସହାୟତା ପ୍ରଦାନ କଲା ସେବା ଫାଉଣ୍ଡେସନ ଜଗତସିଂହପୁର ତା =17/5/26ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୋରିକିନା ପଂଚାୟତ ବରିମୂଳ ଗ୍ରାମ ର ଯୁଧିଷ୍ଠିର ଦାସଙ୍କ ଘର ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଚାରି ବଖରା ଘର ସମ୍ପୂର୍ଣ ପୋଡି ଯାଇଥିଲା | କେବଳ ଯାହା ପିନ୍ଧି ଥିଲେ ସେତିକି | ଧାନ, ଚାଉଳ, ଲୁଗାପଟା, ସୁନାରୁପା, ଆସବା ପତ୍ର, ସହିତ ସମସ୍ତ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି | ଏହି ଦୁଖଃଦ ଖବର ଟିମ ସେବା ଫାଉଣ୍ଡେସନ ଜାଣିବା ପରେ |ଯୁଧିଷ୍ଠିରଙ୍କ ଘରେ ପହଂଚିଥିଲେ |ଟିମ ସେବା ଫାଉଣ୍ଡେସନ ସଭାପତି ରଶ୍ମି...

Article Image

କଣ୍ଟେନର ରେ ହେଉଥିଲା ଗୋରୁ ଚାଲାଣ : ଗୋ ଚାଲାଣ ବେଳେ ଧରିଲେ ବଜରଙ୍ଗ ଦଳ ର କର୍ମୀ : ପୁଲିସ ର ସହାୟତା ରେ ୨୮ ଗୋରୁ ଉଦ୍ଧାର l

ସୁବର୍ଣ୍ଣପୁର | 15/05/2026 | ବିକ୍ରମ ଓଡ଼ିଶା ନିୟୁଜ

କଣ୍ଟେନର ରେ ହେଉଥିଲା ଗୋରୁ ଚାଲାଣ : ଗୋ ଚାଲାଣ ବେଳେ ଧରିଲେ ବଜରଙ୍ଗ ଦଳ ର କର୍ମୀ : ପୁଲିସ ର ସହାୟତା ରେ ୨୮ ଗୋରୁ ଉଦ୍ଧାର l ସୁବର୍ଣ୍ଣପୁର - ୧୫/୫ ବେ ଧଡକ ଭାବରେ ଚାଲିଛି ଗୋରୁ ଚାଲାଣ l ପୋଲିସ ସବୁ ଜାଣି ନ ଜାଣିଲା ପରି ରହୁଛି l କେତେକ କ୍ଷେତ୍ର ରେ ଗୋରୁ ମାଫିଆ ମାନେ ଧାରପଡୁଛନ୍ତି ତ କେତେକ କ୍ଷେତ୍ର ରେ ଧରାପଡ଼ୁନାହାନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନସ୍ଥ ବିନିକା - ସିଲାଟି ରାସ୍ତା ପିତେଇପାଲି ଗାଁ ନିକଟରେ...

Article Image

ଅପରେସନ ସିନ୍ଦୂର କାର୍ଯ୍ୟକ୍ରମ ପାଳିତ

ଖୋର୍ଦ୍ଧା | 11/05/2026 | ବିକ୍ରମ ଓଡ଼ିଶା ନିୟୁଜ

ଅପରେସନ ସିନ୍ଦୂର କାର୍ଯ୍ୟକ୍ରମ ପାଳିତ ତାରିଖ : ୦୯/୦୫/୨୦୨୬ ମେ ୭, ୨୦୨୬ ରେ ଭାରତ “ଅପରେସନ ସିନ୍ଦୂର”ର ପ୍ରଥମ ବାର୍ଷିକୀ ପାଳନ କରିଥିଲା। ୨୦୨୫ ମସିହାରେ ପାକ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଢାଞ୍ଚା ବିରୋଧରେ ଭାରତୀୟ ସେନାଙ୍କ ଦ୍ୱାରା କରାଯାଇଥିବା ସଫଳ ଏବଂ ସଠିକ୍ ତ୍ରି-ସେନା ଅଭିଯାନର ସ୍ମୃତିରେ ସାରା ଦେଶରେ ଏହି ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଭାରତୀୟ ସଶସ୍ତ୍ର ବାହିନୀଙ୍କ ସାହସ ଓ ବଳିଦାନକୁ ସ୍ମରଣ କରାଯାଇଥିଲା ଏବଂ ଶୂନ୍ୟ-ଆତଙ୍କବାଦ ନୀତି ପ୍ରତି ପୁନର୍ବାର ସଙ୍କଳ୍ପ ଗ୍ରହଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଏନସିସି ୟୁନିଟ୍ ପକ୍ଷରୁ...

Article Image

ବ୍ରାଉନ ସୁଗାର ,ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ *ଦୁଇ ଗିରଫ

ଜଗତସିଂହପୁର | 21/03/2026 | ବିକ୍ରମ ଓଡ଼ିଶା ନିୟୁଜ

ବ୍ରାଉନ ସୁଗାର ,ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ *ଦୁଇ ଗିରଫ ଜଗତସିଂହପୁର -ଜଗତସିଂହପୁର ଜିଲା ବିରିଡି ଥାନା ଧ୍ୟାନକୁଦ ଅଞ୍ଚଳରେ ସ୍ଥାନୀୟ ପୋଲିସ ର ଚଢ଼ାଉ କରି ୨୦ ଗ୍ରାମ ବ୍ରାଉନ ସୁଗାର ସହ ଚାରିଟି ସୁନା ମୁଦି, ଦୁଇ ସୁନା ଚେନ, 3 ଲକ୍ଷ 20 ହଜାର ଟଙ୍କା ନଗଦ କ୍ୟାସ,ଦୁଇଟି ମୋବାଇଲ ଓ ଗୋଟେ ବାଇକ ଜବତ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ସଢ଼େଇକଣା ଗାଁର ସୁଯ୍ୟ ମାଧବ ବଳବନ୍ତରାୟ ଓ କିଶନ ନଗର ର ମୋହନ କୁମାର ମଲ୍ଲିକ ।...

Article Image

एक कदम उपभोक्ता जागरूकता की ओर आज दिनांक 4 फरवरी 2026 को उपभोक्ता कल्याण परिषद समिति उड़ीसा शाखा द्वारा भुवनेश्वर में उपभोक्ता

କଟକ | 05/02/2026 | ବିକ୍ରମ ଓଡ଼ିଶା ନିୟୁଜ

एक कदम उपभोक्ता जागरूकता की ओर आज दिनांक 4 फरवरी 2026 को उपभोक्ता कल्याण परिषद समिति उड़ीसा शाखा द्वारा भुवनेश्वर में उपभोक्ता जागरूकता भारत यात्रा 40 दिन के सफर के10000 किलोमीटर यात्रा तय करते हुए पहुंची इस यात्रा का नेतृत्व कंज्यूमर मैन डॉ. अनन्त शर्मा जी के कुशल नेतृत्व से यह यात्रा 24 दिसंबर 2025 को उपभोक्ता मंत्रालय के मंत्री माननीय प्रहलाद जोशी द्वारा हरी झंडी देखकर रवाना की गई...

Article Image

ଦରିଆ କୂଳେ ଶ୍ରୀଜଗନ୍ନାଥ ମହୋତ୍ସବ ଦ୍ଵିତୀୟ ପ୍ରସ୍ତୁତି ବୈଠକ

ପାରାଦ୍ୱୀପ | 25/01/2026 | ବିକ୍ରମ ଓଡ଼ିଶା ନିୟୁଜ

ଦରିଆ କୂଳେ ଶ୍ରୀଜଗନ୍ନାଥ ମହୋତ୍ସବ ଦ୍ଵିତୀୟ ପ୍ରସ୍ତୁତି ବୈଠକ - ଆଜି ପାରାଦ୍ୱୀପ ଉଦୟ ବଟ ଧାମ ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଶ୍ରମ ର ସନ୍ୟାସୀ ଭାବସାଗର ଦାସ ମହାରାଜ ଙ୍କ ସଭାପତିତ୍ୱ ରେ ଆଇନଜୀବୀ ଦେବବ୍ରତ ସାହୁ ଙ୍କ ପରିଚାଳନା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଲୀଳାଚରିତ୍ର, ମହାପ୍ରଭୁ ଙ୍କ ବତିଶ ବେଶ, ପଞ୍ଚସଖା ଙ୍କ ବିଗ୍ରହ ସହିତ ବିଭିନ୍ନ ଗୁରୁବର୍ଗ ବିଗ୍ରହ, ବିଶ୍ଵଶାନ୍ତି ମହାଯଜ୍ଞ , ଅନ୍ନଯଜ୍ଞ ସହ ଛପନଭୋଗ, ଶ୍ରୀଜଗନ୍ନାଥ ଙ୍କ ପୁସ୍ତକ ମେଳା ପ୍ରଭୁତି କୁ ନେଇ ଏକ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ...

Article Image

ଡଗରପଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନାମୁଦ ଓ ନୀଳଚକ୍ର ସ୍ଥାପନ

କୁଜଙ୍ଗ | 25/01/2026 | ବିକ୍ରମ ଓଡ଼ିଶା ନିୟୁଜ

ଡଗରପଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନାମୁଦ ଓ ନୀଳଚକ୍ର ସ୍ଥାପନ* - *ରାହାମା/କୁଜଙ୍ଗ ତା 25/01/2026* କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ଗ୍ରାମପଞ୍ଚାୟତ ଡଗରପଡ଼ାଗ୍ରାମ ନିକଟରେ ଥିବା ଭକ୍ତିବେଦାନ୍ତ ଆଶ୍ରମ ପରିସରରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ମାଘ ସପ୍ତମୀ ଅବସରରେ ମନ୍ଦିର ଦଧିନଉତିର ରତ୍ନମୁଦ ଓ ନୀଳଚକ୍ର ସ୍ଥାପନ ଅନୁଷ୍ଠିତ ହୋଇଅଛି। ଆଶ୍ରମରେ ପୂଜା ପାଉଥିବା ମହାପ୍ରଭୁ ଶ୍ରୀବ୍ରଜ ଗୋପାଳ ଓ ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ସହିତ ନୀଳଚକ୍ର ସ୍ଥାପନ ଓ ରତ୍ନମୁଦ କାର୍ଯ୍ୟକ୍ରମରେ ନିଜକୁ ହଜାର ହଜାର ସଂଖ୍ୟାରେ ସାମିଲ ହେବାର ଦେଖିବାକୁ ମିଳିଥିଲା। ଆଶ୍ରମର ପ୍ରତିଷ୍ଠାତା ବାବା ବନମାଳୀ ଦାସ ମହାରାଜଙ୍କ...

Article Image

କିଡ଼ନୀ ରୋଗରେ ଆକ୍ରାନ୍ତ ମେଧାବୀ ଛାତ୍ର ଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ବ୍ୟବସାୟୀ ସୁମନ୍ତ ସ୍ୱାଇଁ

କାକଟପୁର | 25/01/2026 | ବିକ୍ରମ ଓଡ଼ିଶା ନିୟୁଜ

କିଡ଼ନୀ ରୋଗରେ ଆକ୍ରାନ୍ତ ମେଧାବୀ ଛାତ୍ର ଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ବ୍ୟବସାୟୀ ସୁମନ୍ତ ସ୍ୱାଇଁ କାକଟପୁର ତା ୨୫/୧, ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ପୁଅ ଦଶମ ଶ୍ରେଣୀର ମେଧାବୀ ଛାତ୍ର ସତ୍ୟପ୍ରକାଶ ସ୍ୱାଇଁ ଗତ କିଛି ଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଥିବାବେକେ ଏ ସମ୍ପର୍କ ରେ ଖବର ପାଇ ପାରାଦ୍ୱୀପରେ ଅବସ୍ଥାନ କରୁଥିବା ଷ୍ଟାର ୱାନ ସିକ୍ୟୁରିଟିର ପରିଚାଳନା ନିର୍ଦ୍ଦେଶକ ତଥା ଅସ୍ତରଙ୍ଗ ବ୍ଲକ ପାଇଖଳା ଗ୍ରାମର ଯୁବ ସମାଜସେବୀ ସୁମନ୍ତ କୁମାର ସ୍ୱାଇଁ ରବିବାର ସନ୍ଧ୍ୟାରେ...

Article Image

ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଓ ମା ବୁଢ଼ିସାରି ଫାଉଣ୍ଡେସନ ଦ୍ୱlରା ରକ୍ତଦାନ ଶିବିର ଅନୁଷ୍ଠିତ)

କୁଜଙ୍ଗ | 25/01/2026 | ବିକ୍ରମ ଓଡ଼ିଶା ନିୟୁଜ

(ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଓ ମା ବୁଢ଼ିସାରି ଫାଉଣ୍ଡେସନ ଦ୍ୱlରା ରକ୍ତଦାନ ଶିବିର ଅନୁଷ୍ଠିତ) କୁଜଙ୍ଗ 25/26ଆୟୋଜନ ପାରାଦୀପ ର ଅଗ୍ରୀମ ସ୍ୱେଛାସେବି ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଓ ସହଭାଗିତାରେ ମା ବୁଢ଼ିସାରି ଫାଉଣ୍ଡେସନ ଦ୍ୱlରା ଏକ ମେଗା ରକ୍ତଦାନ ଶିବିର ଜିଲ୍ଲାନାସୀ ପଞ୍ଚାୟତ ଜୟଶଙ୍ଖପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ 50ରୁ ଉର୍ଦ୍ଧ ଗୋଟି ରକ୍ତ ୟୁନିଟ ସଂଗ୍ରହ କରାଜାଇଥିଲା ଏବଂ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଗତୀକୃଷ୍ଣ ଶତପଥୀ,କୁଜଙ୍ଗ ଥାନା asi ରଶ୍ମିରଞ୍ଜନ ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ...

Article Image

ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫- ୨୬ ଉଦଯାପିତ

ଜଗତସିଂହପୁର | 11/12/2025 | ବିକ୍ରମ ଓଡ଼ିଶା ନିୟୁଜ

ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫- ୨୬ ଉଦଯାପିତ ଜଗତସିଂହପୁର ତା 10/12/25 ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫-୨୬, ବlଲବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବିଜ୍ଞାନ ପ୍ରକଳ୍ପ, ପ୍ରତିଯୋଗିତା ଓ ପରିବେଶ ପାଇଁ ପୋଷଣୀୟ ଜୀବନଶୈଳୀ ଏବଂ ଜଣାଅଜଣା ପ୍ରତିଯୋଗିତା-୨୦୨୫-୨୬ ସ୍ଥାନୀୟ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ମଧୁସୂଦନପୁର ଶାସନ ପରିସରରେ ଉଦଯାପିତ ହୋଇଯାଇଛି l ପୂର୍ବାହ୍ନରେ ବିଜ୍ଞାନ ପ୍ରସାରମଞ୍ଚ, ବାଲିକୁଦା ଆନୁକୂଲ୍ୟରେ ଖୋଲାମାଞ୍ଚ ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଓ ଶିକ୍ଷକ ରମେଶ ଚନ୍ଦ୍ର ପାଢ଼ୀ ପରିଚାଳନା କରିଥିଲେ l ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର...