Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ପ୍ରତିବାଦ

ରଘୁନାଥପୁର | 20/09/2025 | ବିକ୍ରମ ଓଡ଼ିଶା ନିୟୁଜ

ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ପ୍ରତିବାଦ* ରଘୁନାଥପୁର,୧୯/୯/୨୦୨୫ (ବିକ୍ରମଓଡିଶା ନିୟୁଜ) ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନ,ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସିଲେ ୧୯ଗୋଟି Jplf, Ec, B.l.f ରେ କାର୍ଯ୍ୟରତ ମହିଳାମାନେ, ଆଜି ବ୍ଲକ ସମ୍ମୁଖରେ ଏକାଠି ହେଲେ ମିଶନଶକ୍ତିର ମହିଳା। ପଞ୍ଚାୟତ ମହାସଂଘ ଓ ବ୍ଲକ ମହାସଂଘ, EC କର୍ମୀଙ୍କ ପୂର୍ଣ୍ଣଗଠନ ପ୍ରକ୍ରିୟା ହାଇକୋର୍ଟରେ ବିଚାରଧୀନ ଅଛି, ମୁଖ୍ୟ ଦାବି ହେଲା ଯେଉଁଠି CLFର ପରିବର୍ତନ କରାଯାଇଛି ତାହାକୁ ବାତିଲ କରାଯାଉ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବା ସହ ଦେହରେ ପେଟ୍ରୋଲ ଢାଳି ବ୍ଲକ ସମ୍ମୁଖରେ ପୋଡି ହୋଇ...

Article Image

ପ୍ରଧାନମନ୍ତ୍ରୀ ଙ୍କ ୭୫ତମ ଜନ୍ମଦିନ ରେ ବୃକ୍ଷ ରୋପଣ ସହିତ ସମୁହେ ଦିପ ଦାନ

ଜଗତସିଂହପୁର | 18/09/2025 | ବିକ୍ରମ ଓଡ଼ିଶା ନିୟୁଜ

ପ୍ରଧାନମନ୍ତ୍ରୀ ଙ୍କ ୭୫ତମ ଜନ୍ମଦିନ ରେ ବୃକ୍ଷ ରୋପଣ ସହିତ ସମୁହେ ଦିପ ଦାନ ସାରା ଦେସ ରେ ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଙ୍କ ପାଇଁ 75ତମ ଜନ୍ମଦିନ ପାଳନ ଅବସରରେ 75ହଜାର ସଂଖ୍ୟାରେମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କରି ବୃକ୍ଷ ରୋପଣ କରୁଥିବା ବେଳେ ସେହିଭଳି ଜଗତସିଂହପୁରଜିଲ୍ଲା ବିଜେପି ପକ୍ଷରୁ ଜଗତସିଂହପୁର ର ପୁର୍ବତନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଏବଂ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ବରେ ଅନେକ ଜୁବ ଗୋଷ୍ଠୀ ଦଳୀୟ କର୍ମୀ ଓ ଅନେକ ବରିଷ୍ଠ ନେତା ବୁଦ୍ଧିଜୀବୀ ମାନେ ଏବଂ...

Article Image

ଜଙ୍କିଆରେ ବୃକ୍ଷ ରୋପଣ ଅଭିଯାନ,

ଖୋର୍ଦ୍ଧା | 18/09/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଙ୍କିଆରେ ବୃକ୍ଷ ରୋପଣ ଅଭିଯାନ, -ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧିକାରୀ ତଥା ସୁଶାନ୍ତ କୁମାର ବେହେରାଙ୍କ ନେତୃତରେ ଏକ ଟିମ ସିକୋ ଫାଣ୍ଡି ଅଧିକାରୀ ପ୍ରସନ କୁମାର ଜେନା ଜଂକିଆ ଥାନା ଏବଂ ଫାଣ୍ଡି ଙ୍କ ସହମତରେ ଏକ ଟିମ ଗଠନ କରାଯାଇଛି ଆଜି 17,ସେପ୍ଟେମ୍ବର 2025,ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କର ଜନ୍ମଦିନ ଅବସରରେ,ରାଜ୍ୟ ବ୍ୟାପି 75,ଲକ୍ଷ୍ୟ ଚାରା ରୋପଣ ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବାବେଳେ,ଜଙ୍କିଆ ଅଂଚଳରେ ବିଭିର୍ନ ସ୍କୁଲ,କଲେଜ, ମେଡିକାଲ, ଥାନା, ବ୍ଲକ,ତଥା- ଦାଶରଥି ହାଇସ୍କୁଲ ଓଳସିଂହ, ସିକୋ ହାଇ ସ୍କୁଲ, ଜଙ୍କିଆ ହାଇସ୍କୁଲ, ଜଙ୍କିଆ ଥାନା ପରିସର ମାନଙ୍କରେ ...

Article Image

ଆଉ ନାହାନ୍ତି ସାଇଲୋ ର ଲୋକ ପ୍ରିୟ ସରପଞ୍ଚ ସରୋଜ କୁମାର ସେଠୀ,

ରାହାମା | 17/09/2025 | ବିକ୍ରମ ଓଡ଼ିଶା ନିୟୁଜ

ଆଉ ନାହାନ୍ତି ସାଇଲୋ ର ଲୋକ ପ୍ରିୟ ସରପଞ୍ଚ ସରୋଜ କୁମାର ସେଠୀ, ==================== ତିର୍ତ୍ତୋଲ-୧୭/୯-(ରିପୋର୍ଟ-ସୁଷମା ସେଠୀ) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସାଇଲୋ ପଂଚାୟତ ର ସୁଯୋଗ୍ୟ ସନ୍ତାନ ତଥା, ଦକ୍ଷ ସଂଗଠକ, ସମାଜସେବୀ, ଯୁବ ସରପଞ୍ଚ ସରୋଜ କୁମାର ସେଠୀ ଙ୍କ ଅକାଳ ବିୟୋଗ ରେ ସ୍ତବ୍ଧ ହୋଇ ଯାଇଛି ପୁରା ଅଂଚଳ, ଶବାଧାର ରେ ସାମିଲ ଥିଲେ ପଂଚାୟତ ର ଆବାଳ ବୃଦ୍ଧ ବନିତା ଓ ଶତାଧିକ ପୁରୁଷ ଓ ମହିଳା ଙ୍କ ସମେତ ବିଶିଷ୍ଟ ରାଜନେତା ଓ ବ୍ୟକ୍ତି ବିଶେଷ, ଏଭଳି ଦୁଖଃଦ ଖବର ପାଇବା ପରେ ଦୁଃଖ ରେ ଭାଙ୍ଗି ପଡ଼ିଥିଲେ ଅନେକ, ଏପରି...

Article Image

ମୁଦୁପୁର ପଞ୍ଚାୟତ ପକ୍ଷରୁ ଏକ ପେଡ ମା କେ ନାମ ଅଭିଯାନ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ )

ଜଗତସିଂହପୁର | 17/09/2025 | ବିକ୍ରମ ଓଡ଼ିଶା ନିୟୁଜ

( ମୁଦୁପୁର ପଞ୍ଚାୟତ ପକ୍ଷରୁ ଏକ ପେଡ ମା କେ ନାମ ଅଭିଯାନ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ) ଜଗତସିଂହପୁର ତା =17/9/25 ଜଗତସିଂହପୁର ପଞ୍ଚାୟତ ସମିତି ଅନ୍ତର୍ଗତ ମୁଦୁପୁର ଗ୍ରାମ ପଞ୍ଚାୟତ ତରଫରୁ ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର 75ବର୍ଷ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ପେଡ ମା କେ ନାମ ଅଭିଯାନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିକାଶ ଦାସ, ନ୍ୟାୟବସରପଞ୍ଚ ବନଲାତା ପରିଡା,ଏମ ବି କେ ଭୁବନେଶ୍ୱରୀ ବେହେରା, ସି ଆଇ ପି ଗୀତାଞ୍ଜଳି ପଣ୍ଡା, ପୂଜା...

Article Image

ଅପରେସନ ପ୍ରହାର , କୁଜଙ୍ଗ ପୋଲିସ୍ ହାତରେ ଜବତ୍ ହେଲା ପୁଣିଥରେ ଧଳା ଜହର।

କୁଜଙ୍ଗ | 17/09/2025 | ବିକ୍ରମ ଓଡ଼ିଶା ନିୟୁଜ

ଅପରେସନ ପ୍ରହାର , କୁଜଙ୍ଗ ପୋଲିସ୍ ହାତରେ ଜବତ୍ ହେଲା ପୁଣିଥରେ ଧଳା ଜହର।* REPOTER- OMM DAS କୁଜଙ୍ଗ ତା ୧୬/୦୯/୨୫ ପୁଣିଥରେ କୁଜଙ୍ଗ ପୋଲିସ୍ ର ନୂତନ ସଫଳତା। କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଞ୍ଜିଆକଣ ଛକ ନିକଟରୁ ବ୍ରାଉନ୍ ସୁଗାର ଜବତ୍ , ସହ ୨ ଯୁବକ ଗିରଫ। ବହୁଦିନ ଧରି କୁଜଙ୍ଗ ପୋଲିସ୍ ଏହି ଧଳା ଜହର କାରବାର ଉପରେ ଅପରେସନ ଚଲାଇ ଆସୁଥିଲା। ଆଗରୁ ମଧ୍ୟ ଏହି ଧଳା ଜହର ବହୁ ମାତ୍ରାରେ ଜବତ୍ କରିଥିଲା। ଆଜି ସକାଳ ୭ ଘଟିକା ସମୟରେ କାଞ୍ଜିଆକଣ ଧଳା ଜହର କାରବାର ଖବର ପାଇ କୁଜଙ୍ଗ ପୋଲିସ୍...

Article Image

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଜନ୍ମଦିବସ ପାଳିତ

ତିର୍ତୋଲ | 17/09/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଜନ୍ମଦିବସ ପାଳିତ - ତିର୍ତ୍ତୋଲ-୧୭/୯-ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଭିନ୍ନ ସତସଙ୍ଗ ମନ୍ଦିର ସତସଙ୍ଗ ବିହାର ଓ ସତସଙ୍ଗ କେନ୍ଦ୍ରରେ ପରମ ପ୍ରେମମୟ ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଆର୍ବିଭାବ ଦିବସ ଭାଦ୍ର ୩୦ଦିନ ସାଡ଼ମ୍ବରେ ବିଭିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳିତ ହେଇଯାଇଛି। ଝଙ୍କଡ଼ ସତସଙ୍ଗ କେନ୍ଦ୍ର ଇଂଚାର୍ଜ ଜ୍ଞାନଜ ସାମନ୍ତରାୟ ଙ୍କ ପରିଚାଳନାରେ ମୁଖ୍ୟ ଆଲୋଚକ ପ୍ରମୋଦ କୁମାର ପଣ୍ଡା, ରାହମା ସତସଙ୍ଗ ବିହାର ରେ ଇଂଚାର୍ଜ ବିଜୟ କୁମାର ମହାନ୍ତି ଙ୍କ ପରିଚାଳନାରେ ମୁଖ୍ୟ ଆଲୋଚକ ଶିବାଜୀ ଚରଣ ମହାନ୍ତି,ଅଧ୍ୟାପକ ଦୀପକ କୁମାର ପରିଡା, ଓକଲା ସତସଙ୍ଗ ବିହାରରେ ସ. ପ୍ର .ଋ.ଅକ୍ଷୟ...

Article Image

ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ଙ୍କ ସହ ଜିଲ୍ଲାପାଳ ଙ୍କ ଦାର୍ଶନିକ ଭାବ ବିନିମୟ

ଜଗତସିଂହପୁର | 13/09/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ଙ୍କ ସହ ଜିଲ୍ଲାପାଳ ଙ୍କ ଦାର୍ଶନିକ ଭାବ ବିନିମୟ ଜଗତସିଂହପୁର, ତା ୧୩/୦୯/୨୫: ଆଜି ପୂର୍ବାହ୍ନ ରେ ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୩୪ ନମ୍ବର କକ୍ଷରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ମାନଙ୍କର ଏକ ଦାର୍ଶନିକ ଭାବ ବିନିମୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସୋନାଲ ଯୋଗଦେଇ ପାଶ୍ଚାତ୍ୟ ଓ ଭାରତୀୟ ଦର୍ଶନ ମଧ୍ୟରେ ଥିବା ସମନ୍ଵୟ କୁ ଛାତ୍ରଛାତ୍ରୀ ମାନଙ୍କୁ ଖୁବ୍ ସୁଗମ ଭାବେ ବୁଝାଇଥିଲେ। ତାଙ୍କର ବକ୍ତବ୍ୟ ମଧ୍ୟରେ ସେ ଶଙ୍କରାଚାର୍ଯ୍ୟ...

Article Image

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି

ଯାଜପୁର | 19/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଅରଖ ପୁର ଠାରେ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ୪୬ ତମ ପ୍ରତିଷ୍ଠା ଦିବସ ର ସଭାପତିତ୍ବ କରିଥିଲେ ଅଧ୍ୟାପକ ପ୍ରବିତ୍ର ମୋହନ ମହାଲା ପ୍ରତିଷ୍ଠା ଦିବସ ର ମୂଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା, ଯୁବ ବ୍ୟାପାର ,ସାହିତ୍ୟ ଓ ସଂସ୍କୃତି, ମନ୍ତ୍ରୀ ଶ୍ରୀସୂର୍ଯ୍ୟବଂଶୀ ସୁରଜ,, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି , ବଡ଼ଚଣା ବିଧାୟକ...

Article Image

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି

ଯାଜପୁର | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଅରଖ ପୁର ଠାରେ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ୪୬ ତମ ପ୍ରତିଷ୍ଠା ଦିବସ ର ସଭାପତିତ୍ବ କରିଥିଲେ ଅଧ୍ୟାପକ ପ୍ରବିତ୍ର ମୋହନ ମହାଲା ପ୍ରତିଷ୍ଠା ଦିବସ ର ମୂଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା, ଯୁବ ବ୍ୟାପାର ,ସାହିତ୍ୟ ଓ ସଂସ୍କୃତି, ମନ୍ତ୍ରୀ ଶ୍ରୀସୂର୍ଯ୍ୟବଂଶୀ ସୁରଜ,, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି , ଅଧ୍ୟାପକ...

Article Image

କୁଜଙ୍ଗକୁ ଏନ୍ଏସି ଦାବି :

କୁଜଙ୍ଗ | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗକୁ ଏନ୍ଏସି ଦାବି : 26 ମଙ୍ଗଳବାର ତହସିଲ ଘେରାଉ ନିଷ୍ପତି କୁଜଙ୍ଗ 18/8 ରାଜ୍ୟର 7 ଜିଲ୍ଲାରେ ନୂଆ 12ଟି ବିଜ୍ଞପିତ ଅଂଚଳ (ଏନ୍ଏସି)ଗଠନ କରିବାକୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ସୋମବାର ସନ୍ଧ୍ୟାରେ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ବାବୁରାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆଜାଦ ହିନ୍ଦ କ୍ଲବ ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ଆସନ୍ତା 26 ତାରିଖ ମଙ୍ଗଳବାର କୁଜଙ୍ଗ...

Article Image

ସରକାରୀ ଅନୁଦାନ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ ।

ନାଉଗାଁ | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସରକାରୀ ଅନୁଦାନ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ । ନାଉଗାଁ ୧୮/୦୮/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଓ ମା କୁତ୍ତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେବିଦୋଳ ପରିସରରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ (ଓସ୍ନେଲିଆ) ସଙ୍ଘ ତରଫରୁ 2008 ରୁ 2018 ମସିହା ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବନ୍ଧୁମାନଙ୍କୁ ସରକାରୀ ଅନୁଦାନ ଦେବା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସଭାପତି ବିଶ୍ଵରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜାରିରହିଛି ! ଅନିର୍ଦ୍ଧିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରହିବ ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ 2008 ରୁ 2018 ମସିହା ପର୍ଯ୍ୟନ୍ତ...