Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଆଉ ନାହାନ୍ତି ସାଇଲୋ ର ଲୋକ ପ୍ରିୟ ସରପଞ୍ଚ ସରୋଜ କୁମାର ସେଠୀ,

ରାହାମା | 17/09/2025 | ବିକ୍ରମ ଓଡ଼ିଶା ନିୟୁଜ

ଆଉ ନାହାନ୍ତି ସାଇଲୋ ର ଲୋକ ପ୍ରିୟ ସରପଞ୍ଚ ସରୋଜ କୁମାର ସେଠୀ, ==================== ତିର୍ତ୍ତୋଲ-୧୭/୯-(ରିପୋର୍ଟ-ସୁଷମା ସେଠୀ) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସାଇଲୋ ପଂଚାୟତ ର ସୁଯୋଗ୍ୟ ସନ୍ତାନ ତଥା, ଦକ୍ଷ ସଂଗଠକ, ସମାଜସେବୀ, ଯୁବ ସରପଞ୍ଚ ସରୋଜ କୁମାର ସେଠୀ ଙ୍କ ଅକାଳ ବିୟୋଗ ରେ ସ୍ତବ୍ଧ ହୋଇ ଯାଇଛି ପୁରା ଅଂଚଳ, ଶବାଧାର ରେ ସାମିଲ ଥିଲେ ପଂଚାୟତ ର ଆବାଳ ବୃଦ୍ଧ ବନିତା ଓ ଶତାଧିକ ପୁରୁଷ ଓ ମହିଳା ଙ୍କ ସମେତ ବିଶିଷ୍ଟ ରାଜନେତା ଓ ବ୍ୟକ୍ତି ବିଶେଷ, ଏଭଳି ଦୁଖଃଦ ଖବର ପାଇବା ପରେ ଦୁଃଖ ରେ ଭାଙ୍ଗି ପଡ଼ିଥିଲେ ଅନେକ, ଏପରି...

Article Image

ମୁଦୁପୁର ପଞ୍ଚାୟତ ପକ୍ଷରୁ ଏକ ପେଡ ମା କେ ନାମ ଅଭିଯାନ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ )

ଜଗତସିଂହପୁର | 17/09/2025 | ବିକ୍ରମ ଓଡ଼ିଶା ନିୟୁଜ

( ମୁଦୁପୁର ପଞ୍ଚାୟତ ପକ୍ଷରୁ ଏକ ପେଡ ମା କେ ନାମ ଅଭିଯାନ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ) ଜଗତସିଂହପୁର ତା =17/9/25 ଜଗତସିଂହପୁର ପଞ୍ଚାୟତ ସମିତି ଅନ୍ତର୍ଗତ ମୁଦୁପୁର ଗ୍ରାମ ପଞ୍ଚାୟତ ତରଫରୁ ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର 75ବର୍ଷ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ପେଡ ମା କେ ନାମ ଅଭିଯାନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିକାଶ ଦାସ, ନ୍ୟାୟବସରପଞ୍ଚ ବନଲାତା ପରିଡା,ଏମ ବି କେ ଭୁବନେଶ୍ୱରୀ ବେହେରା, ସି ଆଇ ପି ଗୀତାଞ୍ଜଳି ପଣ୍ଡା, ପୂଜା...

Article Image

ଅପରେସନ ପ୍ରହାର , କୁଜଙ୍ଗ ପୋଲିସ୍ ହାତରେ ଜବତ୍ ହେଲା ପୁଣିଥରେ ଧଳା ଜହର।

କୁଜଙ୍ଗ | 17/09/2025 | ବିକ୍ରମ ଓଡ଼ିଶା ନିୟୁଜ

ଅପରେସନ ପ୍ରହାର , କୁଜଙ୍ଗ ପୋଲିସ୍ ହାତରେ ଜବତ୍ ହେଲା ପୁଣିଥରେ ଧଳା ଜହର।* REPOTER- OMM DAS କୁଜଙ୍ଗ ତା ୧୬/୦୯/୨୫ ପୁଣିଥରେ କୁଜଙ୍ଗ ପୋଲିସ୍ ର ନୂତନ ସଫଳତା। କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଞ୍ଜିଆକଣ ଛକ ନିକଟରୁ ବ୍ରାଉନ୍ ସୁଗାର ଜବତ୍ , ସହ ୨ ଯୁବକ ଗିରଫ। ବହୁଦିନ ଧରି କୁଜଙ୍ଗ ପୋଲିସ୍ ଏହି ଧଳା ଜହର କାରବାର ଉପରେ ଅପରେସନ ଚଲାଇ ଆସୁଥିଲା। ଆଗରୁ ମଧ୍ୟ ଏହି ଧଳା ଜହର ବହୁ ମାତ୍ରାରେ ଜବତ୍ କରିଥିଲା। ଆଜି ସକାଳ ୭ ଘଟିକା ସମୟରେ କାଞ୍ଜିଆକଣ ଧଳା ଜହର କାରବାର ଖବର ପାଇ କୁଜଙ୍ଗ ପୋଲିସ୍...

Article Image

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଜନ୍ମଦିବସ ପାଳିତ

ତିର୍ତୋଲ | 17/09/2025 | ବିକ୍ରମ ଓଡ଼ିଶା ନିୟୁଜ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଜନ୍ମଦିବସ ପାଳିତ - ତିର୍ତ୍ତୋଲ-୧୭/୯-ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଭିନ୍ନ ସତସଙ୍ଗ ମନ୍ଦିର ସତସଙ୍ଗ ବିହାର ଓ ସତସଙ୍ଗ କେନ୍ଦ୍ରରେ ପରମ ପ୍ରେମମୟ ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଙ୍କ୧୩୮ତମ ଆର୍ବିଭାବ ଦିବସ ଭାଦ୍ର ୩୦ଦିନ ସାଡ଼ମ୍ବରେ ବିଭିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳିତ ହେଇଯାଇଛି। ଝଙ୍କଡ଼ ସତସଙ୍ଗ କେନ୍ଦ୍ର ଇଂଚାର୍ଜ ଜ୍ଞାନଜ ସାମନ୍ତରାୟ ଙ୍କ ପରିଚାଳନାରେ ମୁଖ୍ୟ ଆଲୋଚକ ପ୍ରମୋଦ କୁମାର ପଣ୍ଡା, ରାହମା ସତସଙ୍ଗ ବିହାର ରେ ଇଂଚାର୍ଜ ବିଜୟ କୁମାର ମହାନ୍ତି ଙ୍କ ପରିଚାଳନାରେ ମୁଖ୍ୟ ଆଲୋଚକ ଶିବାଜୀ ଚରଣ ମହାନ୍ତି,ଅଧ୍ୟାପକ ଦୀପକ କୁମାର ପରିଡା, ଓକଲା ସତସଙ୍ଗ ବିହାରରେ ସ. ପ୍ର .ଋ.ଅକ୍ଷୟ...

Article Image

ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ଙ୍କ ସହ ଜିଲ୍ଲାପାଳ ଙ୍କ ଦାର୍ଶନିକ ଭାବ ବିନିମୟ

ଜଗତସିଂହପୁର | 13/09/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ଙ୍କ ସହ ଜିଲ୍ଲାପାଳ ଙ୍କ ଦାର୍ଶନିକ ଭାବ ବିନିମୟ ଜଗତସିଂହପୁର, ତା ୧୩/୦୯/୨୫: ଆଜି ପୂର୍ବାହ୍ନ ରେ ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୩୪ ନମ୍ବର କକ୍ଷରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଓ ଦର୍ଶନ ବିଭାଗ ଛାତ୍ର ଛାତ୍ରୀ ମାନଙ୍କର ଏକ ଦାର୍ଶନିକ ଭାବ ବିନିମୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସୋନାଲ ଯୋଗଦେଇ ପାଶ୍ଚାତ୍ୟ ଓ ଭାରତୀୟ ଦର୍ଶନ ମଧ୍ୟରେ ଥିବା ସମନ୍ଵୟ କୁ ଛାତ୍ରଛାତ୍ରୀ ମାନଙ୍କୁ ଖୁବ୍ ସୁଗମ ଭାବେ ବୁଝାଇଥିଲେ। ତାଙ୍କର ବକ୍ତବ୍ୟ ମଧ୍ୟରେ ସେ ଶଙ୍କରାଚାର୍ଯ୍ୟ...

Article Image

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି

ଯାଜପୁର | 19/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଅରଖ ପୁର ଠାରେ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ୪୬ ତମ ପ୍ରତିଷ୍ଠା ଦିବସ ର ସଭାପତିତ୍ବ କରିଥିଲେ ଅଧ୍ୟାପକ ପ୍ରବିତ୍ର ମୋହନ ମହାଲା ପ୍ରତିଷ୍ଠା ଦିବସ ର ମୂଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା, ଯୁବ ବ୍ୟାପାର ,ସାହିତ୍ୟ ଓ ସଂସ୍କୃତି, ମନ୍ତ୍ରୀ ଶ୍ରୀସୂର୍ଯ୍ୟବଂଶୀ ସୁରଜ,, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି , ବଡ଼ଚଣା ବିଧାୟକ...

Article Image

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି

ଯାଜପୁର | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଅରଖ ପୁର ଠାରେ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ୪୬ ତମ ପ୍ରତିଷ୍ଠା ଦିବସ ର ସଭାପତିତ୍ବ କରିଥିଲେ ଅଧ୍ୟାପକ ପ୍ରବିତ୍ର ମୋହନ ମହାଲା ପ୍ରତିଷ୍ଠା ଦିବସ ର ମୂଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା, ଯୁବ ବ୍ୟାପାର ,ସାହିତ୍ୟ ଓ ସଂସ୍କୃତି, ମନ୍ତ୍ରୀ ଶ୍ରୀସୂର୍ଯ୍ୟବଂଶୀ ସୁରଜ,, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି , ଅଧ୍ୟାପକ...

Article Image

କୁଜଙ୍ଗକୁ ଏନ୍ଏସି ଦାବି :

କୁଜଙ୍ଗ | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

କୁଜଙ୍ଗକୁ ଏନ୍ଏସି ଦାବି : 26 ମଙ୍ଗଳବାର ତହସିଲ ଘେରାଉ ନିଷ୍ପତି କୁଜଙ୍ଗ 18/8 ରାଜ୍ୟର 7 ଜିଲ୍ଲାରେ ନୂଆ 12ଟି ବିଜ୍ଞପିତ ଅଂଚଳ (ଏନ୍ଏସି)ଗଠନ କରିବାକୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ସୋମବାର ସନ୍ଧ୍ୟାରେ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ବାବୁରାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆଜାଦ ହିନ୍ଦ କ୍ଲବ ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ଆସନ୍ତା 26 ତାରିଖ ମଙ୍ଗଳବାର କୁଜଙ୍ଗ...

Article Image

ସରକାରୀ ଅନୁଦାନ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ ।

ନାଉଗାଁ | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସରକାରୀ ଅନୁଦାନ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ । ନାଉଗାଁ ୧୮/୦୮/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଓ ମା କୁତ୍ତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେବିଦୋଳ ପରିସରରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ (ଓସ୍ନେଲିଆ) ସଙ୍ଘ ତରଫରୁ 2008 ରୁ 2018 ମସିହା ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବନ୍ଧୁମାନଙ୍କୁ ସରକାରୀ ଅନୁଦାନ ଦେବା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସଭାପତି ବିଶ୍ଵରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜାରିରହିଛି ! ଅନିର୍ଦ୍ଧିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରହିବ ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ 2008 ରୁ 2018 ମସିହା ପର୍ଯ୍ୟନ୍ତ...

Article Image

ତିର୍ତ୍ତୋଲ ବ୍ଲକ କଂଗ୍ର଼େସ ତରଫରୁ ସାତ ଦଫା ଦାବି ନେଇ ବିଦ୍ଯୁତ୍ କାର୍ଯ୍ଯାଳୟ ରେ ଦାବି ପତ୍ର

ତିର୍ତୋଲ | 18/08/2025 | ବିକ୍ରମ ଓଡ଼ିଶା ନିୟୁଜ

ତିର୍ତ୍ତୋଲ ବ୍ଲକ କଂଗ୍ର଼େସ ତରଫରୁ ସାତ ଦଫା ଦାବି ନେଇ ବିଦ୍ଯୁତ୍ କାର୍ଯ୍ଯାଳୟ ରେ ଦାବି ପତ୍ର* -ତିର୍ତ୍ତୋଲ-୧୮/୮-(ରିପୋର୍ଟ-ଟୁକନ ସେଠୀ)-ଆଜି ତିର୍ତ୍ତୋଲ ବ୍ଲକ କଂଗ୍ରେସ ତରଫରୁ ସାତ ଦଫା ଦାବି ନେଇ ତିର୍ତ୍ତୋଲ ସ୍ଥିତ ଟିପିସିଓଡିଏଲ କାର୍ଯ୍ଯାଳୟ କୁ ଯାଇ *ପିସିସି ସଭ୍ଯ ଦେବ ପ୍ରସାଦ ନାୟକ ଙ୍କ ନେତୃତ୍ବରେ* ବ୍ଲକ କଂଗ୍ରେସ ର ଶତାଧିକ କର୍ମୀ ଏସଡିଓ ଙ୍କୁ ଭେଟି ସାତ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ ତିର୍ତ୍ତୋଲ ସେକ୍ସନ ଅଧିନରେ ଥିବା ଉପଭୋକ୍ତା ମାନେ ଦୀର୍ଘଦିନ ହେବ ପ୍ରତିଦିନ ବାରମ୍ବାର ବିଦ୍ଯୁତ୍ କଟିବା ହେତୁ ନାହିଁ ନଥିବା...

Article Image

କାକଟପୁର ବିଭିନ୍ନ ଅନୁଷ୍ଠାନ ରେ 79 ତମ ସ୍ୱାଧୀନତା ଦିବସରେ ଉଡିଲା ତ୍ରିରଙ୍ଗା

କାକଟପୁର | 17/08/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁର ବିଭିନ୍ନ ଅନୁଷ୍ଠାନ ରେ 79 ତମ ସ୍ୱାଧୀନତା ଦିବସରେ ଉଡିଲା ତ୍ରିରଙ୍ଗା କାକଟପୁର 17/8 ( ତୁଷାର ଦୀକ୍ଷିତ ) କାକଟପୁର ରେ ବିଭିନ୍ନ ଦରକାରୀ ଓ ବେସରକାରୀ ଅନୁଷ୍ଠାନ ରେ 79 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି, ବର୍ଷା କୁ ଭୃକ୍ଷେପ ନ କରି ଛୋଟ ଛୋଟ ପିଲା ମାନେ ପ୍ରଭାତ ଫେରି କରି ଦେଶାତ୍ମକ ବୋଧ ଗୀତ ବୋଲି ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ରେ ଭାଗ ନେଇଥିଲେ, କାକଟପୁର ରେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ସହିତ ବ୍ଲକ, ଥାନା, ଡାକ୍ତରଖାନା, ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ,ପେଟ୍ରୋଲ ପମ୍ପ, ଡ୍ରାଇଭର ସଙ୍ଘ, ଅଟୋ...

Article Image

ସମାଜ ସେବୀ ମହେଶ୍ବର ଙ୍କ ବୃକ୍ଷ୍ୟ ରୋପଣ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଅଛି

ଯାଜପୁର | 17/08/2025 | ବିକ୍ରମ ଓଡ଼ିଶା ନିୟୁଜ

ସମାଜ ସେବୀ ମହେଶ୍ବର ଙ୍କ ବୃକ୍ଷ୍ୟ ରୋପଣ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଅଛି ଯାଜପୁର ଜିଲ୍ଲା 17/ 08/2025 ବିକ୍ରମ ଓଡ଼ିଶାନ୍ୟୁଜ୍ ଚଣ୍ଡିଖୋଲ ଛକ ଠାରୁ 500ରୁ ଉର୍ଦ୍ଧ ମଟର ସାଇକେଲ ରାଲି ଯୋଗେ ବଡ଼ଚଣା ଥାନା ଦେଇ ଅରଖ ପୁର ପଞ୍ଚାୟତ ଠାରେ ପହଞ୍ଚି ରଘୁ ନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ସମାଜ ସେବୀ ମହେଶ୍ବର ପରିଡ଼ା ଓ ସାଥୀ ବୃନ୍ଦ ବୃକ୍ଷ ରୋପଣ ପରେ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପଦ୍ଵୀପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ...