Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ନାଉଗାଁ ବ୍ଳକ ରେ ନୁତନ ବି, ଡି ,ଓ ଙ୍କ ଯୋଗଦାନ।

ନାଉଗାଁ | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

ନାଉଗାଁ ବ୍ଳକ ରେ ନୁତନ ବି, ଡି ,ଓ ଙ୍କ ଯୋଗଦାନ। ନାଉଗାଁ ୯/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକରେ ପୃର୍ବରୁ ଥିବା ବି ଡି ଓ ପତନ କୁମାର ମହାପାତ୍ର ଙ୍କ ଅନ୍ୟତ୍ର ବଦଳି ହୋବାରୁ ଏହି ବ୍ଳକରେ ଦିର୍ଘ ୪ମାସ ହେବ ବି ଡି ଓ ଆସନଟି ଖାଲିପଡ଼ିଥିଲା। ଅନ୍ୟପକ୍ଷରେ ନାଉଗାଁ ବ୍ଳକରେ ବିଡ଼ିଓ ନଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ଏକପ୍ରକାର ଅଚଳ ହୋଇପଡ଼ିଥିଲା।ଏହା ସହିତ ଉକ୍ତ ବ୍ଳକର ଦୁରଦୁରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଜନତା,ବି ଡି ଓ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଯାହାକୁ ନେଇ ନାଉଗାଁ ପଜ୍ଞାୟତ ସମିତି ତୁରନ୍ତ ନାଉଗାଁ ବ୍ଳକ...

Article Image

ଆବର୍ଜନା ରେ ସଢୁଛି ନିୟନ୍ତ୍ରିତ ବଜ଼ାର କମିଟି

ତିର୍ତୋଲ | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଆବର୍ଜନା ରେ ସଢୁଛି ନିୟନ୍ତ୍ରିତ ବଜ଼ାର କମିଟି ବୋଧେଇ ପ୍ରାଙ୍ଗଣ ତିର୍ତୋଲ 09/07 ଜଗତସିଂହପୁର ଜିଲ୍ଲା ନିୟନ୍ତ୍ରିତ ବଜ଼ାର କମିଟି ତରଫରୁ ଵେବସାୟୀ ମାନଙ୍କ ବିପଣିକ ଵେବସ୍ଥା ଓ ଉଦ୍ୟୋଗୀ ଯୁବକ ଯୁବତୀ ମାନଙ୍କୁ କର୍ମ ସଂସ୍ଥାନ ସ୍ଥଳୀ ଯୋଗାଇ ଦେବାପାଇଁ ଜିଲ୍ଲାର ବିଭିର୍ନ ବଜ଼ାରରେ ନିୟନ୍ତ୍ରିତ ବଜାର ପ୍ରଙ୍ଗନ ଗୃହ କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି, କେଉଁଠି କାମରେ ଆସୁଛିତ କେଉଁଠି ନାହିଁ, ସେଭଳି ଅକାମି ବଜ଼ାର ନିୟନ୍ତ୍ରିତ ବଜ଼ାର ଟି ହେଉଛି ତିର୍ତୋଲ ବ୍ଲକ ବୋଧେଇ ପଞ୍ଚାୟତ ର ନୂଆପୋଖରୀ ଠାରେ ଏଠି ଜଗତସିଂହପୁର ନିଅନ୍ତ୍ରିତ ବଜ଼ାର କମିଟି ତରଫରୁ ୩୦ ଗୋଟି ଗୃହ...

Article Image

ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳନ

ବୁଗୁଡ଼ା | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳନ ବୁଗୁଡ଼ା,୦୯/୦୭(ସୋରେନ କୁମାର ପ୍ରଧାନ):ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ସାରା ଓଡ଼ିଶାରେ ପାଳନ କରାଯାଉଥିବା ବେଳେ ଘୁମୁସର ଜିଲ୍ଲା ବୁଗୁଡ଼ା ନଗର ପକ୍ଷରୁ ବୁଗୁଡ଼ା ପିପୁଲ୍ସ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ସ୍ବାମୀ ବିବେକାନନ୍ଦଙ୍କ ଫୋଟ କୁ ଦୀପ,ଧୂପ ଦେଇ ପୂଜାର୍ଚ୍ଚନା କରିସାରିବା ପରେ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଏବିଭିପି ଘୁମୁସର ଜିଲ୍ଲା ସଂଯୋଜକ ସୋରେନ କୁମାର ପ୍ରଧାନ, ବୁଗୁଡ଼ା ନଗର କାର୍ଯ୍ୟକର୍ତ୍ତା ଶୁଭଙ୍କର ସ୍ୱାଇଁ, ପିପୁଲ୍ସ କଲେଜ୍ ର ଛାତ୍ର ସଂଗ୍ରାମ ଦାସ,ଶିବରାମ ସୁବୁଦ୍ଧି, ସୋଭନ,ପବିତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏବଂ ପରେ ଗ୍ରାମର କିଛି ପିଲା ମାନଙ୍କୁ ନେଇ ବୃକ୍ଷରୋପଣ କରାଯାଇଥିଲା।

Article Image

ରାହୁଲ ଗାନ୍ଧୀ ଙ୍କ ଗସ୍ତ ନିମନ୍ତେ ତିର୍ତ୍ତୋଲ କଂଗ୍ରେସ ର ପ୍ରସ୍ତୁତି ବୌଠକ

ତିର୍ତୋଲ | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

ରାହୁଲ ଗାନ୍ଧୀ ଙ୍କ ଗସ୍ତ ନିମନ୍ତେ ତିର୍ତ୍ତୋଲ କଂଗ୍ରେସ ର ପ୍ରସ୍ତୁତି ବୌଠକ ତିର୍ତ୍ତୋଲ-୯/୭-(ରିପୋର୍ଟ-ଟୁକନ ସେଠୀ)-ଆସନ୍ତା ୧୧ ରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଭୂବନେଶ୍ବର ରେ ଆୟୋଜିତ ହେଉଥ‌ିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବେ । ଏଥିପାଇଁ ତିର୍ତ୍ତୋଲ କଂଗ୍ରେସ ଚଳଚଞ୍ଚଳ ହୋଇଉଠୁଛି । ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରୁ କିପରି ଅଧିକ ରୁ ଅଧିକ କଂଗ୍ରେସ କର୍ମୀ କିପରି ଯୋଗଦାନ କରି ସଫଳ କରିବା ପାଇଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଇଂ...

ଐତିହାସିକ ଶୁନ ମସଜିଦ ପ୍ରାର୍ଥନାଗୃହ ର ଛାତପଡ଼ିଲା

ତିର୍ତୋଲ | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଐତିହାସିକ ଶୁନ ମସଜିଦ ପ୍ରାର୍ଥନାଗୃହ ର ଛାତପଡ଼ିଲା ତିର୍ତ୍ତୋଲ-୯/୭-(ରିପୋର୍ଟ-ଟୁକନ ସେଠି)-ଝଙ୍କଡ଼ ପ୍ରଗଣାର ସର୍ଵପୁରାତନ ଐତିହାସିକ ମସଜିଦ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ ଠାରେ ଆଉରଙ୍ଗଜେବ ଙ୍କ ଦ୍ଵାରା ନିର୍ମିତ ହେଇଥିଲା। ଏହି ମସଜିଦ ରେ ପର୍ବପର୍ବାଣୀ ଆଦି ପାଳନ ସମୟରେ ସମୁହ ନମାଜ ପାଠ ଓ ଇସଲାମିକ...

Article Image

ସ୍ଥାନ ନିରୂପଣ ପରଦିନ ଶୁଭାରମ୍ଭ ହେଲା, ଝଙ୍କଡ଼ ସାରଳା ଙ୍କ ଦୋଳ ମଣ୍ଡପ ନିର୍ମାଣ କାର୍ଯ୍ୟ

ତିର୍ତୋଲ | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସ୍ଥାନ ନିରୂପଣ ପରଦିନ ଶୁଭାରମ୍ଭ ହେଲା, ଝଙ୍କଡ଼ ସାରଳା ଙ୍କ ଦୋଳ ମଣ୍ଡପ ନିର୍ମାଣ କାର୍ଯ୍ୟ ତିର୍ତ୍ତୋଲ-୯/୭-(ରିପୋର୍ଟ-ଟୁକନ ସେଠୀ)-ରାଜ୍ୟ ସରକାରଙ୍କ ୪୨ କୋଟି ଟଙ୍କା ଆର୍ଥିକ...

Article Image

ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ

ଜଗତସିଂହପୁର | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ ଜଗତସିଂହପୁର, ତା ୮/୦୭/ ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଓ ମିଆଦୀ ଋଣ ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ , ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର କୃଷକ ମାନଙ୍କୁ ସଚେତନତା ମାଧ୍ୟମରେ ଫସଲ ବୀମାରେ ଅନ୍ତର୍ଭୁକ୍ତ କରାଯାଇ ଫସଲ ବୀମାର ଉଚିତ ପ୍ରାପ୍ୟ ଦେବା ପାଇଁ ପଦକ୍ଷେପ ନେବାକୁ କହିଥିଲେ । ...

Article Image

କୋରାଣିଆ ସାଇବାବା ଙ୍କ ମନ୍ଦିର ରୁ ବିଳମ୍ବିତ ରାତ୍ରିରେ ଚୋରୀ

ନାଉଗାଁ | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

କୋରାଣିଆ ସାଇବାବା ଙ୍କ ମନ୍ଦିର ରୁ ବିଳମ୍ବିତ ରାତ୍ରିରେ ଚୋରୀ ନାଉଗାଁ ୯/୦୭- , ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅଞ୍ଚଳ ର ରୋହିଆ ପଞ୍ଚାୟତ ର କୋରାଣିଆ ନିକଟରେ ଥିବା ସାଇବାବା ଙ୍କ ମନ୍ଦିର ରୁ ମୁଖ୍ୟ ଦ୍ୱାରା ଓ ମନ୍ଦିର ମଧ୍ୟରେ ଥିବା ଗଡ଼ରେଜ ର ତାଲା ଭାଙ୍ଗି ଦେଢ଼ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ, ସିସିଟିଭି ରେ କୟଦେ ହେଲା ଚୋରି ସମୟରେ ଦୃଶ୍ୟ, ଯାହାକୁ ଆଧାର କରି ସନ୍ଧନୀ କୁକୁର ସାହାଯ୍ୟ ରେ ପୋଲିସ ର ତଦନ୍ତ ଆରମ୍ବ l ଏପରି ଘଟଣା ଗତକାଲି ବିଳମ୍ବିତ ରାତ୍ର ସମୟରେ...

Article Image

ଟୋକନ ଧରି ଅସନ୍ତୁଷ୍ଟ ଚାଷୀ ଧାରଣାରେ ବସିଲେ

କାକଟପୁର | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଟୋକନ ଧରି ଅସନ୍ତୁଷ୍ଟ ଚାଷୀ ଧାରଣାରେ ବସିଲେ କାକଟପୁର,୯/୭:ବିକ୍ରମ ଓଡିଶା କାକଟପୁର ବ୍ଲକ ଅନ୍ତର୍ଗତ ପାଟପୁର ସେବା ସମବାୟ ସମିତି ସଂପାଦକଙ୍କ ବେଆଇନ୍ କାର୍ଯ୍ୟ ପାଇଁ ପ୍ରାୟ ୧୫ରୁ ଉର୍ଦ୍ଧ୍ଵ ଚାଷୀ ସେମାନଙ୍କ କଷ୍ଟ ଅର୍ଜିତ ଧାନକୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ମୁତାବକ ବିକ୍ରୟ କରି ପାରିନଥିବା ଅଭିଯୋଗ କରି ଆଜି ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଧାନ ବିକ୍ରୟ ପାଇଁ ନାମ ଫଜିକରଣ କରିବା ସହିତ ସମିତି ପକ୍ଷରୁ ଟୋକନ ପ୍ରାପ୍ତ ହୋଇଥିଲେ । ଧାନ ବିକ୍ରୟ ପାଇଁ ସେମାନେ ବାରମ୍ବାର ସମିତି ସଂପାଦକଙ୍କୁ ଗୁହାରି କରିଥିଲେ । ମାତ୍ର ଟାର୍ଗେଟ୍...

Article Image

ଶାଶୁ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ।ବାପ ଘର ପକ୍ଷରୁ ଭାଇ ଆଣିଲା ହତ୍ୟା ଅଭିଯୋଗ।

କୁଜଙ୍ଗ | 09/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଶାଶୁ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ।ବାପ ଘର ପକ୍ଷରୁ ଭାଇ ଆଣିଲା ହତ୍ୟା ଅଭିଯୋଗ। ଶାଶୂ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ।ବାପ ଘର ପକ୍ଷରୁ ଭାଇ ଆଣିଲା ହତ୍ୟା ଅଭିଯୋଗ।ଥାନାରେ ଜଣକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ। ଏପରି ଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ଜଳଧରପୁର ଗ୍ରାମରେ।ତେବେ ଜଳଧରପୁର ଗ୍ରାମର ଶରତ ସାମଲଙ୍କ ପୁଅ କାର୍ତ୍ତିକ ସାମଲ ଦୀର୍ଘ ୧୪ବର୍ଷ ତଳେ ଜିଲ୍ଲାନାସୀ ପଞ୍ଚାୟତ ସାହାରା ଡ଼ିଆ ଗ୍ରାମର ଶ୍ରୀନାଥ ପ୍ରଧାନଙ୍କ ଝିଅ ମାନସୀ ସାମଲଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ।ମାତ୍ର ବିବାହକୁ ୧୪ବର୍ଷ ହୋଇଥିବା...