
ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ବୁଗୁଡ଼ା,୧୧/୦୭(ସୋରେନ କୁମାର ପ୍ରଧାନ):ପ୍ରସିଦ୍ଧ ଶୈବ ପୀଠ କୁବରେଶ୍ୱର୍ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଅନନ୍ତ କର ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁ ଗୋପାଳ ଚନ୍ଦ୍ର ପାତ୍ର, ଶିକ୍ଷାବିତ୍ ରାମଚନ୍ଦ୍ର ସାହୁ, ନିଉ ଏରା ପବ୍ଲିକ ସ୍କୁଲ ର ସ୍କାଉଟ ଶିକ୍ଷକ ବୈଷ୍ଣବ ଚରଣ ଦାଶ, ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ପୂର୍ଣ୍ଣକାଳୀନ ବିସ୍ତାରକ ଚନ୍ଦନ କୁମାର ସ୍ୱାଇଁ ଏବଂ ପୂର୍ଣ୍ଣକାଳୀନ ବିକ୍ରମ ସେଠି, ଆଶୁତୋଷ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ର ମାହାତ୍ମ୍ୟ ସମ୍ପର୍କରେ ବୁଝାଇଥିଲେ। ବିଶ୍ୱକୁ ରକ୍ଷା କରିବାର...

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୈନିକଙ୍କୁ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ନାଉଗାଁ, ୧୦/୯ ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଞ୍ଚାୟତର ଆରଖକୁଦ ଗ୍ରାମରେ ଭାରତୀୟ ସେନାବାହିନୀ(ଆର୍ମି)ର ଜଣେ କର୍ମରତ ସୈନିକଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ବିଭାଗ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ପ୍ରକାଶ ନାୟକଙ୍କ ପୁଅ ପ୍ରଭାସ ନାୟକ ୨୦୧୮ ମସିହାରେ ଭାରତୀୟ ସେନାବାହିନୀ ଆର୍ମି ବାଟାଲିୟନରେ ନିଯୁକ୍ତି ପାଇଥିଲେ। ତେବେ ପ୍ରଭାସ ବର୍ତ୍ତମାନ ଆସାମରେ ସେନାବାହିନୀରେ କାର୍ଯ୍ୟରତ ଥିବା ବେଳେ ଗତ କିଛି ଦିନ ତଳେ ଛୁଟିରେ ଘରକୁ ଆସିଥିଲେ ଏବଂ...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ତରଫରୁ ୭୭ ତମ ପ୍ରତିଷ୍ଠା ଦିବସ ପାଳିତ।* କୁଜଙ୍ଗ ୧୦/୦୭/୨୫ Repoter - Omm prakash ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଅବସରରେ ରାଷ୍ଟ୍ରୀୟ କଳା ମଞ୍ଚ ଦ୍ଵାରା କୁଜଙ୍ଗ ମହାବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତା କାର ଯାଇଅଛି । ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ। ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ନଗେନ୍ଦ୍ର ଯାଦବ ମୁଖ୍ୟ ବକ୍ତା abvp ର ଜଗତସିଂହପୁର ଜିଲ୍ଲା ସଂଯୋଜକ ରାଷ୍ଟ୍ର ବାଦି ଛାତ୍ର ନେତା ସତ୍ୟ ପ୍ରକାଶ...

ପିପୁଲସ କଲେଜରେ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ ବୁଗୁଡା, ୧୦/୭(ସୋରେନ କୁମାର ପ୍ରଧାନ): ବୁଗୁଡା ପିପୁଲସ କଲେଜର ସମ୍ମିଳନୀ କକ୍ଷରେ ଜୁଲାଇ ୧୦ ତାରିଖ ଦିନ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଏହି ନବଚିନ୍ତନ ଓ ସମସ୍ୟା ସମାଧାନ କୌଶଳ ବୃଦ୍ଧି ନିମନ୍ତେ ମାନସ ମନ୍ଥନ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମସ୍ତ ବିଭାଗର ମୁଖ୍ୟ ଅଧ୍ୟାପକ ବୃନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସାଧନ କର୍ମୀ ଭାବେ ଅର୍ଥନୀତି ବିଭାଗ ଅଧ୍ୟାପକ ଶଙ୍କର କୁମାର ପରିଡା ଯୋଗଦେଇଥିବା ବେଳେ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ...

ବ୍ୟାଘ୍ରାମ୍ବରୀ ମଠ ଠାରେ "ଘୁମୁସର ର ସ୍ବର" ପକ୍ଷରୁ ୧୫୧ତମ ସାହିତ୍ୟ ଆଲୋଚନା ଚକ୍ର ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ବୁଗୁଡ଼ା,୧୦/୦୭(ସୋରେନ କୁମାର ପ୍ରଧାନ ):ଆଜି ପବିତ୍ର ଆଷାଢ଼ ମାସ ଗୁରୁ ପୁର୍ଣ୍ଣିମା ଅବସରରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ "ଘୁମୁସର ର ସ୍ବର " ବାଲିପଦର ପକ୍ଷରୁ ୧୫୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର କରଚୁଲି ଗ୍ରାମର ବ୍ୟାଘ୍ରାମ୍ବରୀ ମଠ ଠାରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ମଠର ମଠାଧୀଶ ସ୍ବାମୀ ସତ୍ୟାନନ୍ଦ ଗିରୀଙ୍କୁ ଗୁରୁ ପୂଜନ ପୁର୍ବକ ଆଲୋଚନା ଚକ୍ରରେ ବରେଣ୍ୟ ଅତିଥି ଭାବେ କବି...

ବାଲିଘର ପକ୍ଷରୁ ସ୍ୱୟଂ ସହାୟୀକା ଗୋଷ୍ଠୀକୁ ଚାରା ବଣ୍ଟନ। ତିର୍ତୋଲ-୧୦/୯-(ରିପୋର୍ଟ-ଟୁକନ ସେଠୀ)-ବାଲିଘର ଫାଉଣ୍ଡେସନ ପକ୍ଷରୁ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ ଇବ୍ରିସିଂ ପଞ୍ଚାୟତ ଅନ୍ତର୍ଗତ ପାଟସୁରା ଗ୍ରାମର ମା' ନାରାୟଣୀ ସ୍ୱୟଂ ସହାୟୀକା ଗୋଷ୍ଠୀର ୧୮ ଜଣ ମହିଳା ସଦସ୍ୟାଙ୍କୁ ବିନା ମୂଲ୍ୟରେ ଚାରା ବଣ୍ଟନ କରାଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଜଳବାୟୁର ପରିବର୍ତ୍ତନ,ପାଣିପାଗର ଅନୟମିତା,ଅମ୍ଳଜାନର ଅହେତୁକ ଅଭାବ, କଳକାରଖାନା ଓ ଗାଡ଼ି ମୋଟର ପ୍ରଭୃତି ବୃଦ୍ଧି ଯୋଗୁଁ ମଣିଷ ସମାଜ ସହ ପ୍ରତ୍ୟେକ ଜୀବକୂଳ ଆଜି ଧ୍ୱଂସ ମୁଖରେ ଉପନୀତ ବୋଲି ବୈଜ୍ଞାନିକ ଓ ବହୁ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କଲେଣି।ଏହାର ନିରାକରଣ ପାଇଁ ବୃକ୍ଷ...

ଗୁରୁପୁର୍ଣିମା ଉପଲକ୍ଷେ ଅନନ୍ତବଳିଆ ସେବାସଙ୍ଘ ନାଉଗାଁ ଶାଖା ତରଫରୁ ଵୃକ୍ଷ ରୋପଣ ଅନୁଷ୍ଠିତ । ନାଉଗାଁ ୧୦/୦୭: ବିକ୍ରମ ଓଡିଶା ନିୟଜୁ,ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖରଘାଟ ନିକଟରେ ଥିବା ଅନନ୍ତ ବଳିଆ ସେବା ସଂଘ ତରଫରୁ ଗୁରୁପୁର୍ଣିମା ଉପଲକ୍ଷେ ଆଶ୍ରମର ସମସ୍ତ ଗୁରୁଭାଇ ଗୁରୁ ଭଉଣୀଙ୍କ ତରଫରୁ ଵୃକ୍ଷ ରୋପଣ ଆଶ୍ରମ ନିକଟରେ କରାଯାଇଛି।ନଡିଆ , ପିଜୁଳି,ଆମ୍ବ ତାଳ, ଳେମ୍ବୁ, ସପେଟା ଏହିପରି ପ୍ରାୟ ୪୫ ଟି ବୃକ୍ଷ ରୋପଣ କରାଯାଇଛି।ପ୍ରତିବର୍ଷ ଏହି ଆଶ୍ରମ ତରଫରୁ ଗୁରୁପୁର୍ଣିମାରେ ବୃକ୍ଷ ରୋପଣ କରାଯାଇଥାଏ। ଏ ବର୍ଷ ମଧ୍ୟ ଅନୁରୂପ ଭାବେ କରାଯାଇଛି। ସମସ୍ତ ବୃକ୍ଷ ମାନେ କିପରି...

କ୍ରାନ୍ତିକାରୀ ଜନନେତା ସ୍ବର୍ଗତ ମୂରଲୀଧର ରଥ ଙ୍କ ଦ୍ଵାଦଶl ହ ରେ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା ତିର୍ତ୍ତୋଲ-୧୦/୭-(ରିପୋର୍ଟ-ଟୁକନ ସେଠୀ)-ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା ର...

ଚାଷୀଙ୍କ ପାଇଁ ତତପର ମଣିଜଙ୍ଗା ଜଳସମ୍ପଦ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ତିର୍ତୋଲ :10/7ଆଗକୁ ଆସୁଛି ବର୍ଷା ଋତୁ, ଓଡିଶା ର ଜଲଭଣ୍ଡା ରେ ମହଜୁଦୁ ହୋଇଯିବ ବର୍ଷା ଜଳ ବନ୍ୟାର ରୂପ ନେଇପାରେ, ଏହି ବନ୍ୟା ଜଳକୁ ସଠିକି ଉପଯୋଗ ନିମନ୍ତେ ମହାନଦୀ ସାଉଥ ଡିଭିଜନ ତତ୍ପର ହୋଇଛି, ତଳଦଣ୍ଡା ଓ ତାର ଶାଖା କେନାଲ ଜରିଆରେ ବନ୍ୟାଜଳକୁ କୃଷି କାର୍ଯ୍ୟରେ ଲଗେଇବା ପାଇଁ ଟେଣ୍ଡର ମାଧ୍ୟମରେ ଶାଖା କେନାଲ କୁ ସଫେଇ କରାଯାଉଛି, ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଠରେ ଥିବା ମହାନଦୀ ସାଉଥୁ ଡିଭିଜନ ର ମଣିଜଙ୍ଗା ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ମଧ୍ୟ୍ୟ କେନାଲ ସଫେଇ...

ଅନ୍ତୋଦୟ ଯୋଜନାରେ ପକ୍କା ଘର ପାଇବାପାଇଁ ଦାବୀ ତିର୍ତ୍ତୋଲ ୧୦/୭-(ରିପୋର୍ଟ-ଟୁକନ ସେଠୀ)- ରାଜ୍ୟ ସରକାର ଅସହାୟ, ନିରାଶ୍ରୟ, ଶାରୀରିକ ଭିନକ୍ଷମ, ଛୋଟ ପିଲା ଙ୍କ ସହିତ ବିଧବା ସ୍ତ୍ରୀ ଲୋକ ମାନଙ୍କ ପାଇଁ ପକ୍କା ଘର ନିମନ୍ତେ ଅନ୍ତୋଦୟ ଯୋଜନା ପ୍ରଣୟନ କରିଛନ୍ତି l ଏହି ଯୋଜନାରେ ସାମିଲ ହେବାପାଇଁ ତିର୍ତ୍ତୋଲ ବ୍ଲକର ୨୯ ଟି ପଞ୍ଚାୟତର ୫ ସହ ରୁ ଉର୍ଦ୍ଧ ଯୋଗ୍ୟ ହିତାଧିକାରୀ ମାନେ ଆବେଦନ କରିଥିଲେ l ପ୍ରଥମ ପର୍ଯାୟରେ ୧୩୭, ଦ୍ୱିତୀୟ ପର୍ଯାୟରେ ୨୯ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପକ୍କା ଘର ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ ସରିଯାଇଛି l ଆହୁରି ଯୋଗ୍ୟ...

ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ରେ ବିଭିନ୍ନ ଦଫା ଦାବିରେ ଟ୍ରେଡ ୟୁନିଅନ ର ଭାରତ ବନ୍ଦ ଡାକରା -କୁଜଙ୍ଗ ରେ ମିଳିତ ଶ୍ରମିକ ସଂଘଠନ ଙ୍କ ପକ୍ଷରୁ ଅଠର ଦଫା ଦାବି ନେଇ ସର୍ବଭାରତୀୟ ହରତାଳ କୁ ସମର୍ଥନ ଜଣାଇ ଏ ଆଇ ଟି ୟୁ ସି ପକ୍ଷରୁ କୁଜଙ୍ଗ ଲୋକନାଥ ଭବନ ଠାରେ ଉତ୍କଳ ମହିଳା ସମିତି ର ରାଜ୍ୟ ସମ୍ପାଦିକା ଶ୍ରୀମତୀ ଚିନ୍ମୟୀ ସାହାଣୀ, ଙ୍କ ନେତୃତ୍ୱ ରେ ଆନ୍ଦୋଳନ ଡକାଯାଇଥିଲ ଏଥିରେ ବହୁ ସଂଖ୍ୟ ମହିଳା ମାନେ ଯୋଗ ଦେଇଥିଲେ, କୁଜଙ୍ଗ ବଜ଼ାର ପରୀକର୍ମା କରି ସରକାର ଙ୍କ ଉପରେ ବର୍ଷୀଥିଲେ, କେନ୍ଦ୍ର...

କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ମିଳିତ ମଞ୍ଚ ର ବିଭିନ୍ନ ଦାବି କୁ ନେଇ ବ୍ଲକ ଆଗରେ ଧର୍ମଘଟ କାକଟପୁର 9/7( ତୁଷାର ଦୀକ୍ଷିତ ) କେନ୍ଦ୍ରୀୟ ଶ୍ରମିକ ସଂଗଠନ, ମିଳିତ ମଞ୍ଚ, ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ମାନଙ୍କର ମିଳିତ ଆହ୍ୱାନ କ୍ରମେ କାକଟପୁର ମେଡିକାଲ ଛକ ଠାରୁ ସହ ସହ କର୍ମୀ ଏକ ଶୋଭାଯାତ୍ରା ରେ ବଜାର ପରୀକର୍ମା କରି ବିଭିନ୍ନ ନାରା ଦେଇ ବ୍ଲକ ଅଫିସ ଆଗରେ ଧର୍ମଘଟ କରିଥିଲେ l (4)ଶ୍ରମ କୋର୍ଡ ବାତିଲ କରିବା,ଦରଦାମ ବୃଦ୍ଧି ବନ୍ଦ କରିବା,ନିର୍ମାଣ, ବିଡି ଶ୍ରମିକ ଙ୍କର କଲ୍ୟାଣ ବୋର୍ଡ କୁ...