
କିଛିଟା ଟଙ୍କା ପାଇଁ ଏକ ମୃତ ସ୍ତ୍ରୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାପାଇଁ ପଛେଇଲେନି ସରକାରୀ ଡାକ୍ତର।* ୦୯/୦୭/୨୫ (କୁଜଙ୍ଗ) କଥାରେ କୁହାଯାଏ କି ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ଵିତୀୟ ରୂପ , ଯଦି ସେହି ଡାକ୍ତର କିଛିଟା ଟଙ୍କା ପାଇଁ ନିଜର କର୍ତ୍ତବ୍ୟ ଭୁଲନ୍ତି ତେବେ ସାଧାରଣ ଲୋକେ କରିବେ କ'ଣ। ଖାଦ୍ୟରେ ବିଷ କ୍ରିୟା ଯୋଗୁ କୁଜଙ୍ଗ ଅଞ୍ଚଳର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଜ ନେବା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଡାକ୍ତରଙ୍କ ପାଇଁ ପଡ଼ିଛି ମହଙ୍ଗା। ସେ ହେଲେ ଡଃ ଶିବ ପ୍ରସାଦ ସେଠୀ। ଉକ୍ତ ରିପୋର୍ଟ...

ରାଢ଼ଙ୍ଗ ମଦ ବିରୋଧୀ ମାତୃ ମଣ୍ଡଳୀର ମଦ ବିରୋଧୀ ଗଣ ନିବଦନ* ଆଜି ତା ୮/୭/୨୫ ରିଖ ଦିନ ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରାଢ଼ଙ୍ଗ ପଞ୍ଚାୟତର ମଦ ବିରୋଧୀ ମାତୃ ମଣ୍ଡଳୀ, ରାଢ଼ଙ୍ଗ ତରଫରୁ, ପୂର୍ବତନ ସରପଞ୍ଚ ଦେବୀ ପ୍ରସାଦ ମହାରଣାଙ୍କ ନେତୃତ୍ବରେ ଚୋରା ମଦ ବେପାର ବନ୍ଦ୍ କରିବା ସହିତ ରାଜ୍ୟରୁ ମଦକୁ ସଂପୂର୍ଣ୍ଣ ନିଷେଧ କରିବା ଦାବିରେ ଶତାଧିକ ମହିଳା ଜଗତସିଂହପୁର ସହର ସ୍ଥିତ ଚର୍ଚ୍ଚିକା ବଜାର ଠାରୁ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ, ଚୋରା ମଦ ଓ ସରକାରୀ ମଦ ବେପାର ବନ୍ଦ୍ କରିବା ନିମନ୍ତେ ସରକାରଙ୍କୁ ଗଣ ନିବେଦନ ଶୋଭାଯାତ୍ରା କରାଯାଇଥିଲା।...

୬ଦଫା ଦାବିରେ ଆଜି ଡ୍ରାଇଭର ମହାସଙ୍ଘ ତରଫରୁ ଆନ୍ଦୋଳନ। କାକଟପୁର ତା ୮/୭ ( ତୁଷାର ଦୀକ୍ଷିତ ) ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୬ ଦଫା ଦାବିରେ ମଙ୍ଗଳବାର ଦିନ ରାଜ୍ୟ ବ୍ୟାପି ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ପୁରୀ ଜିଲ୍ଲା କାକଟପୁର ଡ୍ରାଇଭର ସଙ୍ଘ ତରଫରୁ ଆଜି କାକଟପୁର ବଳରା ଠାରେ ଆନ୍ଦୋଳନ କରାଯାଇଛି। ଡ୍ରାଇଭର ମହାସଙ୍ଗ ରଖିଥବା ୬ ଦଫା ଦାବି ମଧ୍ୟରେ ଡ୍ରାଇଭର ଙ୍କ ସୁରକ୍ଷା ପାଇଁ ଅଇନି ଆଣିବା, ପ୍ରତି ଶହେ କିମି ରେ ପାର୍କିଙ୍ଗ ଓ ବିଶ୍ରାମ ଗାର, ଏବଂ ଶୌଚାଳୟ ର ସୁବିଧାକରିବା ସେପ୍ଟେମ୍ବର ୧ କୁ ଜାତୀୟ...

ଇଶ୍ୱର ବେହେରା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋନୀତ। କାକଟପୁର -୦୮/୦୭( ତୁଷାର ଦୀକ୍ଷିତ ) ଓଡ଼ିଶାରେ କାକଟପୁର ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ଥିବା ବେଳେ ସବୁବେଳେ ପ୍ରାୟ ବିଜେଡି ଦଳ ର ବିଧାୟକ ଭାବେ ନିର୍ବାଚିତ ହୋଇଥାନ୍ତି ରାଜ୍ୟରେ ବିଜେପି ସରକାର କ୍ଷମତା କୁ ଆସିଥିବା ବେଳେ ମଧ୍ୟ ଆଜି ଵି ସେଇ ବିଜେଡି ବିଧାୟକ ଭାବେ ତୁଷାର କାନ୍ତି ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନ ସଭା କୁ ଯାଇଛନ୍ତି, ବିଜେପି ଦଳ ରାଜ୍ୟ କୁ କ୍ଷମତା ଆସିବା ପରେ କାକଟପୁର ନିର୍ବାଚନ ମଣ୍ଡଳୀ କୁ ହାତକୁ ନେବା...

ଇଶ୍ୱର ବେହେରା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋନୀତ। କାକଟପୁର -୦୮/୦୭( ତୁଷାର ଦୀକ୍ଷିତ ) ଓଡ଼ିଶାରେ କାକଟପୁର ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ଥିବା ବେଳେ ସବୁବେଳେ ପ୍ରାୟ ବିଜେଡି ଦଳ ର ବିଧାୟକ ଭାବେ ନିର୍ବାଚିତ ହୋଇଥାନ୍ତି ରାଜ୍ୟରେ ବିଜେପି ସରକାର କ୍ଷମତା କୁ ଆସିଥିବା ବେଳେ ମଧ୍ୟ ଆଜି ଵି ସେଇ ବିଜେଡି ବିଧାୟକ ଭାବେ ତୁଷାର କାନ୍ତି ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନ ସଭା କୁ ଯାଇଛନ୍ତି, ବିଜେପି ଦଳ ରାଜ୍ୟ କୁ କ୍ଷମତା ଆସିବା ପରେ କାକଟପୁର ନିର୍ବାଚନ ମଣ୍ଡଳୀ କୁ ହାତକୁ ନେବା...

: କୁଜଙ୍ଗ ବ୍ଲକ ଡ୍ରାଇଭର ସଙ୍ଘ ର ସଭାପତିଙ୍କ ନେତୃତ୍ୱରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ, - :ଆଜି ଓଡିଶା ଡ୍ରାଇଭର ମହାଶଂଘ ନେତୃତ୍ୱରେ 7 ଦଫା ଦାବି ନେଇ ସାରା ରାଜ୍ୟରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବେ କରାଯାଇଥିଲା, କୁଜଙ୍ଗ ବ୍ଲକ ଡ୍ରାଇଭର ସଙ୍ଘ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ନେତୃତ୍ୱରେ ଆଜି କଟକ ପାରାଦ୍ୱୀପ ର ମୁଖ୍ୟ ସଡ଼କ କୁଜଙ୍ଗ ଥାନା ଛକ ଠାରେ ଶାନ୍ତି ଶୃଙ୍ଖଳା ସହ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଥିଲା, ଡ୍ରାଇଭର ମାନଙ୍କର ବିଭିନ୍ନ ଦାବି ନେଇ ଷ୍ଟିୟରିଂ ଛାଡ଼...

ଓଡିଶା ଡ୍ରାଇଭର ମହାସଂଘ ର ନାଉଗାଁ ଶାଖା ପକ୍ଷରୁ ଷ୍ଟେୟାରିଙ୍ଗ ଛାଡ଼ ଆନ୍ଦୋଳନ ନାଉଗାଁ :୮/୦୭/ବିକ୍ରମ ଓଡିଶା ନିୟଜୁ:ବିଭିନ୍ନ ୭ଦଫା ଦାବି କୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଡାକରା କ୍ରମେ ଆଜି ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକ ର ଡ୍ରାଇଭର ମାନେ ଷ୍ଟିୟରୀଙ୍ଗ ଛାଡ଼ି ରାଜ ରାସ୍ତାକୁ ଓହ୍ଲାଇ ଏହାକୁ ସମର୍ଥନ ଜଣାଇଛନ୍ତି । ଏହି ପରିପେକ୍ଷିରେ ଆଜି ସକାଳ ସମୟରୁ ନାଉଗାଁ ରେ ଥିବା ଓଡିଶା ଡ୍ରାଇଭର ମହାସଂଘ ର ସଦ୍ୟସ ମାନଙ୍କ ଦ୍ୱାରା ଆନ୍ଦୋଳନ ଦେଖିବାକୁ ମିଳିଛି ।ଯାହାଫଳରେ ନାଉଗାଁ ଅଞ୍ଚଳରେ ସାଧାରଣ ଜନତା ନାହିଁ ନ ଥିବାର ହିନସ୍ଥା ହେବାର ଦେଖିବାକୁ ମିଳିଛି।ଅନ୍ୟପଟେ...

ଭାର ସ୍ୟାମ ହରାଇ ରାସ୍ତାପାର୍ଶ୍ଵ କୁ ପଲଟୀଲା ଡଷ୍ଟ ବୋଝେଇ ହାଇୱା ନାଉଗାଁ :୮/୦୭: ବିକ୍ରମ ଓଡିଶା ନିୟଜୁ, ନାଉଗାଁ ବ୍ଳକ ଅନ୍ତର୍ଗତ ପାଳପୋଖରୀ ନିକଟରେ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵ କୁ ପାଲଟିଲା ଡଷ୍ଟ ବୋଝେଇ ହାଇୱା ଅଳ୍ପକେ ବର୍ତିଲେ ଚାଳକ l ସୂଚନା ମୁତାବକ ଆଜି ଭୋର ସମୟରେ ଏକ ଡଷ୍ଟ ବୋଝେଇ ହାଇୱା ଗାଡି ନାଉଗାଁ ବ୍ଳକଛକ ରୁ ବାଲିକୁଦା ସଂଯୋଗ କରୁଥିବା ରାସ୍ତା ଦେଇ ଯାଉଥିବା ସମୟରେ ଗାଡିଟି ପାଳପୋଖରୀ ନିକଟରେ ଡ୍ରାଇଭର ଗାଡିର ଭାରସ୍ୟାମ ହରାଇବା ଫଳରେ ଗାଡି ଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵ କୁ ଖସିପଡିବା ଫଳରେ ଚାଳକ...

ଏକ ଗୋରୁ ବୋଝେଇ କଣ୍ଟେନର ଜବତ ଖୋର୍ଦ୍ଧା ବରୁଣେଇ ଓଭରବ୍ରିଜ ନିକଟସ୍ଥ ପେଟ୍ରୋଲ ଟାଙ୍କୀ ଠାରେ ଗୋରୁ ବୋଝେଇ ବଡ଼ କଣ୍ଟେନର୍ କୁ ଜବତ କରି ଶିଳ୍ପାଞ୍ଚଳ ଥାନା ର ଜୀମା ଦେଇଛନ୍ତି ବଜରଙ୍ଗ ଦଳ ର ସଦସ୍ୟ ମାନେ । ଉକ୍ତ ଗୋରୁ ବୋଝେଇ ଗାଡ଼ି ଟି ହାଇଦ୍ରାବାଦ ରୁ କଲିକତା କୁ ଚାଲାଣ ହେଉଥିବା ସୂଚନା ମିଳିଛି । ଏହି କଣ୍ଟେନର ରେ ୩୫ ରୁ ଉର୍ଦ୍ଧ ଗୋରୁ ଥିବା ସୂଚନା ଦେଇଛନ୍ତି ଜବତକ।ରି । ଅଭିନବ ଉପାୟରେ ହେଉଥିଲା ଗୋ ଚାଲାଣ । ଏକ ବଡ କଣ୍ଟେନର ର ଉପରେ ପାଲ ଘୋଡେ଼ଇ ହେଉଥିଲା ଗୋ ମାତା...

(ଜ଼ିଲ୍ଲା ମୁଖ୍ୟ ବିଚାରପତି ଙ୍କ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ ) ଜଗତସିଂହପୁର ତା =7/7/25 ଦେବୋତ୍ତର ବିଭାଗ ଦ୍ୱାର ପରିଚାଳିତ ଜଗତସିଂହପୁର ଜ଼ିଲ୍ଲା ର କୋଣ ଅନୁକୋଣ ରେ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠ ର ଅନେକ ସୁନାମ ରହିଛି |ଏହି ମନ୍ଦିରରେ ଦୈନଦିନ ପୁରୀ ଶ୍ରୀମନ୍ଦିର ର ନୀତି କ୍ରାନ୍ତି କୁ ଅନୁସରଣ କରି ଶ୍ରୀଜୀଉ ମାନଙ୍କ ର ସମସ୍ତ କାର୍ଯ୍ୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ଦ୍ୱାର ସମ୍ପାଦନ କରାଯାଇଥାଏ | ଦୈନଦିନ ଜ଼ିଲ୍ଲା ଏବଂ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ...

ଉତ୍କଳ ବେଲମା ସମାଜ ଚାରି ତାଲୁକା ବୈଠକ ବୁଗୁଡା,୦୭/୦୭(ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର, ଆସ୍କା ରୋଡ଼ରେ ଅବସ୍ଥିତ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଉତ୍କଳ ବେଲମା ସମାଜର ଚାରି ତାଲୁକା (ଘୁମୁସର, ଧରାକୋଟ, ଖାଲସା ଓ ଆଠଗଡ଼ ତାଲୁକା) ଏବଂ ସମସ୍ତ ପଲ୍ଲୀ ପରିଷଦର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚାରି ତାଲୁକାର ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ କୁଳଗଙ୍ଗାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ବିଭୁ ପ୍ରାର୍ଥନା କରାଯାଇଥିଲା।ବୈଠକରେ ସାମାଜର ବିକାଶ ମୂଳକ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ...

ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ ଓ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସ୍ଥାନ ନିରୂପଣ ହେଲା ତିର୍ତ୍ତୋଲ-୭/୭-(ରିପୋର୍ଟ-ଟୁକନ ସେଠୀ)- ଓଡ଼ିଆ ଭାଷା ସାହିତ୍ୟ ର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ ଓ ପ୍ରତିମୂର୍ତ୍ତି ସହିତ ସାରଳା ମନ୍ଦିରର ସମ୍ମୁଖରେ ଥିବା ହନୁମାନ ମନ୍ଦିର ଓ ଦୋଳ ମଣ୍ଡପ ର ପୁନଃ ନିର୍ମାଣ ନିମନ୍ତେ, ଗତ ସୋମବାର ଦିନ ଅପରାହ୍ନ ରେ ଏକ ଜରୁରୀକାଳୀନ ବୈଠକ, ମନ୍ଦିର କାର୍ଯ୍ୟାଳୟ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ୟ୍ଯରଞ୍ଜନ ପରିଜା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ୍ ଓ ପ୍ରତିମୂର୍ତ୍ତି କୁ ବଳଭଦ୍ର ଦେବ...