Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
Article Image

ଗାଁ ବିଲରେ ହଳ କରୁଥିବା ବେଳେ କୃଷକର ପରଲୋକ

ତିର୍ତୋଲ | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଗାଁ ବିଲରେ ହଳ କରୁଥିବା ବେଳେ କୃଷକର ପରଲୋକ ତିର୍ତ୍ତୋଲ-୧୮/୭-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଇଡପାଟଣା ଗ୍ରାମ କୁମ୍ଭାରସାହି ର ପରମାନନ୍ଦ ମୁଦୁଲି (ପ୍ରଭୁ) ଗତ ଶୁକ୍ରବାର ଦିନ ସକାଳବେଳା ତେନ୍ତୁଳିପଦା ଗାଁ ବିଲରେ ହଳ କରୁଥିବା ସମୟରେ ତଳେ ମୁହଁ ମାଡିହୋଇ ପଡି ଯାଇଥିଲେ। ଆଖ ପାଖ ରେ ଥିବା ଲୋକମାନେ ଏପରି ଅବସ୍ଥାରେ ପଡିରହିଥିବା ଦେଖି ଛାନିଆ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡ଼ାକି ତାଙ୍କୁ ନିକଟସ୍ଥ ମଣିଜଂଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ ମଧ୍ୟ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ଏହି ଆକସ୍ମିକ...

Article Image

ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ।

ଜଗତସିଂହପୁର | 19/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ। - ସମାଜର ସେବାରେ ବହୁତ ସାମାଜିକ ସଂଗଠନ ନିଜକୁ ନିୟୋଜିତ କରିଥାନ୍ତି,ତନ୍ମଧ୍ୟରୁ ଶ୍ରୀ ମା ନାରୀ ଶକ୍ତି ଫାଉଣ୍ଡେସନ ର କାର୍ଯ୍ୟକ୍ରମ ଭିନ୍ନ, ତାର ମୁଖ୍ୟ...

Article Image

ପିପୁଲ୍ସ କଲେଜର ଗଠିତ ହେଲା ଅଭ୍ଯନ୍ତରୀଣ ଅଭିଯୋଗ କମିଟି(ଆଇ ସି ସି)

ବୁଗୁଡା | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

ପିପୁଲ୍ସ କଲେଜର ଗଠିତ ହେଲା ଅଭ୍ଯନ୍ତରୀଣ ଅଭିଯୋଗ କମିଟି(ଆଇ ସି ସି) ବୁଗୁଡା,୧୮/୦୭(ସୋରେନ କୁମାର ପ୍ରଧାନ): ସମ୍ପ୍ରତି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ଯାଶ୍ରୀ ବିଶିଙ୍କ ଆତ୍ମାହୁତି ଜନିତ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଅନୁଯାୟୀ ବୁଗୁଡା ପିପୁଲ୍ସ କଲେଜରେ ୧୩ ଜଣିଆ ଅଭ୍ଯନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା - ୩୭୦୩୨,କଲେଜ ଅଧ୍ୟକ୍ଷ ଡଃ ପୁରୁଷୋତ୍ତମ ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଗଠିତ ଉକ୍ତ କମିଟିରେ ସଂଯୋଜିକା ଭାବେ ପ୍ରାଣୀ ବିଜ୍ଞାନ ବିଭାଗର...

Article Image

ପାରାଦ୍ୱୀପ_ବନ୍ଦରରେ_୧୧_ଜଣ_Mock_Cleaning_ଶ୍ରମିକ_ପୁନଃ_ନିଯୁକ୍ତ_ପାଇଲେ

ପାରାଦ୍ୱୀପ | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

#ପାରାଦ୍ୱୀପ_ବନ୍ଦରରେ_୧୧_ଜଣ_Mock_Cleaning_ଶ୍ରମିକ_ପୁନଃ_ନିଯୁକ୍ତ_ପାଇଲେ ତା ୧୬.୦୭.୨୦୨୫ ରିଖ, ପାରାଦୀପ ପୋର୍ଟ ୱର୍କର୍ସ ୟୁନିଅନର ସଭା ଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଦୀର୍ଘ ୧୮ ମାସ ହେଲା M/S.AKA Logistic Ltd., IOHP, PPA ରେ କାର୍ଯ୍ୟ କରୁଥିବା ୧୧ ଜଣ mock cleaning ଶ୍ରମିକ ଙ୍କୁ ଛଟେଇ କରିଥିଲା। ବହୁ ଚେଷ୍ଟା ପରେ ମଧ୍ୟ ଛଟେଇ କର୍ମଚାରୀ ମାନେ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଥିଲେ l ଆମର ପ୍ରିୟ ସଭାପତି ତଥା ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ #ବିଭୁପ୍ରସାଦ_ତରାଇ ଙ୍କ ପ୍ରଚେଷ୍ଟାରେ ଆଜି ୧୧ ପରିବାର ନିଜର ଚାକିରି ଫେରି ପାଇଛନ୍ତି। ଏହି ପରୀପେଖି ରେ ଆଜି ସମସ୍ତ mock cleaning...

Article Image

କିଶୋର ନ୍ୟାୟ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

କିଶୋର ନ୍ୟାୟ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ* ଜଗତସିଂହପୁର,ତା ୧୬.୦୭.୨୦୨୫, ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁରୁଣାଗଡସ୍ଥିତ ବୀଣାପାଣି ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକର ତରଫରୁ କିଶୋର ନ୍ୟାୟ ଆଇନ, ୨୦୧୫ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଗତ ଭାଷଣ ଦେଇଥିଲେ । ଏହା ପରେ...

Article Image

ଚକୋଲେଟ ଦେଇ ବନ୍ଦ ପାଳିଲା ତିର୍ତ୍ତୋଲ ବ୍ଲକ କଂଗ୍ରେସ

ତିର୍ତୋଲ | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଚକୋଲେଟ ଦେଇ ବନ୍ଦ ପାଳିଲା ତିର୍ତ୍ତୋଲ ବ୍ଲକ କଂଗ୍ରେସ ତିର୍ତ୍ତୋଲ-୧୭/୭-(ରିପୋର୍ଟ-ଟୁକନ ସେଠୀ)ଫକୀର ମୋହନ ସେନାପତି ବିଶ୍ବବିଦ୍ଯାଳୟ ର ଛାତ୍ରୀ ସୌମ୍ଯାଶ୍ରୀ ବିଶି ର ମୃତ୍ଯୁ ସାରା ରାଜ୍ଯ ରେ ହଇଚଇ ସୃଷ୍ଟି କରିଛି । ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ମିଳିତ ବିରୋଧୀ ଦଳ ତରଫରୁ ଛାତ୍ରୀ ଙ୍କୁ ନ୍ଯାୟ ଦେବା ଓ ନାରୀ ନିର୍ଯ୍ଯାତନା ରୋକିବାରେ ବିଜେପି ସରକାର ର ବିଫଳତା ବିରୋଧରେ ଆଜି ଓଡିଶା ବନ୍ଦ ଡାକରା ଦେଇଥିଲେ । ଓଡିଶା ବନ୍ଦ ର ସିଧାସଳଖ ପ୍ରଭାବ ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । କଂଗ୍ରେସ...

Article Image

କାକଟପୁରରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ

କାକଟପୁର | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

କାକଟପୁରରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ କାକଟପୁର ୧୭/୭, ( ତୁଷାର ଦୀକ୍ଷିତ ) ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହୁତି ଦେବା ଘଟଣାକୁ ନେଇ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ବାମପନ୍ଥୀ ଦଳ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବୀ କରି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରାରେ କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଇ ଓଡିଶା ବନ୍କୁ ସଫଳ କରାଯାଇଥିଲା l ଆଜି ଦିନ ତମାମ କାକଟପୁର ବଜାରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ସାଙ୍ଗକୁ ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବାବେଳେ ସମ୍ପୂର୍ଣ ବଜାର...

Article Image

ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ, ସହଜରେ ଗ୍ରହଣ କରି ପାରୁନାହାନ୍ତି ଗଣେଷ ବଜାର ବ୍ୟବସାୟୀ

କାକଟପୁର | 18/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ, ସହଜରେ ଗ୍ରହଣ କରି ପାରୁନାହାନ୍ତି ଗଣେଷ ବଜାର ବ୍ୟବସାୟୀ ଗଣେଶ ବଜାର ସମ୍ପୂର୍ଣ ବନ୍ଦ କାକଟପୁର ତା ୧୭/୭,( ତୁଷାର ଦୀକ୍ଷିତ ) କାକଟପୁର ବଜାରରେ ଆଜକୁ ତିରିଶ ବର୍ଷ ଠାରୁ ଅଧିକ ବ୍ୟବସାୟ କରି ଆସୁଥିବା ଗଣେଷ ବଜାରରେ ପୂଜାସାମଗ୍ରୀ ଦୋକାନ କରିଥିବା ନୂଆହାଟ ( ବେତେଣ୍ଡା ) ଗ୍ରାମର କୁନ ଚନ୍ଦ୍ର ସ୍ୱାଇଁ (କୁନିଆ) ୫୧ ବର୍ଷ ବୟସରେ ବୁଧବାର ରାତ୍ର ୯ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଯାଇଛି l ସେ ତିରିଶ...

Article Image

୬ ମାସ ଧରି ଷ୍ଟେଟ ବ୍ୟାଙ୍କ ଏଟିଏମ୍ ବନ୍ଦ, ଗ୍ରାହକ ହନ୍ତସନ୍ତ

ବୁଗୁଡ଼ା | 17/07/2025 | ବିକ୍ରମ ଓଡ଼ିଶା ନିୟୁଜ

୬ ମାସ ଧରି ଷ୍ଟେଟ ବ୍ୟାଙ୍କ ଏଟିଏମ୍ ବନ୍ଦ, ଗ୍ରାହକ ହନ୍ତସନ୍ତ ବୁଗୁଡ଼ା,୧୭/୦୭(ସୋରେନ କୁମାର ପ୍ରଧାନ): ଗ୍ରାହକଙ୍କ ସୁବିଧା ପାଇଁ ବୁଗୁଡ଼ାର ଦୁଇଟି ସ୍ଥାନରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏଟିଏମ ସ୍ଥାପନ ହୋଇଥିଲା । ଗୋଟିଏ ଏଟିଏମ ଷ୍ଟେଟ ବ୍ୟାଙ୍କ କଡ଼ରେ ଥିବା ବେଳେ ଦ୍ବିତୀୟଟି ନୂଆଁ ବସଷ୍ଟାଣ୍ଡ ନିକଟରେ ଥିଲା । ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ସହର ଠାରୁ ଦୂର କଲେଜ ରୋଡ଼ ଆଡକୁ ଘୁଞ୍ଚି ଯାଇଥିବା ବେଳେ ନୁଆଁ ବସଷ୍ଟାଣ୍ଡ ନିକଟରେ ଥିବା ଏଟିଏମ ଦୀର୍ଘ ୬ ମାସ ହେଲା ବନ୍ଦ ହୋଇ ରହିଛି । ସହରର ମଧ୍ୟ ଭାଗରେ ନୂଆଁ ବସଷ୍ଟାଣ୍ଡ ଓ ବିଇଓ ଅଫିସ...

Article Image

ନ୍ୟାୟ ପାଇଁ ଲଢେ଼ଇ କରି ଆଜି ଆତ୍ମହତ୍ୟା କରିଥିବା ସୈମ୍ୟଶ୍ରୀଙ୍କ ପାଇଁ କଂଗ୍ରେସର ଧର୍ମଘଟ ଆନ୍ଦୋଳନ ଆଜି ରାଜରାସ୍ତାରେ।

କୁଜଙ୍ଗ | 17/07/2025 | ବିକ୍ରମ ଓଡ଼ିଶା ନିୟୁଜ

ନ୍ୟାୟ ପାଇଁ ଲଢେ଼ଇ କରି ଆଜି ଆତ୍ମହତ୍ୟା କରିଥିବା ସୈମ୍ୟଶ୍ରୀଙ୍କ ପାଇଁ କଂଗ୍ରେସର ଧର୍ମଘଟ ଆନ୍ଦୋଳନ ଆଜି ରାଜରାସ୍ତାରେ।* ୧୭/୦୭/୨୫ , କୁଜଙ୍ଗ REPOTER- OMM PRAKASH ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତରଫରୁ କଂଗ୍ରେସର ସ୍ୱର ଆନ୍ଦୋଳନ, ଖାଲି କୁଜଙ୍ଗ କାହିଁକି ଆଜି ସାରା ଓଡ଼ିଶା ସୈମ୍ୟଶ୍ରୀ ବିଶିଙ୍କ ପାଇଁ ରାଜରାସ୍ତାରେ। ଆମ ମାନଙ୍କ ଭଉଣୀ ସୈମ୍ୟଶ୍ରୀ ଯିଏକି କରାଟିରେ ମାଷ୍ଟର ଚମ୍ପିୟାନ ଏବଂ ଏବିଭିପିର ଜଣେ ଛାତ୍ରୀ ଯେଉଁ ଏବିଭିପି କି ବିଜେପିର ଗୋଟେ ଅଂଶ। ସେହି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରର ଛାତ୍ରୀ ହୋଇ ମଧ୍ୟ ଆଜି ସରକାର ନିରବ। ଯଦି ସେ ସାଧାରଣ...

Article Image

ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେ ବନ ମହୋତ୍ସବ ପାଳିତ

ନାଉଗାଁ | 17/07/2025 | ବିକ୍ରମ ଓଡ଼ିଶା ନିୟୁଜ

ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେ ବନ ମହୋତ୍ସବ ପାଳିତ* ନାଉଗାଁ ୧୭/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ୍‌ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷୀ ସେଠୀଙ୍କ ପୌରୋହିତ୍ୟରେ ଏବଂ ଏନ୍‌ସିସି ଅଧିକାରୀ ତଥା ଇକୋ କ୍ଲବ୍‌ ଇନ ଚାର୍ଜ ଶିକ୍ଷକ ଶ୍ରୀମାନ ମାନସ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଥିଲା। ବିଦ୍ୟାଳୟର ଏନ୍‌ସିସି କ୍ୟାଡେଟ୍‌ମାନେ, ଇକୋ କ୍ଲବ୍‌ର ଛାତ୍ରଛାତ୍ରୀମାନେ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ଏକ ସଚେତନତା ରାଲି କରାଯାଇଥିଲା। ଏହା ପରେ ଠିକ୍ ୧୧ ଘଟିକା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା।...

Article Image

ଜଗତସିଂହପୁର ଜିଲ୍ଲାରେ ସୌମଶ୍ରୀ ର ନ୍ୟାୟ ପାଇଁଁ ଓଡ଼ିଶା ବନ୍ଦ ସଫଳ।

ଜଗତସିଂହପୁର | 17/07/2025 | ବିକ୍ରମ ଓଡ଼ିଶା ନିୟୁଜ

ଜଗତସିଂହପୁର ଜିଲ୍ଲାରେ ସୌମଶ୍ରୀ ର ନ୍ୟାୟ ପାଇଁଁ ଓଡ଼ିଶା ବନ୍ଦ ସଫଳ। - ଜଗତସିଂହପୁର ଜିଲ୍ଲା କଂଗ୍ରେସ ସମେତ ମିଳିତ ବିରୋଧୀ ଦଳ ପକ୍ଷରୁ ଫକିରମୋହନ ମହାବିଦ୍ୟାଳୟର‌ ମୃତ ଛାତ୍ରୀ ସୌମଶ୍ରୀ କୁ‌ ନ୍ୟାୟ ପ୍ରଦାନ ଦାବିରେ ଜଗତସିଂହପୁର ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ନେତୃତ୍ବରେ ଓଡ଼ିଶା ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି। ଏହି ବନ୍ଦ କାର୍ଯ୍ୟକ୍ରମରେ ସିପିଏମ ଜିଲ୍ଲା ସମ୍ପାଦକ ଲୋଭାକାନ୍ତ ସ୍ବାଇଁ,ଏସ.ୟୁ.ସି.ଆଇ ନେତା ପ୍ରଦିପ୍ତ ରାମ୍,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ସରପଞ୍ଚ ପ୍ରମୋଦ କୁମାର...